Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହରଭଙ୍ଗା ବ୍ଲକ : କମୁନି ସାରର କଳାବଜାରୀ, ଚଢାଦରରେ ବିକ୍ରୀ ଅଭିଯୋଗ
ହରଭଙ୍ଗା: ହରଭଙ୍ଗା ବ୍ଲକ ଅଂଚଳରେ ଦିନକୁ ଦିନ ବଢିଚାଲିଛି ସାର କଳାବଜାର । କେତେକ ବ୍ୟବସାୟୀ ସରକାରୀ ନିୟମ ଉଲ୍ଲଂଘନ କରି ଚଢା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହେଉଛି । ଚାଷୀଙ୍କ ଚାହିଦା ମୁତାବକ ହରଭଙ୍ଗା ବ୍ଲକରେ ଯେତିକି ପରିମାଣର ୟୁରିଆ ସାର ଆବଶ୍ୟକ ତାହା ଯୋଗାଇବାରେ ବିଭାଗୀୟ!-->…
Read More...
Read More...
ପୁଣି ନୂଆ ୭୭ ଜଣ ପଜିଟିଭ ଚିହ୍ନଟ ସମ୍ବଲପୁର କୋଭିଡ ହସ୍ପିଟାଲକୁ ଜୀବନରକ୍ଷକ ଉପକରଣ ପ୍ରଦାନ
ସମ୍ବଲପୁର: ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୭୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହା ସହିତ ସମ୍ବଲପୁର ଜିଲ୍ଲା ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୭୫ ରେ ପହଞ୍ଚିଲା । ଏପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ ୨୬୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫ ଜଣ ମୃତ୍ୟୁ ବରଣ କଲାପରେ ବାକି ୭୫୦!-->…
Read More...
Read More...
ସୁବର୍ଣ୍ଣପୁର :ବନ୍ୟାଞ୍ଚଳପରିଦର୍ଶନ କଲେ ନରସିଂହ ମିଶ୍ର
ସୋନପୁର,୭/୯ : ଗତକାଲି ବଲାଙ୍ଗୀର ବିଧାୟକ ତଥା ପୂର୍ବତନ ବରୋଧିଦଳନେତା ନରସିଂହ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାର ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ ପରିଦର୍ଶନ କରି ବନ୍ୟାରେ ବହୁ ପରିବାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ତଥା ଅନେକ ଚାଷଜମିରେ ପାଣି ଜମି ରହିବା!-->…
Read More...
Read More...
ଆଜି ବୌଦ୍ଧରେ ୨୨ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୭/୯ - ଆଜି ବୌଦ୍ଧଜିଲ୍ଲାରେ ପୁଣି ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ପଜିଟିଭ ମାନଙ୍କ ମଧ୍ୟରେ ବୌଦ୍ଧ!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରଲର୍
ବୌଦ୍ଧ,୭/୯ - ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ମାର୍ଦ୍ଦିିଙ୍ଗ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କୋଇଲା ବୋଝେଇ ଟ୍ରକ ରାସ୍ତା ଉପରେ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପାରାଦ୍ୱୀପ ଠାରୁ ଝାରସୁଗୁଡାକୁ!-->…
Read More...
Read More...
ଗଜପତିରେ ଆଜି ପୁଣି ୧୪ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୭/୯- ଗଜପତିରେ ଆଜି ପୁଣି ୧୪ଜଣ କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୬ ଜଣ, ନୂଆଗଡ଼ ବ୍ଳକରୁ ଜଣେ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ଜଣେ, ଆର ଉଦୟ ଗିରି ବ୍ଳକରୁ ୩ଜଣ, ଗଜପତିରୁ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ!-->…
Read More...
Read More...
ଡେପୁଟି କଲେକ୍ଟରଙ୍କ କାର୍ ଧକ୍କାରେ ଯୁବକ ଗୁରୁତର
ବୌଦ୍ଧ,୭/୯ - ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ନିକଟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ରଙ୍କ କାର୍ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଡେପୁଟି କଲେକ୍ଟର ଶ୍ରୀ!-->…
Read More...
Read More...
ରାଜ୍ୟରେ ପୁଣି ୩୮୬୧ ପଜିଟିଭ ଚିହ୍ନଟ, କରୋନା ନେଲା ଆଉ ୧୦ ମୁଣ୍ଡ
ଭୁବନେଶ୍ୱର: ରାଜ୍ୟରେ ଦିନକୁ କରୋନା ଗ୍ରାଫ୍ ତଳ ମୁହାଁ ହେବା ପରିବର୍ତ୍ତେୀ ଉପର ମୁହାଁ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୮୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୮୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ!-->…
Read More...
Read More...
ଗ୍ରାମବାସୀଙ୍କ ଦ୍ୱାରା ମରାମତି ହେଲା ରାସ୍ତା
ବୌଦ୍ଧ /ବାଉଁଶୁଣୀ,୭/୯- ବୌଦ୍ଧ ବ୍ଲକ୍ ମନୁପାଲି ଗ୍ରାମ ପଂଚାୟତର ଜମଟାଙ୍ଗୀ ଠାରୁ ମନୁପାଲି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ବହୁଦିନରୁ ଖାଲଖମାରେ ପରିଣତ ହୋଇରହିଥିଲା । ଟିକିଏ ବର୍ଷା ହେଲେ ଏ ରାସ୍ତାରେ ଗମନାଗମନ କଷ୍ଟକର ହୋଇ ପଡୁଥିଲା । ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିବା!-->…
Read More...
Read More...
ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଲା ଟାଟା ଏସିଇ
ବୌଦ୍ଧ / ଜନ୍ହାପଙ୍କ - ଆଜି ସକାଳ ପ୍ରାୟ 5 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ତେଲିବନ୍ଧ ନିକଟସ୍ଥ ପଲସାବୁରୀ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଟାଟା Ace ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କଟକରୁ ବରଗଡ ଜିଲ୍ଲାର ବିଜେପୁର!-->!-->!-->…
Read More...
Read More...