Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକକୁ ପଛରୁ ଧକ୍କା ଦେଲା ବାଇକ, ବାପ ଝିଅ ଗୁରୁତର
ବୌଦ୍ଧ - ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଜାଲପାଲି ଛକ ନିକଟରେ ଗୋଟିଏ ବାଇକକୁ ଅନ୍ୟ ଏକ ବାଇକ ପଛ ପାଖରୁ ଧକ୍କା ଦେବାରୁ ଦୁର୍ଘଟଣା ଘଟି ବାପ ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଶିମିଳିପଦର ଗ୍ରାମର ସୁଶାନ୍ତ!-->…
Read More...
Read More...
ଭାରସାମ୍ୟ ହରାଇ ବୋଲେରୋ ପିକଅପ୍ ଦୁର୍ଘଟଣାଗ୍ରସ୍ତ
ବୌଦ୍ଧ - ଆଜି ଅପରାନ୍ହ ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଚାରିଛକ ଓ ପୁରୁଣା କଟକ ମଝିରେ ଦିଗସିରା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛରେ ବାଡେଇ ହୋଇ ଗୋଟିଏ ବୋଲେରୋ ପିକଅପ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ପାଇପ ବୋଝେଇ ଗୋଟିଏ!-->…
Read More...
Read More...
ତହସିଲଦାରଙ୍କ ଦ୍ବାରା ୩୦୦ ବସ୍ତା ସାର ସହ ଟ୍ରକ୍ ଅଟକ
ବୌଦ୍ଧ - ଆଜି ଅପରାନ୍ହରେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ପ୍ରାୟ 300 ବସ୍ତା ସାର ସହ ଗୋଟିଏ ଟ୍ରକକୁ ଅଟକ ରଖି ମନମୁଣ୍ଡା ଥାନାକୁ ଜିମାରେ ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଦରପଡା ଗ୍ରାମରେ ସାର ବ୍ୟବସାୟୀ!-->…
Read More...
Read More...
ସମ୍ବଲପୁର ଓ ଝାରସୁଗୁଡା ଦ୍ବୈତଜିଲ୍ଲା ପାଇଁ ଗଠିତ ହେଲା ଫେକ୍ଟ ଫାଇଣ୍ଡିଙ୍ଗ ଟିମ
ସମ୍ବଲପୁର,୬/୯- ବିଗତ ତିନି ଦଶନ୍ଧି ଧରି ସମ୍ବଲପୁର ଓ ଝାରସୁଗୁଡା ଦ୍ବୈତଜିଲ୍ଲାରେ ଗଢି ଉଠିଛି ଅନେକ ବୃହତ ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ । କିନ୍ତୁ ପରିତାପର ବିଷୟ ଯେ ଜିଲ୍ଲାବାସୀଙ୍କୁ ଏହାର କୌଣସି ସୁଫଳ ପରିବର୍ତ୍ତେ କୁଫଳ ଭୋଗିବାକୁ ପଡୁଛି । ଅନେକ ଆଶାନେଇ ଜଳ, ଜଙ୍ଗଲ ଓ ଜମି!-->…
Read More...
Read More...
ସମ୍ବଲପୁରରେ ଆଜି ପୁଣି ନୂଆ ୮୩ ପଜିଟିଭ ଚିହ୍ନଟ: କରୋନା ଯୋଗୁଁ ମୃତ୍ୟୁ ସ°ଖ୍ଯାକୁ ନେଇ ଦ୍ବନ୍ଦ ଓ ଉଦବେଗ
ସମ୍ବଲପୁର,୬/୯- ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ନୂଆ ୮୩ ଜଣ ପଜିଟିଭ ଚିହ୍ନଟ ହେଲା ପରେ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୨୯୮ ରେ ପହଞ୍ଚିଲା । ସମଗ୍ର ରାଜ୍ୟରେ କରୋନା ତାହାର କାୟା ଦୃତ ଗତିରେ ବିସ୍ତାର କରୁଥିବା ସମୟରେ ସମ୍ବଲପୁର ରେ ଯଥାସମ୍ଭବ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜନସାଧାରଣଙ୍କ!-->…
Read More...
