Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ଆଜି ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୧/୯- ଗଜପତିରେ ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣୀ ବ୍ଳକରୁ ୩ ଜଣ ପାରଳା ପୌର ପରିଷଦରୁ ୭ ଜଣ, ନୂଆଗଡ଼ ବ୍ଳକରୁ ୩ ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ୩ ଜଣ, ଗୁମ୍ମା!-->…
Read More...
Read More...
କରୋନା ପ୍ରକୋପ କମୁନାହିଁ ଆଜି ପୁଣି ୯୧ ଜଣ ପୋଜିଟିଭ ଚିହ୍ନଟ: ବିବାଦ ଘେରରେ ନବନିର୍ମିତ ବୁର୍ଲା କୋଭିଡ ହସ୍ପିଟାଲ…
ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ ଏହାର ପ୍ରକୋପ କମିପାରୁ ନାହିଁ । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୭୩୪ ହୋଇଛି ।!-->…
Read More...
Read More...
ରାଜ୍ୟରେ ଆଉ ୩୯୯୬ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର ୧୧ ।୦୯: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ବୌଦ୍ଧଜିଲ୍ଲା ହଜାରେ ପାର୍ କଲା କରୋନା, ଆଜି ନୂତନ ୩୯ ପଜିଟିଭ
ବୌଦ୍ଧ,୧୧/୯ - ଆଜି ପୁଣି ନୂତନ ୩୯ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୯ ଜଣ, ବଲାସିଙ୍ଗାସ୍ଥିତ!-->…
Read More...
Read More...
ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୧/୯- ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୩ ଜଣ, ନୂଆଗଡ଼ ବ୍ଳକରୁ ୨ ଜଣ,ମୋହନା ବ୍ଲକରୁ ୪ ଜଣ,ରାୟଗଡ ବ୍ଲକରୁ ଜଣେ,ଗୁମ୍ମା ବ୍ଳକରୁ ୬ ଜଣ, କାଶୀ ନଗର ବ୍ଲକରୁ ଜଣେ ଚିହ୍ନଟ ହୋଇ!-->…
Read More...
Read More...
ପ୍ରବାସୀ ଶ୍ରମିକ ମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରଖାଯିବାକୁ ଦାବି
ବୌଦ୍ଧ,୧୧/୯ -ଲକ ଡାଉନର କଟକଣା ଟିକିଏ କୋହଳ ହେବା ପରେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନଙ୍କ ସୁଅ ଛୁଟୁଛି । ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ରାଜ୍ୟର ଅନେକ କଳ କାରଖାନା ଗୁଡିକର ମାଲିକ ମାନେ ବସ୍ ପଠାଇ ଶ୍ରମିକ ମାନଙ୍କୁ ନେଉଥିବା ଦୃଶ୍ୟ!-->…
Read More...
Read More...
ଭକ୍ତି ଓ ନିଷ୍ଠାର ସହ ପୁଅ ଜୀଉନ୍ତିଆ ଓଷା ପାଳିତ
ବୌଦ୍ଧ,୧୧/୯ - ବୌଦ୍ଧ ସହର ସମେତ ଜିଲ୍ଲାର ପୁରପଲ୍ଲୀରେ ପୁଅ ଜୀଉନ୍ତିଆ ଓଷା ପାଳିତ ହୋଇଯାଇଛି । ପୁଅ ମାନଙ୍କର ମଙ୍ଗଳ କାମନା କରି ମା’ ମାନେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରେ ନିର୍ଜଳା ଉପବାସ କରି ଏ ବ୍ରତ ପାଳନ କରିଥାଆନ୍ତି । ୧୦୮ ଚାଉଳ, ଦୁବ ସହ ବିଭିନ୍ନ ପ୍ରକାର ଫଳ ଓ ଜୁଗାର ଭୋଗ!-->…
Read More...
Read More...
ବିଭିନ୍ନ ଶକ୍ତିପୀଠରେ ଷୋହଳ ପୂଜା ଆରମ୍ଭ
ବୌଦ୍ଧ,୧୧/୯ - ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରେ ଶାରଦୀୟ ଷୋହଳ ପୂଜା ଗତକାଲିର ମୂଳାଷ୍ଟମୀ ରାତିରୁ ଆରମ୍ଭ ହୋଇ ଯାଇଛି । ପୁରୁଣା କଟକ ଠାରେ ବିରାଜିତ ଶ୍ରୀ ଶ୍ରୀ ମା ଭୈରବୀ ଦେବୀଙ୍କ ପୀଠ ସମେତ ଜିଲ୍ଲାର କୋଣେ ଅନୁକୋଣେ ଥିବା ବିଭିନ୍ନ ଖମ୍ବେଶ୍ୱରୀ ଓ ମାହେଶ୍ୱରୀଙ୍କ ପୀଠରେ!-->…
Read More...
Read More...
ସଡକ ଦୁର୍ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ
ବୌଦ୍ଧ,୧୦/୯ - ଆଜି ସନ୍ଧ୍ୟାରେ ଚାରିଛକ - କୁଶଙ୍ଗ ରାସ୍ତାର ବାଇଶି ପଡା ନିକଟରେ ବାଇକ ଦୁର୍ଘଟଣା ଘଟି ମହାଲିକ ପଡା ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଦତ୍ତ ଭୋକ୍ତା (48)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମହାଲିକ ପଡା ପଂଚାୟତ କାର୍ଯ୍ୟାଳୟରୁ ନିଜ କାମ ସାରି ସେ!-->…
Read More...
Read More...
ବୌଦ୍ଧ : ନିର୍ମାଣ ହେବ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା
ବୌଦ୍ଧ,୧୦/୯- ମୋ ସରକାର ଯୋଜନାରେ ବୌଦ୍ଧ ସହର ପୁରୁଣା ଜେଲ୍ କୋଠା ପରିସରରେ ଗୋଟିଏ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ରୋଗୀଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ବିଶ୍ରାମ କକ୍ଷ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି l ଏଥିପାଇଁ ଗତ 4 ତାରିଖ ଦିନ ଅପରାନ୍ହ 5 ଘଣ୍ଟା ସମୟରେ!-->!-->!-->…
Read More...
Read More...