Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରେଳ ଧାରଣାର ନିରୀକ୍ଷଣ ଓ ଜରୁରୀ ମରାମତି ପାଇଁ ସମ୍ବଲପୁର ମଣ୍ଡଳଦ୍ୱାରା ରେଳ ବାଇସାଇକଲର ବ୍ୟବହାର
ସମ୍ବଲପୁର: ରେଳଧାରଣାର ନିରୀକ୍ଷଣ, ଯାଞ୍ଚ ଓ ମରାମତି କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଅଭିନବ ରେଳ ବାଇସାଇକଲ ପରିକଳ୍ପନା କରାଯାଇଅଛି । ରେଳଧାରଣାର ଦୈନିକ ମରାମତି ପାଇଁ ରେଳ କର୍ମଚାରୀମାନଙ୍କୁ କାର୍ଯ୍ୟରେ ସହାୟକ ହେବ । ଏହି ରେଳ ବାଇସାଇକଲ ସମ୍ବଲପୁର ମଣ୍ଡଳର ସମ୍ବଲପୁର,!-->…
Read More...
Read More...
ଘର ଭିତରୁ ଉଦ୍ଧାର ହେଲା ଗୋଖର ନାଗ
ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ ରେଞ୍ଜ ଅନ୍ତର୍ଗତ ଭାଲିଆପଦର ଗ୍ରାମର ଉତ୍ତମ ମହଲାଙ୍କ ଘରୁ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ତଥା ସାପ ଧରାଳୀ ଦାଶରଥି ମେହେର ଗୋଟିଏ ଗୋଖର ନାଗ ସାପ ସାପ ଉଦ୍ଧାର କରିଛନ୍ତି । ପରେ ମନମୁଣ୍ଡା ରେଞ୍ଜ ଅଧିକାରୀ ନାରୟଣ ସ୍ୱାଇଁଙ୍କ ତତ୍ୱାବଧାନରେ ସାପକୁ!-->…
Read More...
Read More...
କନ୍ଧମାଳରେ ପୁଣି ୮୫ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୮୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୬୦୫ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୧୮୯ ଜଣ ସୁସ୍ଥ ହୋଇ ସେମାନଙ୍କ!-->…
Read More...
Read More...
ସାର ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଲେ ଚାଷୀ
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ଯୋଗୁଁ ଚାଷୀ ସାର ପାଉନଥିବା ଅଭିଯୋଗ କରିବା ସହ ଆବଶ୍ୟକ ସାର ଯୋଗାଇ ଦେବା ଦାବିରେ ଆଜି ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ହରଭଙ୍ଗା ବ୍ଲକ୍!-->…
Read More...
Read More...
କ୍ଷୟକ୍ଷତି ଆକଳନ କଲେ ହରଭଙ୍ଗା ତହସିଲଦାର, କହିଲେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ
ହରଭଙ୍ଗା : ସଂପ୍ରତି ହରଭଙ୍ଗା ବ୍ଲକ ଅଂଚଳରେ ଘଟିଯାଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାରେ ହରଭଙ୍ଗା ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆଜି ହରଭଙ୍ଗା ତହସିଲଦାର ହରିଓଁ ଭୋଇ ହରଭଙ୍ଗା ତହସିଲ ଅଂଚଳର ହରଭଙ୍ଗା, କୁଶଙ୍ଗ, ସାମ୍ପୋଚ, ଧଳପୁର ଆଦି ୯ଟି ପଞ୍ଚାୟତର କ୍ଷତିଗ୍ରସ୍ତ!-->…
Read More...
Read More...
ସୁରେନ ଓରାମ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଓଡିଶା ମାନବାଧିକାର ଆୟୋଗକୁ ଅନୁରୋଧ
ସମ୍ବଲପୁର : ସ୍ଥାନୀୟ ବରେଇପାଲି (ତେନ୍ତେଲପଡା) ନିବାସୀ ସୁରେନ ଓରାମ (୫୩)ର ଗତକାଲି ଲିଭର ରୋଗରୁ ମୃତ୍ୟୁ ହୋଇଯାଇଛି । ସେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଗରିବ ଥିବାରୁ ବହୁଦିନରୁ ଲିଭର ରୋଗରେ ପଡି ଯନ୍ତ୍ରଣା ଭୋଗ କରୁଥିଲେ ସୁଦ୍ଧା ତାଙ୍କର!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ୭୯ ଜଣ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର : ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୭୯ ନୂଆ ପଜିଟିଭ ଚିହ୍ନଟ କରାଯାଇଛି ଓ ଏମାନଙ୍କୁ ମିଶାଇ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୫୩୯ ହୋଇଛି । ତାଜା ସ୍ଥିତି ଅନୁସାରେ ଏମାନଙ୍କ ମଧ୍ୟରୁ ୧୫ ଜଣ ମୃତ ଓ ୨୬୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିବା!-->…
Read More...
Read More...
ବୌଦ୍ଧ : ଗୋଟିଏ ଦିନରେ ଅର୍ଦ୍ଧଶତକ ଡେଇଁଲା କରୋନା, ପହଞ୍ଚିଲା ୯୨୬ରେ
ବୌଦ୍ଧ : ଆଜି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ଅର୍ଦ୍ଧ ଶତକ ଡେଇଁଛି କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା!-->…
Read More...
Read More...
ରାଜ୍ୟରେ ଆଉ ୩୭୪୮ ପଜିଟିଭ ଚିହ୍ନଟ, ପୁଣି ୧୧ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୩୭୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୫୧୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ଦୁଇ ଦିନ ପାଇଁ ସଟଡାଉନ୍ ହେଲା କୋର୍ଟ ବିଲଡିଂ
ବୌଦ୍ଧ : ବୌଦ୍ଧ ସହରରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଗତ ସପ୍ତାହରେ ବୌଦ୍ଧ ବିଚାର ବିଭାଗୀୟ ଅଦାଲତର ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଫଳରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିଜ କ୍ଷମତା ବଳରେ ବୌଦ୍ଧ କୋର୍ଟ ବିଲଡିଂକୁ ଦୁଇଦିନ ପାଇଁ ସଟଡାଉନ୍!-->…
Read More...
Read More...