Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୦ କରୋନା ଯୋଦ୍ଧାଙ୍କ ସମେତ ଦାରିଙ୍ଗବାଡ଼ି ବ୍ଲକରୁ ୧୪ ପଜିଟିଭ୍ ଚିହ୍ନଟ
ଦାରିଙ୍ଗବାଡ଼ି ୬/୮ : ଦାରିଙ୍ଗବାଡ଼ି ବ୍ଲକରୁ ଆଜି ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି l ଚିହ୍ନଟ ୧୪ଜଣଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି। ସଂକ୍ରମିତ ଯୋଦ୍ଧା ମାନଙ୍କ ମଧ୍ୟରେ ବ୍ଲକର!-->…
Read More...
Read More...
ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମରେ ସଫେଇ ଓ ସାନିଟାଇଜ
ପାରଳାଖେମୁଣ୍ଡି,୬/୮- ଗଜପତି ଜିଲ୍ଲା ଗୋସାଣି ବ୍ଳକର କେରାଣ୍ଡି ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଓ ଗ୍ରାମକୁ ସାନିଟାଇଜ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଙ୍ଗନୱାଡିକର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ତତ୍ତ୍ୱାଧାନରେ!-->…
Read More...
Read More...
ନିଜସ୍ୱ ଉଦ୍ୟମରେ ସାହିକୁ ସାନିଟାଇଜ୍ କଲେ କ.ନୂଆଗାଁର ସଚେତନଶୀଳ ନାଗରିକ
କ.ନୂଆଗାଁ, ୬/୮- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ .ନୂଆଗାଁର ଚଣାପଦର ଗ୍ରାମରୁ କରୋନା ପଜିଟିଭ୍ ଚିହ୍ନଟ ପରେ ଚଣାପଦରକୁ ସଂପୂର୍ଣ ରୁପେ ସାନିଟାଇଜ କରାହୋଇନଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ପ୍ରଶାସନ ତରଫରୁ ଆଖିଦୃଶିଆ କେତୋଟି ଘରକୁ ସାନିଟାଇଜ କରି ଚୁପ ରହିଥିବା ବେଳେ ଆତଙ୍କିତ!-->…
Read More...
Read More...
ଆଜି ବଲାଙ୍ଗୀରରେ ୨୧ପଜିଟିଭ, ୪ଦିନିଆ ଲକ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ
ବଲାଙ୍ଗୀର,୬/୮- ବଲାଙ୍ଗୀର ଜିଲ୍ଲାରେ ଆଜି ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୫୫୧ପହଞ୍ଚିବା ବେଳେ ୩୬୨ ସୁସ୍ଥ ଓ ୧୮୯ ଜଣ ଚିକିତ୍ସିତ ହେଉଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ଶିଶୁ ୨ କରୋନା ଯୋଦ୍ଧାଙ୍କ ସମେତ ୧୦ମହିଳା ଓ ୧୧ପୁରୁଷ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଭିଏସସନଗରରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମହାମାରୀ କରୋନା ସମୟରେ ଜୀବନକୁ ବଳିଦାନ ଦେଇଥିବା କରୋନାଯୋଦ୍ଧା ମାନଙ୍କ ସମ୍ମାନାର୍ଥେ #ଜୟଜଗନ୍ନାଥଚାରିଟେବୁଲ_ଟ୍ରଷ୍ଟ ଭିଏସସନଗର ତରଫରୁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ କରୋନା ଯୋଦ୍ଧା ମାନଙ୍କୁ!-->…
Read More...
Read More...
ଗଜପତିରେ ପୁଣି ୫୯ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି,୬/୮- ଗଜପତିରେ ପୁଣି ୫୯ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୩ ଜଣ,ଗୁମ୍ମା ବ୍ଳକରୁ ୮ ଜଣ,ରାୟଗଡ଼ ବ୍ଳକରୁ ୩ ଜଣ,ପାରଳା ପୌର ପରିଷଦରୁ୩୬ ଜଣ, ମୋହନା ବ୍ଳକରୁ ୬ ଜଣ, କାଶୀ ନଗର ବ୍ଲକରୁ ୩ ଜଣ ଚିହ୍ନଟ ହୋଇଛନ୍ତି ପଜିଟିଭି!-->…
Read More...
Read More...
ଲୋକନାଥ ପ୍ରଧାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଧାରଣା ଦେଲା ବିଜେପି
ବୌଦ୍ଧ,୬/୮ - ବିଜେପିର ଯୁବ ନେତା ଲୋକନାଥ ପ୍ରଧାନଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଅନିର୍ଦ୍ଦିିଷ୍ଟ କାଳପାଇଁ ଧାରଣାରେ ବସିଛନ୍ତି ବୌଦ୍ଧ ଜିଲ୍ଲାର ବିଜେପି କର୍ମୀ । ଲୋକନାଥ ପ୍ରଧାନ ଜଣେ ଦକ୍ଷ ବିଜେପି କର୍ମୀ ଥିଲେ ତେଣୁ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ବେଳେ!-->…
Read More...
Read More...
କରୋନା ଯୋଦ୍ଧା ମାନଙ୍କ ସମ୍ମାନରେ ନିରବ ପ୍ରାର୍ଥନା ଓ ଶପଥ ପାଠ
ବୌଦ୍ଧ,୬/୮ - କରୋନା ଭଳି ମହାମାରୀ ସମୟରେ ଯେଉଁ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ଅହରହ ସେବା ଯୋଗାଇ ଆସୁଛନ୍ତି ସେମାନଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଗତକାଲି ସନ୍ଧ୍ୟାରେ ବୌଦ୍ଧ ଏନଏସି କାର୍ଯ୍ୟାଳୟର ପରିସରରେ ନିରବ ପ୍ରାର୍ଥନା କରାଯାଇଥିଲା । ବୌଦ୍ଧ ଏନଏସିର!-->…
Read More...
Read More...
ନୂଆପଡା ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ସରପଞ୍ଚ
ବୌଦ୍ଧ,୬/୮ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତର ନୂଆପଡା ଗ୍ରାମରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ କ୍ଷମତାର ଉପଯୋଗ କରି ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ତିନି ଦିନ ପାଇଁ ନୂଆପଡା ଗ୍ରାମ ଓ ତତସଂଲଗ୍ନ ୨୦୦ ମିଟର ଦୂରତ୍ୱ ଅଞ୍ଚଳକୁ!-->…
Read More...
Read More...
ନାରାୟଣ ନଗର ଗ୍ରାମର ସିଲ୍ ହେଲା ସମସ୍ତ ପ୍ରବେଶପଥ
ବୌଦ୍ଧ,୬/୮ - ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମର ସମସ୍ତ ପ୍ରବେଶପଥକୁ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ନିର୍ଦ୍ଦେଶରେ ସିଲ କରାଯାଇଥିବା ଜଣାପଡିଛି । ଆଜି ନାରାୟଣ ନଗର ଗ୍ରାମରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ!-->…
Read More...
Read More...