Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଟଗଡରେ ହନୁମାନ ପାହାଡ଼କୁ ଖୋଳି ଘର କରିବାକୁ ପ୍ରୟାସ : ବଜରଙ୍ଗ ଦଳର ବିରୋଧ ପରେ,ଗୋଟିଏ ଜେସିବି ଓ ଟ୍ରାକ୍ଟରକୁ ଜବତ…
କନ୍ଧମାଳ/କୋଟଗଡ:-କୋଟଗଡ ଭହା ବଜାର ନିକଟରେ ଏକ ପାହାଡ଼ ରେ ବହୁ ବର୍ଷ ଧରି ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇ ହନୁମାନ ବାଟିକା କମିଟି ତତ୍ୱବଧାନରେ ଉକ୍ତ ପାହାଡ଼ର ରକ୍ଷଣାବେକ୍ଷଣ ଚାଲିଛି ଏବଂ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ନିମନ୍ତେ ସରକାରୀ ସାହାଯ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟ କ୍ରମେ!-->…
Read More...
Read More...
ବିଶ୍ୱକର୍ମା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୌଦ୍ଧ /ବାଉଁଶୁଣୀ,୧୦/୯- ଆସନ୍ତା ସଂକ୍ରାନ୍ତି ଦିନ ବାଉଁଶୁଣୀଠାରେ ମା ମାହେଶ୍ୱରୀ ଗାଡିଚାଳକ ସଂଘ ତରଫରୁ ବିଶ୍ୱକର୍ମା ପୂଜା ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାଳିତ ହେବ ସେଥିପାଇଁ ଆଜି ସକାଳେ ଶୁଭ ଖମ୍ବ ସ୍ଥାପନ କରାଯାଇଛି । ଆୟୋଜିତ ସ୍ୱତନ୍ତ୍ର ପୂଜାରେ ମା ମାହେଶ୍ୱରୀ ଗାଡି ଚାଳକ ସଂଘ!-->…
Read More...
Read More...
ବୌଦ୍ଧ : ନିର୍ମାଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା
ବୌଦ୍ଧ,୧୦/୯ - ମୋ ସରକାର ଯୋଜନାରେ ବୌଦ୍ଧ ନିକଟ ଲାଣ୍ଡିବନ୍ଧ ନିକଟରେ ଗୋଟିଏ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ରୋଗୀଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ବିଶ୍ରାମ କକ୍ଷ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଏଥିପାଇଁ ଗତ ୪ ତାରିଖ ଦିନ ଅପରାହ୍ନ ୫ ଘଣ୍ଟା ସମୟରେ ବୌଦ୍ଧ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ନୂଆ ୧୦୪ ପଜିଟିଭ ଚିହ୍ନଟ : କରୋନା ସଂକ୍ରମଣ ପୁନଶ୍ଚ ବୃଦ୍ଧି ଚିନ୍ତା ବଢାଉଛି
ସମ୍ବଲପୁର : ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ କରୋନା ପଜିଟିଭ ଭାବରେ ୧୦୪ ଜଣଙ୍କୁ ଚିହ୍ନଟ କରାଯାଇଛି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ବିଗତ ପ୍ରାୟ ସପ୍ତାହେରୁ ଅଧିକ ଦିନ ହେଲା ଏହି ସଂଖ୍ୟା ୧୦୦ ତଳେ ରହି ଆସୁଥିଲା, କିନ୍ତୁ ଆଜି ଏହା ହଠାତ ଶତାଧିକ ହୋଇଥିବାରୁ!-->…
Read More...
Read More...
ରାଜ୍ୟରେ ପୁଣି ୩୯୯୧ ପଜିଟିଭ ଚିହ୍ନଟ, ଆଉ ୧୧ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୧୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ବୌଦ୍ଧ : ଥମିବାର୍ ନା ଧରୁନାହିଁ କରୋନା, ଆଜି ୪୧ ପଜିଟିଭ ଚିହ୍ନଟ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିନ୍ହଟ ହେବା ଚିନ୍ତାର ବିଷୟ ପାଲଟିଛି । କରୋନା ଥମିବାର୍ ନାମ ଧରୁନାହିଁ । ଆଜି ପୁଣି ଜିଲ୍ଲାର ବିଭିନ୍ନ ଅଂଚଳରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା!-->…
Read More...
Read More...
ଗଜପତିରେ ପୁଣି ୩୩ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁ୍ଣ୍ଡି : ଗଜପତିରେ ପୁଣି ୩୩ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଏମାନଙ୍କ ମଧ୍ୟରୁ ପାରଳା ପୌର ପରିଷଦରୁ ୧୧ ଜଣ,ନୂଆଗଡ଼ ବ୍ଳକରୁ ଜଣେ,ମୋହନା ବ୍ଲକରୁ ଜଣେ,ରାୟଗଡ ବ୍ଲକରୁ ୭ ଜଣ,ଗୋଶାଣୀ ବ୍ଳକରୁ ୪ ଜଣ,କାଶୀ ନଗର ବ୍ଲକରୁ ୭ ଆର ଉଦୟଗିରି!-->…
Read More...
Read More...
ଗାଶାଣୀ ବ୍ଳକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଭିଡ ଯୋଦ୍ଧାଙ୍କ ଦେହାନ୍ତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କାର୍ଯ୍ୟରତ ଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ସାହୁଙ୍କ ଗତକାଲି ସକାଳ ୧୧ ଟା ସମୟରେ ଦେହାନ୍ତ ହୋଇ ଯାଇଛି । ଗତ୨୬ ତାରିଖରେ କୋଭିଡ ପଜିଟିଭ ଆସିଥିବାରୁ ତାଙ୍କୁ ଆର ସୀତାପୁର ସ୍ଥିତ କୋଭିଡ ହସ୍ପିଟାଲରେ ପ୍ରଥମେ!-->…
Read More...
Read More...
ଭାରସାମ୍ୟ ହରାଇ ଘରକୁ ଧକ୍କା ଦେଲା ଟ୍ରକ
ବୌଦ୍ଧ : ଜାତୀୟ ରାଜପଥ ନମ୍ବର୍ ୫୭ର ଆଡେନିଗଡ ନିକଟରେ ଆଜି ଭୋର ସମୟରେ ଗୋଟିଏ ଥଣ୍ଡା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ବଲାଙ୍ଗୀରକୁ ଯାଉଥିବା କୋଲ୍ଡ ଡ୍ରିକ୍ସ ବୋଝେଇ ଟ୍ରକ ଓଡି ୦୨ ବିଏଫ ୬୮୭୭ ଭାରସାମ୍ୟ ହରାଇ ଆଡେନିଗଡ!-->…
Read More...
Read More...
ହୀରାଞ୍ଚଳ ପ୍ରଭାବ : କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା
କ.ନୂଆଗାଁ-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ଅଧିନସ୍ଥ ବଣ୍ଡଗୁଡା ପଞ୍ଚାୟତର କୃଷ୍ଣଚନ୍ଦ୍ର ସାହୁଙ୍କ ବାସଗୃହଟି ଗତ ଲଘୁଚାପ ବର୍ଷାରେ କାନ୍ଥ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ଗତ ୦୯/୦୮/୨୦୨୦ ତାରିଖରେ ହୀରାଞ୍ଚଳରେ ପ୍ରଥମେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ!-->…
Read More...
Read More...