Read More...
ସାମ୍ବାଦିକଙ୍କ ପିତୃ ବିୟୋଗ
ଦାରିଙ୍ଗବାଡ଼ି,୬/୯: ଦାରିଙ୍ଗବାଡ଼ି ବ୍ଲକର ଏକ ଦୈନିକ ଖବର କାଗଜର ସାମ୍ବାଦିକ ଅରୁଣ କୁମାର ସାହୁ ଙ୍କ ପିତା ପ୍ରଫୁଲ କୁମାର ସାହୁ(୮୨)ଙ୍କର ରବିବାର ଦିନ ସକାଳ ସମୟରେ ତାଙ୍କ ବାସଭବନ ସିମନବାଡ଼ି ଠାରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଦାରିଙ୍ଗବାଡ଼ି ଅଂଚଳର ବହୁ ଲୋକ ଶୋକ ପ୍ରକାଶ କରିଛନ୍ତି ।!-->…
Read More...
Read More...
ଗଜପତିରେ ପୁଣି ୨୦ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୦ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଲକରୁ ୪ ଜଣ, କାଶୀନଗର ବ୍ଳକରୁ ୨ ଜଣ, ପାରଳା ପୌର ପରିଷଦରୁ ୩ ଜଣ,ମୋହନା ବ୍ଲକରୁ ୬ ଜଣ,ରାୟଗଡ ବ୍ଲକରୁ ୩ ଜଣ, ଆର ଉଦୟଗିରି ବ୍ଳକ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ!-->…
Read More...
Read More...
ସଡକ ଦୁର୍ଘଟଣାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ୍
କ.ନୂଆଗାଁ-କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ରାମେଶ୍ୱର ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଆର୍.କେ.ଡି ଠିକା ସଂସ୍ଥାର OR02BA3165ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ କ.ନୂଆଗାଁ ପୁରୁଣା ସାହିର ଦିଲ୍ଲୀପ!-->…
Read More...
Read More...
ପକ୍କା ରାସ୍ତା ପାଇଁ ଗ୍ରାମବାସୀଙ୍କ ଦାବି
କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଅନ୍ତର୍ଗତ ଲର୍କି କାଲକାଗୁଡ଼ି ହେଇ ସିମ୍ଳା ଗାଁ କୁ ସଂଯୋଗ କରୁଥିବା ରାସ୍ତାକୁ ପକ୍କା କରିବା ପାଇଁ ଗ୍ରାମଙ୍କ ଅଭିଯୋଗ ରହିଛି, ୧୮୦ ଫୁଟ ରାସ୍ତାକୁ ପଂଚାୟତ ସମିତି ଦ୍ୱାରା କଂକ୍ରିଟ୍ କରାଯାଇଥିଲା, କିନ୍ତୁ ଅବଶେଷ ପାଖାପାଖି ୨୦୦ ମିଟରକୁ!-->…
Read More...
Read More...
ଅଧାପନ୍ତରିଆ ରହିଛି ସହର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା
ବୌଦ୍ଧ : ବୌଦ୍ଧ ସହରର ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ । ମହାନଦୀ ବ୍ରିଜ ଛକ ଓ ବୁଟୁପାଲି ଠାରେ ଦୁଇଟି ଉତ୍ତଳ ପାଣି ଟାଙ୍କି ମଧ୍ୟ ନିର୍ମାଣ ହୋଇଛି । ଠିକାଦାର ଜରିଆରେ ପ୍ରତି ଗରୀବ ପରିବାରକୁ ସଂଯୋଗ ଦେବା କାମ ଚଳିତ ବର୍ଷର ପ୍ରାରମ୍ଭରେ ଆରମ୍ଭ!-->…
Read More...
Read More...