Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ନେଇ ଗଠିତ ହେଲା “ସୁପକାର ସଂଘ”
ବଲାଙ୍ଗିର : ଆଜି ସ୍ଥାନୀୟ ବରପାଲି ପଡା ମାନସି ମଣ୍ଡପ ଠାରେ ବଲାଙ୍ଗିର ଓ ସୋନପୁର ଜିଲ୍ଲ୍ାର ମିଳିତ ପ୍ରଚେଷ୍ଟାରେ ସୁପକାର ସଂଘ ଗଠିତ ହୋଇଯାଇଛି । କରୋନା ସମୟରେ କୋଭିଡ ନିୟମ ପାଳନ ସହ ସାମାଜିକ ଦୂରତାକୁ ରକ୍ଷା କରି ଉଭୟ ଜିଲ୍ଲାର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ସଭା ଅନୁଷ୍ଠିତ!-->…
Read More...
Read More...
ନିଜସ୍ୱ ଉଦ୍ୟମରେ ସାହିକୁ ସାନିଟାଇଜ୍ କଲେ କ.ନୂଆଗାଁର ସଚେତନଶୀଳ ନାଗରିକ
କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ .ନୂଆଗାଁର ଚଣାପଦର ଗ୍ରାମରୁ କରୋନା ପଜିଟିଭ୍ ଚିହ୍ନଟ ପରେ ଚଣାପଦରକୁ ସଂପୂର୍ଣ ରୁପେ ସାନିଟାଇଜ କରାହୋଇନଥିବା ଅଭିଯୋଗ ଆଣିଛନ୍ତି ଅଂଟଳବାସୀ । ପ୍ରଶାସନ ତରଫରୁ ଆଖିଦୃଶିଆ କେତୋଟି ଘରକୁ ସାନିଟାଇଜ କରି ଚୁପ ରହିଥିବା ବେଳେ ଆତଙ୍କିତ ଅବସ୍ଥାରେ!-->…
Read More...
Read More...
ଆଜି ସମ୍ବଲପୁରରେ ୩୯ ଜଣ ନୂଆ ପଜିଟିଭ ଚିହ୍ନଟ, ଜଣେ ମୃତ
ସମ୍ବଲପୁର,୭/୮- ଆଜି ସମ୍ବଲପୁର ଜିଲ୍ଲାରେ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ପୂର୍ବରୁ ଶ୍ୱାସରୋଗରେ ପୀଡ଼ିତ ଥିଲେ ଓ ତାଙ୍କର ପୁଅକୁ ଗତ କିଛିଦିନ ପୂର୍ବେ ଏକ ଅପହରଣ ମାମଲାର ଚୋରି ସୁନା ଅଳଙ୍କାର!-->…
Read More...
Read More...
୧୦ଦିନ ହେବ ଅନ୍ଧାରରେ ଦେଓଝର ବାସୀ
ଯୋଡା :ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତ ଦେଓଝର ଗ୍ରାମବାସୀମାନେ ୧୦ଦିନ ହେବ ଅନ୍ଧାରରେ ରହିଆସୁଛନ୍ତି । ଦୀର୍ଘ ଦିନ ହେବ ଏହି ଗ୍ରାମଟି ଅନ୍ଧାରରେ ରହୁଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜିନ୍ଦଲ କମ୍ପାନୀ ଦେଓଝର ପଞ୍ଚାୟତର ତାରିଣୀ ମନ୍ଦିର ଛକ ନିକଟରେ ୬୩ କେଭିର ଏକ!-->…
Read More...
Read More...
କାନ୍ଥ ଭୁଶୁଡି ଦୁଇ ଆହତ
ବୌଦ୍ଧ,୭/୮ – କଣ୍ଟାମାଳ ବ୍ଲକ ଗରିଆପାଲି ଗାଁରେ ଅଘଟଣ । ଗତକାଲିର ପ୍ରବଳ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଲେ ଗାଁର ପ୍ରଦୀପ ଗରିଆ ଓ ତାଙ୍କ ପୁଅ । ଗତ ରାତିରେ ଘରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘରର ମାଟି କାନ୍ଥ!-->…
Read More...
Read More...
ନିଜ ଗାଁ ମଶାଣିରେ ଶବକୁ ମିଳିଲାନି ଜାଗା ପ୍ରଶାସନ ତରଫରୁ ନିର୍ଦ୍ଧାରିତ ପଡୋଶୀ ଗାଁରେ ହେଲା ଶବଦାହ
ଦାରିଙ୍ଗବାଡି,୭/୮ : ସମଗ୍ର ଦେଶରେ କରୋନା ନିଜର କାୟା ମେଲାଉଥିବା ବେଳେ ଏହି କରୋନା ଯୋଗୁଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ଦିନକୁଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଦାରିଙ୍ଗବାଡି ବ୍ଲକରୁ ଗତ ୨ଦିନରେ ୨୬ଜଣ ସଂକ୍ରମିତ!-->…
Read More...
Read More...
ଭିମସାରରେ କରୋନା ସ୍ଥିତି ପୁଣି ସଙ୍କଟାପନ୍ନ: ୭ଦିନ ପାଇଁ ମେଡିସିନ ଓପିଡି ବନ୍ଦ ଘୋଷଣା ସହିତ ୭୦ଜଣ କ୍ୱାରେନଣ୍ଟାଇନକୁ…
ସମ୍ବଲପୁର : ସମଗ୍ର ପଶ୍ଚିମାଂଚଳର ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରର ସ୍ଥିତି ପୁଣି ସଙ୍କଟାପନ୍ନ ହୋଇପଡିଛି । ସ୍ଥିତି ଏତେ ଗମ୍ଭୀର ଯେ କାଲିଠାରୁ ମେଡିସିନ ଓପିଡିକୁ ସାତ ଦିନ ପାଇଁ ବନ୍ଦ ରଖାଯାଇଛି, ଅର୍ଥାତ୍ ଏହା ଆଗାମୀ ୧୩ ତାରିଖ ଗୁରୁବାର ଦିନ ଖୋଲାଯାଇ ପାରିବ । ଏହା ସହିତ କରୋନା!-->…
Read More...
Read More...
ଗଜପତିରେ ପୁଣି ୩୫ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୩୫ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ଜଣେ, ଗୁମ୍ମା ବ୍ଳକରୁ ୪ ଜଣ, ରାୟଗଡ଼ ବ୍ଳକରୁ ୫ ଜଣ, ପାରଳା ପୌର ପରିଷଦରୁ ୨୩ ଜଣ, କାଶୀନଗର ବ୍ଲକରୁ ୨ ଜଣ ଚିହ୍ନଟ!-->…
Read More...
Read More...
ମାର୍ଚ୍ଚ ଶେଷସୁଦ୍ଧା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାମ ସାରିବାକୁ ଲକ୍ଷ୍ୟ : ୧୬୮ କୋଟି ବ୍ୟୟ, ସରିଛି ୭୫% କାମ
ହରଭଙ୍ଗା : ଆସନ୍ତା ୨୦୨୧ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବହୁ ପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।ହରଭଙ୍ଗା ବ୍ଲକର ଖରଶଙ୍କୁଲୋଇଠାରେ ମହାନଦୀ ଉପରେ ବହୁ ପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣଧୀନ କାର୍ଯ୍ୟର ଅବଗତି!-->…
Read More...
Read More...
ରାଜ୍ୟରେ ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ : ୨୪ ଘଣ୍ଟାରେ ୧୮୩୩, ୧୨ ମୃତ
ଭୁବନେଶ୍ୱର : ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୧୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍!-->…
Read More...
Read More...