Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୃଷିମନ୍ତ୍ରୀ ହ୍ୱାଟ୍ସଅପ୍ ଗ୍ରୁପରେ ୯ଲକ୍ଷ ଚାଷୀ
ଭୁବନେଶ୍ୱର: କୃଷିମନ୍ତ୍ରୀ ଡ.ଅରୁଣ ସାହୁ ରାଜ୍ୟର କ୍ୃଷକମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଚାଷୀଭାଇଙ୍କୁ ଲାଭ ପହଞ୍ଚାଇବା ପାଇଁ ଉଦ୍ୟମ କରିଛନ୍ତି । ସାମାଜିକ ଗଣମାଧ୍ୟମ ଜରିଆରେ ତଥା ହ୍ୱାଟ୍ସଅପ୍ ଗ୍ରୁପରେ ରାଜ୍ୟର ପ୍ରାୟ ୯ଲକ୍ଷ ୨୦ହଜାର ଚାଷୀଙ୍କୁ ଯୋଡି ଚାଷ କାର୍ଯ୍ୟର!-->…
Read More...
Read More...
ସହୀଦ କୋଭିଡ ଯୋଦ୍ଧାଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳାକୁ କରାଯିବନି ବରଦାସ୍ତ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସହୀଦ କୋଭିଡ ଯୋଦ୍ଧାଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସିଂରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହୀଦ କୋଭିଡ ଯୋଦ୍ଧାମାନଙ୍କ!-->…
Read More...
Read More...
ଗଜପତିରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୧୮ ଜଣ, ଗୁମ୍ମା ବ୍ଳକରୁ ୬ଜଣ, ରାୟଗଡ଼ ବ୍ଳକରୁ ୧୫ଜଣ, ପାରଳା ପୌର ପରିଷଦରୁ୨୮ ଜଣ, ମୋହନା ବ୍ଳକରୁ ଜଣେ, ନୂଆଗଡ଼ ବ୍ଲକରୁ ଜଣେ ଆର!-->…
Read More...
Read More...
ଶଗଡାରେ ସୁନ୍ଦରାକାଣ୍ଡ ପାରାୟଣ
ବୌଦ୍ଧ: ବୌଦ୍ଧ ବ୍ଲକ୍ ଶଗଡା ଗ୍ରାମରେ ଥିବା ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିରରେ ଆଜି ସାମୂହିକ ଦୀପ ପ୍ରଜ୍ୱଳନ ଓ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଛି । ସକାଳେ ପୂଜକ ରଘୁନାଥ ଦାଶ ଶ୍ରୀ ରଘୁନାଥ ଜୀଉଙ୍କୁ ପାରମ୍ପରିକ ପୂଜାଅର୍ଚ୍ଚନା କରିବା ପରେ ଭକ୍ତମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ!-->…
Read More...
Read More...
ବର୍ଷାରେ ଭାଙ୍ଗିଲା ଘର, ସହାୟତା ଦାବି
ବୌଦ୍ଧ :ପ୍ରବଳ ବର୍ଷା ଯୋଗୁଁ ଗତ ରାତିରେ ବୌଦ୍ଧ ଏନଏସି ଅନ୍ତର୍ଗତ ବାପୁଜୀ ନଗର ୱାର୍ଡ ନମ୍ବର୍ ୧୦ ର ମାଘି ନାଏକଙ୍କ ଘର କାନ୍ଥ ଭୁଶୁଡି ପଡିବାରୁ ଘର ମଧ୍ୟରେ ଥିବା ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶ କାରିଗର ମାଘି ନାଏକଙ୍କ ମାଟି!-->…
Read More...
Read More...
କ.ନୂଆଗାଁରେ କରୋନା ପଜିଟିଭ୍ ଚିହ୍ନଟ : ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ପଞ୍ଚାୟତର ୦୮ନଂ ୱାର୍ଡ(ଚଣାପଦର)ରୁ ଜଣେ ଯୁବତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଚିହ୍ନଟ ଯୁବତୀ ଜଣକ ବୌଦ୍ଧ ଲିଙ୍କ ଥିବାବେଳେ କ.ନୂଆଗାଁ ବଜାରରେ ଏକ ରାକ୍ଷୀ ଦୋକାନରେ ବ୍ୟବସାୟୀଙ୍କୁ ସହଯୋଗ!-->…
Read More...
Read More...
ପଲସାଗୋରାରେ ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ପୂଜାର୍ଚ୍ଚନା
ବୌଦ୍ଧ : ବହୁ ଦିନର ପ୍ରତୀକ୍ଷା ଓ ବାଦବିବାଦର ଅବସାନ ପରେ ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣର ଭୂମି ପୂଜନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏ ଅବସରରେ ଆଜି ପଲସାଗୋରା ଠାରେ ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ମିଶି ଶ୍ରୀ ରଘୁନାଥଙ୍କ!-->…
Read More...
Read More...
ଶ୍ରୀ ରାମଲୀଳା ସାଂସ୍କୃତିକ ପରିଷଦ ପକ୍ଷରୁ ଅଖଣ୍ଡ ଦୀପ ପ୍ରଜ୍ୱଳନ
ବୌଦ୍ଧ : ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ବଉଦିଆପଡା ଶ୍ରୀରାମଲୀଳା ସାଂସ୍କୃତିକ ଉନ୍ନୟନ ପରଷଦ ତରଫରୁ ଅଯୋଧ୍ୟାରେ ଶ୍ରୀରାମ ପ୍ରଭୁଙ୍କ ମନ୍ଦିର ନିର୍ମାଣର ଭୂମିପୂଜନ ଉପଲକ୍ଷେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବା ସହ କରୋନା ମହାମାରୀରୁ ଭାରତବର୍ଷକୁ ରକ୍ଷାକରିବା ପାଇଁ ସଦସ୍ୟମାନେ!-->…
Read More...
Read More...
ଲୁଟପାଟ୍ ଘଟଣାରେ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ
ପାଟଣାଗଡ: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁରା ଛକଠାରେ ହୋଇଥିବା ଲୁଟପାଟ ଘଟଣାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ବେଲପଡା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାବାଞ୍ଜି ଥାନା ହୀଆଲ ଗାଁର କ୍ଷୀରମନ ବାଗ(୨୦) ଏବଂ ଦିବାକର ସିପକା(୨୩) ମିଳିଥିବା ସୂଚନା!-->…
Read More...
Read More...
ପୁଣି ରାଜ୍ୟରେ ୧୩୩୭ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ପୁଣି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୧୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ!-->…
Read More...
Read More...