Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର: ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ହଜାରମୁହାଁ, ଆଖି ବୁଜିଲେ ୪
ସୋନପୁର,୬/୯- ଦିନକୁଦିନ ସୁବର୍ଣ୍ଣପୁର ଜିଲ୍ଲାରେ ପଜିଟିଭ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଗତକାଲିର ସଂକ୍ରମିତ ୮୬ଜଣକୁ ମିଶାଇ ସଂଖ୍ୟା ବଢ଼ି ୯୯୫ରେ ପହଞ୍ଚି ଥିବା ବେଳେ ଶୁକ୍ରବାରରେ ଆଖି ବୁଜିଥିବା ଜଣେ ରୋଗୀକୁ ମିଶାଇ ଅଦ୍ୟାବଧି ମୋଟ ୪ଜଣଙ୍କ ଜୀବନ ନେଲାଣି କରୋନା । ତେବେ!-->…
Read More...
Read More...
ବୌଦ୍ଧ : ଜିଲ୍ଲାରେ ୮୦୦ ଡେଇଁଲା କରୋନା, ଆଜି ନୂତନ ୨୯ ପଜିଟିଭ ଚିହ୍ନଟ
ବୌଦ୍ଧ,୬/୯ - ଆଜି ବୌଦ୍ଧ ଜିଲ୍ଲାରେ ନୂତନ ଭାବେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୫ ଜଣ, ହରଭଙ୍ଗା ବ୍ଲକ୍ ମଥୁରା ଗ୍ରାମ ପଂଚାୟତର!-->…
Read More...
Read More...
ଶତାୟୁଙ୍କ ପରଲୋକ
ବୌଦ୍ଧ, - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଦପଲା ଅଂଚଳର ସୁନାମଧନ୍ୟ ବୈଦ୍ୟ ରାମକୁମାର୍ ପ୍ରଧାନ ରବିବାର ଭୋର ୪ ଘଣ୍ଟା ସମୟରେ ୧୦୩ ବର୍ଷ ବୟସରେ ଦପଲାସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି । ସ୍ୱର୍ଗତ ରାମ କୁମାର୍ ପ୍ରଧାନ ସୋନପୁର ଗଡଜାତର ସେଲେଡି ଗ୍ରାମରେ ୧୯୧୭ ମସିହାରେ ଜନ୍ମ!-->…
Read More...
Read More...
ବୌଦ୍ଧର ଶିକ୍ଷକ ବସନ୍ତ ସାହୁ ପାଇଲେ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର
ବୈାଦ୍ଧ,୬/୯-ବୈାଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଠାରେ ଥିବା ସରକାରୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ!-->…
Read More...
Read More...
ରାଜ୍ୟରେ ପୁଣି ୩୮୧୦ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୮୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪୦୩୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ତାରାପ୍ରସାଦ ବାହିନୀପତିଙ୍କ ଦିନିକିଆ ଗଜପତି ଗସ୍ତ
ପାରଳାଖେମୁଣ୍ଡି,୬/୯-ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଗଜପତି ଜିଲ୍ଲାର କାଶୀ ନଗର ବ୍ଳକର ବୃହତ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ପରେ ପାରଳାଖେମୁଣି ଠାରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ!-->…
Read More...
Read More...
ଲଗାଣ ବର୍ଷାରେ ବ୍ୟାପକ ମୁଗ ଫସଲ ନଷ୍ଟ
ବୌଦ୍ଧ,୬/୯ - ଗତ ଅଗଷ୍ଟ ମାସ ୨୫ ତାରିଖରୁ ଆରମ୍ଭ ହୋଇ ତିନିଦିନ ଧରି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଫସଲର କ୍ଷୟକ୍ଷତି ହୋଇଛି । ଖରିଫ ଧାନ ଚାଷ ବ୍ୟତୀତ ଢିପ ଓ ଆଟ ଜମି ମାନଙ୍କରେ ହୋଇଥିବା ବର୍ଷା ଦିନିଆ ମୁଗ ଫସଲର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା!-->…
Read More...
Read More...
ମୁଣ୍ଡାପଡାରେ ଛତୁ ଚାଷ ତାଲିମ ଶିବିର
ବୌଦ୍ଧ,୬/୯ - ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ପଞ୍ଚାୟତର ପରିସରରେ ଥିବା ଅସ୍ଥାୟୀ କରୋନା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏସ.ବି.ଆଇ. ଆରସେଟି ଦ୍ୱାରା ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ୨୮ ଜଣ ମହିଳା ସଦସ୍ୟା ମାନଙ୍କ ୧୦ ଦିନିଆ ଛତୁ ଚାଷ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ସମୟରେ!-->…
Read More...
Read More...
ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା
ବୌଦ୍ଧ /ଜନ୍ହାପଙ୍କ,୬/୯- ବୋୖଦ୍ଧ ବ୍ଲକ୍ ପଦ୍ମନପୁର ଗ୍ରାମର ବାସିନ୍ଦା ତଥା ବରଗଡ ଜିଲ୍ଲାରେ କର୍ତବ୍ୟରତ ପୋଲିସ ଏ.ଏସ.ଆଇ. ମନୋଜ କୁମାର ହୋତା କରୋନାରେ ପ୍ରାଣ ହରାଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ଅଗଷ୍ଟ 19 ତାରିଖରେ ମନୋଜ ଶାରିରୀକ ଅସୁସ୍ଥତା ଅନୁଭବ କରିବାରୁ!-->!-->!-->…
Read More...
Read More...
ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର କୋଭିଡ ଡାକ୍ତରଖାନା ପରିଦର୍ଶନ
ଭାଜପା ପକ୍ଷରୁ ଅବ୍ୟବସ୍ଥା ଓ ଚିକିତ୍ସା ଅବହେଳା ଅଭିଯୋଗ ରଖାଗଲାସମ୍ବଲପୁର,୫/୯- ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସମ୍ବଲପୁର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ । ତାଙ୍କ ସହିତ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ!-->…
Read More...
Read More...