Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ : ଆଜି ପୁଣି ୨୨ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୬/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ଚିହ୍ନଟ ହୋଇଥିବା ୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳରୁ ୩ ଜଣ, ହରଭଙ୍ଗା ବ୍ଲକ୍ ସରସରା ଗ୍ରାମରୁ ୧ ଜଣ, ବୀରନରସିଂହପୁର ଗ୍ରାମ!-->…
Read More...
Read More...
ଜୈବିକ କୃଷି ଶିକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୧୬/୯- ଜାତୀୟ ଉଦ୍ୟାନ କୃଷିମିଶନ ଆନୁକୂଲ୍ୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଳକ ତରଭା ପଞ୍ଚାୟତର ଲେଙ୍ଗୁ ଗାଁଠାରେ ଜୈବିକକୃଷି ସମ୍ବନ୍ଧୀୟ ଦୁଇଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୁମ୍ମାବ୍ଳକର ବିଡିଓ ନଟବର ଗରଡ଼ ଯୋଗଦାନ କରିଥିବାବେଳେ!-->…
Read More...
Read More...
ଗଜପତିରେ ଆଜି ୫୮ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୬/୯- ଗଜପତିରେ ପୁଣି ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଲକରୁ ୪ ଜଣ, ଗୋଶାଣୀ ବ୍ଳକରୁ ୮ ଜଣ, ପାରଳା ପୌର ପରିଷଦରୁ ୨୪ ଜଣ, କାଶୀନଗର ବ୍ଳକରୁ ୮ ଜଣ, ନୂଆଗଡ ବ୍ଳକରୁ ୮ ଜଣ, ଆର!-->…
Read More...
Read More...
କିଡ୍ନୀ ରୋଗରେ ଦେବାର ଶଯ୍ୟାଶାୟୀ : ସ୍ତ୍ରୀ ଯାଇଛି ଦାଦନ ଖଟି, ଭୋକଉପବାସରେ ପରିବାର
ହରଭଙ୍ଗା : ଇତି ମଧ୍ୟରେ ହରଭଙ୍ଗା ବ୍ଲକ ଅଂଚଳରେ କିଡନୀ ରୋଗରେ ବହୁ ସଂଖ୍ୟାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତ ୬ ବର୍ଷ ମଧ୍ୟରେ ୩ଶହରୁ ଉର୍ଦ୍ଧ୍ୱ କିଡନୀ ରୋଗୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେହିପରି ଏବେବି ବହୁ କିଡନୀ ରୋଗୀ ଉପଯୁକ୍ତ ଚିକିତ୍ସା ଓ ଔଷଧ ପାଇନପାରି ଖଟରେ ପଡି!-->…
Read More...
Read More...
ରାଜ୍ୟରେ ପୁଣି ୪୨୭୦ ପଜିଟିଭ ଚିହ୍ନଟ, ଆଉ କରୋନା ନେଲା ୧୧ ମୁଣ୍ଡ
ଭୁବନେଶ୍ୱର: ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗି ନୂଆ ଶୀର୍ଷକୁ ଛୁଇଁବାରେ ଲାଗିଛି । କରୋନା ଗ୍ରାଫ ତଳକୁ ଖସିବାର ନାଁ ନେଉନାହିଁ । ଏହି ମଧ୍ୟରେ ପୁଣି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୪,୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ରାଜ୍ୟ!-->…
Read More...
Read More...
ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ
ବୌଦ୍ଧ/ବାଉଁଶୁଣୀ,୧୬/୯ – ବାଉଁଶୁଣୀ ଉଚ୍ଚ଼ ବିଦ୍ୟାଳୟର ଅବସରପ୍ରାପ୍ତ କନିଷ୍ଠ କିରାଣୀ ସତ୍ୟ ନାରାୟଣ ଦେହୁରୀ (ବାୟା ସାର୍)ଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟରେ ୧୯୭୯ ମସିହାରେ କନିଷ୍ଠ କିରାଣୀ ଭାବେ ଯୋଗଦେଇ!-->…
Read More...
Read More...
ଅଙ୍ଗନବାଡି ବାରଣ୍ଡାରେ ଦିନ କାଟୁଛନ୍ତି କରୋନା ଆକ୍ରାନ୍ତ
ବୌଦ୍ଧ,୧୬/୯ - ସରକାର କରୋନା ପଜିଟିଭ ଚିହ୍ନଟମାନଙ୍କୁ ହୋମ୍ ଆଇସୋଲେସନରେ ରହିବାପାଇଁ ନିୟମ କରିଛନ୍ତି । ଲକ୍ଷଣ ନଥିବା କିମ୍ବା ଗୁରୁତର ନଥିବା ଆକ୍ରାନ୍ତଙ୍କୁ ଆଉ ପୂର୍ବଭଳି କୋଭିଡ ଡାକ୍ତରଖାନା ନିଆଯାଉନାହିଁ । ଫଳରେ ନିଜ ଘରେ ସୁବିଧା ନଥିବା ରୋଗୀ ନାନାଦି ହଇରାଣ ହେଉଥିବା ଦେଖିବାକୁ!-->…
Read More...
Read More...
ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, 2 ପେକ୍ସ ସମ୍ପାଦକ ଆହତ
ବୌଦ୍ଧ,୧୬/୯ - ଜାତୀୟ ରାଜପଥ ନମ୍ବର୍ 57 ର ତେଲିବନ୍ଧ ଗ୍ରାମ ପଂଚାୟତ ପୋଡାବଲସ୍ ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ଦୁଇ ଜଣ ପେକ୍ସ ସମ୍ପାଦକ ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବୌଦ୍ଧ ସହକାରୀ ନିବନ୍ଧକ ସମବାୟ!-->!-->!-->…
Read More...
Read More...
ରାମଜାଙ୍ଗୀ ପୋଲ ନିକଟରେ ବାଇକ ଦୁର୍ଘଟଣା, ୨ ଗୁରୁତର
ବୌଦ୍ଧ,୧୫/୯ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ବୁଟୁପାଲି ନିକଟସ୍ଥ ରାମ ଜାଙ୍ଗୀ ପୋଲ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ହେବାରୁ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଥାନା ବାଲିପଟା ଗ୍ରାମର ୩ ଜଣ!-->…
Read More...
Read More...
ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର
ବୌଦ୍ଧ /ବାଉଁଶୁଣୀ,୧୫/୯ - ଆଜି ସନ୍ଧ୍ୟାରେ ଜମଟାଙ୍ଗି - ଋଷିବନ୍ଧ ରାସ୍ତାର ଷାଣ୍ଢପାଲି ଗ୍ରାମ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଅଜଣା ବାଇକ ଧକ୍କା ଦେବାରୁ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଋଷିବନ୍ଧ ଗ୍ରାମର ସୁରେଶ ମେହେର!-->…
Read More...
Read More...