Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାଦନ ଖଟି ଯାଇଥିଲେ ଶବ ହୋଇ ଫେରିଲେ
ବୌଦ୍ଧ : ହରଭଙ୍ଗା ବ୍ଲକ୍ ତିଲେଶ୍ୱର ନିକଟସ୍ଥ ବୁରୁବୁଡା ଗ୍ରାମର ବିଚ୍ଛନ୍ଦ ଡଙ୍ଗୀ (୨୪ ବର୍ଷ)କାମ ଧନ୍ଦା ଓ ରୋଜଗାର ଅନ୍ୱେଷଣରେ ଗୁଜୁରାଟ ରାଜ୍ୟର ଜାମନଗରକୁ ପତ୍ନୀ ଅମ୍ବିକାଙ୍କ ସହ ଯାଇଥିବା ବେଳେ ଗତକାଲି ଶବ ହୋଇ ଗାଆଁକୁ ଫେରିଥିବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମିଳିଥିବା!-->…
Read More...
Read More...
ବୌଦ୍ଧଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ସାଂସଦ ଅନୁଭବଙ୍କ କୁଶପୁତ୍ତଳିକା ଦାହ
ବୌଦ୍ଧ,୮/୯ – ବୌଦ୍ଧଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ନମିତାରାଣୀ ଦାଶଙ୍କ ନେତୃତ୍ୱରେ ଗୋପବନ୍ଧୁ ଛକଠାରେ ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ବିବାଦ ଭିତରେ ରହିଥିବା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା, ଗିରଫ ଦାବୀରେ ସାଂସଦ ଅନୁଭବ!-->…
Read More...
Read More...
ଗ୍ରାମରକ୍ଷୀଙ୍କ ଘରୁ ୨୫ କେ.ଜି. ଗଞ୍ଜେଇ ଜବତ
ବୌଦ୍ଧ -ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଖୁଣ୍ଟବନ୍ଧ ଗ୍ରାମର ଗ୍ରାମରକ୍ଷୀ ଗୌର ମହାନନ୍ଦିଆଙ୍କ ଘରୁ ୨ଟି ବସ୍ତାରେ ଥିବା ୨୫ କିଲୋଗ୍ରାମ ଓଜନର ଗଂଜେଇ ଜବତ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ!-->!-->!-->…
Read More...
Read More...
ଅସହାୟ ବ୍ୟକ୍ତିଙ୍କ ଶବସତ୍କାର ସ୍ୱେଚ୍ଛାସେବୀ ସଂଗଠନ
ବୌଦ୍ଧ : ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଏକ ଅସହାୟ ବ୍ୟକ୍ତିଙ୍କର ଶବସତ୍କାର କରାଯାଇଛି । ଉକ୍ତ ବ୍ୟକ୍ତିଙ୍କର ନାମ ଭାସ୍କର ପ୍ରଧାନ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ଅଂଚଳରେ ଭିକ୍ଷାବୃତ୍ତି କରି ଚଳୁଥିଲେ । ଗତ ତା ୧୭, ୦୮ ,୨୦ ରିଖ ରେ ତାଙ୍କର!-->…
Read More...
Read More...
ଗଜପତିରେ ପୁଣି 53ଟି କରୋନା ପଜିଟିଭ ଚିହ୍ନଟ
ଗଜପତିରେ ପୁଣି 53ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳା ପୌର ପରିଷଦରୁ 21 ଜଣ,ନୂଆଗଡ଼ ବ୍ଳକରୁ 8 ଜଣ,ମୋହନା ବ୍ଲକରୁ 10ଜଣ,ରାୟଗଡ ବ୍ଲକରୁ 6 ଜଣ,ଗୋଶାଣୀ ବ୍ଳକରୁ 4 ଜଣ,କାଶୀ ନଗର ବ୍ଲକରୁ 4 ଜଣ, ଚିହ୍ନଟ ହୋଇ ଥିବାର ଜଣାପଡିଛି। ପଜିଟିଭି ଚିହ୍ନଟ!-->…
Read More...
Read More...
ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱରା ପାଠ୍ୟଉପକରଣ ବଣ୍ଟନ
ଭୁବନେଶ୍ୱର : ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଭିଏସସନଗରର ବିଭିନ୍ନ ବସ୍ତି ଅଂଚଳରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ୧୦୦ରୁ ଉର୍ଦ୍ଧ୍ୱ ସ୍କୁଲ୍ ପିଲାମାନଙ୍କୁ ବହି, ଖାତା, କଲମ, ପେନ୍ସିଲ, ରବର ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ଗଜପତି ପୋଲିସକୁ ମିଳିଛି ବଡ ସଫଳତା :୨୪ଟି ଚୋରା ମୋଟର ସାଇକେଲ ଜବତ ସହ ୬ ଜଣ ଗିରଫ
ପାରଳାଖେମୁଣ୍ଡି : ଗଜପତି ପୋଲିସକୁ ମିଳିଛି ଏକବଡ଼ ସଫଳତା । ମୋଟର ସାଇକେଲ ଚୋରୀ ରାକେଟକୁ ଧରିବାରେ । ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପାରଳାଖେମୁଣ୍ଡି ଟାଉନ ଥାନା!-->…
Read More...
Read More...
ବୌଦ୍ଧ ବିଧାୟକଙ୍କ ହରଭଙ୍ଗା ବନ୍ୟାଞ୍ଚଳ ପରଦିର୍ଶନ
ହରଭଙ୍ଗା : ସଂପ୍ରତି ହରଭଙ୍ଗା ବ୍ଲକ ଅଂଚଳରେ ଘଟିଯାଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବନ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ବିଧାୟକମାନେ ତୁରନ୍ତ ଗସ୍ତ କରି ବିପନ୍ନମାନଙ୍କର ସମସ୍ୟା ବୁଝିବା ସହ କ୍ଷତିଗ୍ରସ୍ତ ଅଂଚଳର!-->…
Read More...
Read More...
ଘର ଭଙ୍ଗା କ୍ଷୟକ୍ଷତିର ତଦନ୍ତ କଲେ ରାଜସ୍ୱ ନିରୀକ୍ଷକ
ବୌଦ୍ଧ : ଗତ ଲଗାଣ ବର୍ଷାରେ ବାଉଁଶୁଣି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା । ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଏକର ଏକର ଜମିରେ ବଢି ପାଣି ମାଡି ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା । ରାଜସ୍ୱ ବିଭାଗ କ୍ଷୟକ୍ଷତିର ଆକଳନ କରିବା ଓ!-->…
Read More...
Read More...
ସୁବର୍ଣ୍ଣପୁର :ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪ ଦିନରେ ୩୩୯ ଜଣ ପଜିଟିଭ
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ତାର କାୟାବିସ୍ତାର କରି ସମଗ୍ର ଜିଲ୍ଲାକୁ କବଳିତ କରିଛି । ସେପ୍ଟେମ୍ବର ମାସ ଆରମ୍ଭରୁ ପିକ୍ ପିରିୟଡରେ କରୋନା ତା'ର ପ୍ରଭାବ ବିସ୍ତାର କରି ଜିଲ୍ଲାରେ ଏକ ଆତଙ୍କର ମାହୋଲ ସୃଷ୍ଟି କରିଛି । ଗତ ୧ ତାରିଖ ସୁଦ୍ଧା ଆକ୍ରାନ୍ତ ଙ୍କ ସଂଖ୍ୟା ୭୬୪!-->…
Read More...
Read More...