Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ
ଯୋଡା : ବାମେବାରୀ ଥାନା ଅନ୍ତର୍ଗତ ଜାମିର୍ତା ଗ୍ରାମରେ ଗତ ୭ ତାରିଖ ବିଳମ୍ବିତ ରାତ୍ରୀରେ ଗୁଣିଗାରେଡି ସନ୍ଦେହ କରି ସେହି ଗ୍ରାମର ଜଣେ ବୃଦ୍ଧ ମାନସିଂ ମୁଣ୍ଡାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ପୁଲିସ ମଙ୍ଗଳବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ!-->…
Read More...
Read More...
୯ପୃଷ୍ଠାର ଖୋଲାଚିଠି ଜାରି କଲା ସୁଶାନ୍ତଙ୍କ ପରିବାର : ଆମକୁ ବାରମ୍ବାର ଧମକ ମିଳୁଛି
ପାଟନା : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଉପରେ ବର୍ତ୍ତମାନ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ତଦନ୍ତ ଜାରି ରହିଥିବାବେଳେ ସୁଶାନ୍ତଙ୍କ ପରିବାର ପକ୍ଷରୁ ଏବେ ଏକ ୯ପୃଷ୍ଠା ସମ୍ବଳିତ ଖୋଲା ଚିଠି ଜାରି କରାଯାଇଛି । ସେଥିରେ ପରିବାର ଏବଂ ମୃତ୍ୟୁଘଟଣା ସାଙ୍ଗକୁ!-->…
Read More...
Read More...
ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧଶାଖା ପକ୍ଷରୁ ଦାବିପତ୍ର
ବୌଦ୍ଧ,୧୨/୮- ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଶାଖାର ଆବାହକ କେଶବାନନ୍ଦ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ ପୂର୍ବରୁ କାମ କରିଥିବା ଇପିଏଫ!-->…
Read More...
Read More...
ବିପଦମୁକ୍ତ ହେଲା ୱାର୍ଡ ନଂ-୩୯ ରେ ଥିବା ସମସ୍ତ ବିଦ୍ୟୁତ୍ ଟାନ୍ସଫର୍ମର
ଭୁବନେଶ୍ୱର:ନୟାପଲ୍ଲୀ ୱାର୍ଡ ନଂ-୩୯ ଅଧିନରେ ଥିବା ନୂଆସାହି, ବାଲିତୋଟା ସାହି, ଶାସ୍ତ୍ରୀ ନଗର ପ୍ରାୟ ୧୨ ରୁ ୧୫ ଟି ଟାନ୍ସଫରମର ଚାରୀ ପାକହରେ ପାଚେରୀ କିମ୍ବା ଗେଟ ଲାଗିନଥିଲା । ତା ଭିତରେ ଏତେ ମାତ୍ରରେ ଗଛ ଓ ଘାସ ହେଉଥିଲା ଯାହା ଫଳରେ ଗାଈଗୋରୁ ଘାସ ଖାଇବା ଆସରେ ଭିତରକୁ ପଶିଯାଉଥିଲେ!-->…
Read More...
Read More...
ପାଜେରୋ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର
ବୌଦ୍ଧ, ୧୨/୮ - ଆଜି ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ବୀରନରସିଂହପୁର ନିକଟରେ ପାଜେରୋ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ସମାନ ଦିଗରୁ ଆସୁଥିବା ଗୋଟିଏ ପାଜେରୋ ଗାଡି ଓଡି!-->…
Read More...
Read More...
ସୁବର୍ଣ୍ଣପୁର : ଉଦବେଗଜନକ ସ୍ଥିତିରେ ସ୍ଥାନୀୟ ସଂକ୍ରମଣ, ଦ୍ୱିଶତକ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ସୋନପୁର: କରୋନା ନିୟନ୍ତ୍ରଣରେ ସୁବର୍ଣ୍ଣପୁର ଜିଲ୍ଲାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଶେଷ କରି ସ୍ଥାନୀୟ ସଂକ୍ରମଣ ଯେଭଳି ଭାବେ କାୟା ବିସ୍ତାର କରୁଛି ତାହା ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଜିଲ୍ଲାର!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ଆଜି ୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଉ ୩୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବିଷୟରେ ଆଜି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏହା ସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ପଜିଟିଭ ଚିହ୍ନଟଙ୍କ ମୋଟ ସଂଖ୍ୟା ୧୨୩୧ରେ ଯାଇ ପହଞ୍ଚିଛି । ଗତକାଲି ଜଣେ ପୁଲିସ ସିପାହୀଙ୍କ କରୋନାରେ ମୃତ୍ୟୁ ପରେ ସମଗ୍ର!-->…
Read More...
Read More...
ରାଜ୍ୟରେ ୨୪ ଘଣ୍ଟାରେ ୧୮୭୬ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୬୭୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ଭିମସାର କୋଭିଡ ଯୋଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର କେୟାର ସେଣ୍ଟର
ସମ୍ବଲପୁର : ସମଗ୍ର ପଶ୍ଚିମାଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରରେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ପାଇଁ ଏକ ସ୍ୱତନ୍ତ୍ର କେୟାର ସେଣ୍ଟର ଆଜିଠାରୁ କାର୍ଯ୍ୟକାରୀ ହେବ ଓ ଏଥିପାଇଁ ବୁର୍ଲା ଅଗ୍ନିଶମ ବିଭାଗ ନିକଟସ୍ଥ ରେଣ୍ଟାଲ ହାଉସିଂ କମ୍ପ୍ଲେକ୍ସକୁ ଚିହ୍ନିତ କରାଯାଇଛି । ଏହା!-->…
Read More...
Read More...
ବୌଦ୍ଧ: ନାରାୟଣନଗର ଗ୍ରାମରୁ ଆଜି ପୁଣି ୧୦ ପଜିଟିଭ ଚିହ୍ନଟ, ଗାଆଁରେ ପହଞ୍ଚିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ
ବୌଦ୍ଧ,୧୨/୮ : ଆଜି ଜିଲ୍ଲାରେ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତ ପଜିଟିଭ ବୌଦ୍ଧବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ୍ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ!-->…
Read More...
Read More...