Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କମଳପୁର ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ,୧/୮ - ଆଜି ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମ ପଂଚାୟତର କମଳପୁର୍ ଗ୍ରାମରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ଗ୍ରାମ ଓ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ତେଲିବନ୍ଧ ସରପଞ୍ଚ ନଳିନୀ ପ୍ରଧାନ । ଆଜି ତା ୧. ୮. ୨୦୨୦ ସକାଳ ୬ ଘଣ୍ଟା ଠାରୁ ଠାରୁ ତା ୩. ୮.!-->…
Read More...
Read More...
ଶ୍ରମିକ ନିୟୋଜନରେ ବନ ବିଭାଗର ପାତରଅନ୍ତର ଅଭିଯୋଗ
ବୌଦ୍ଧ,୧/୮ - ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ସାଂପୋଚ ଗ୍ରାମପଞ୍ଚାୟତର ଶ୍ୟାମସୁନ୍ଦରପୁର୍ ଗ୍ରାମ ଗନ୍ଧରପାଲ ଠାରେ ବନବିଭାଗ ତରଫରୁ ବନୀକରଣ କାର୍ଯ୍ୟ ଚାଲୁଅଛି । କରୋନା ପାଇଁ କାମ ଧନ୍ଦା ହରାଇ ଶ୍ରମଜୀବିମାନେ ଭୋକ ଉପାସରେ କାଳାତିପାତ କରୁଥିବା ବେଳେ ବନୀକରଣ କାର୍ଯ୍ୟରେ ଶ୍ୟାମସୁନ୍ଦରପୁର!-->…
Read More...
Read More...
୪ ପଜିଟିଭ ଚିହ୍ନଟ ପରେ ଜହ୍ନାପଙ୍କ ହେଲା କଣ୍ଟେନମେଣ୍ଟ ଜୋନ
ବୌଦ୍ଧ : ଆଜି ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଜହ୍ନାପଙ୍କ ଗ୍ରାମରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ । ଆଜି ତା ୧. ୮. ୨୦୨୦ ସକାଳ ୬ ଘଣ୍ଟା ଠାରୁ ଠାରୁ ତା ୪. ୮. ୨୦୨୦!-->…
Read More...
Read More...
ବଲାସିଙ୍ଗା କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ:ଆଜି ବଲାସିଙ୍ଗା ଗ୍ରାମରୁ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମର ଉଭୟ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ବଢିଗାଁ ଗ୍ରାମପଂଚାୟତର ସରପଞ୍ଚ ଅଞ୍ଜଳି ସେଠୀ । ଆଜି ତା ୧. ୮. ୨୦୨୦ ଠାରୁ ତା ୪. ୮. ୨୦୨୦ ପର୍ଯ୍ୟନ୍ତ ବଲାସିଙ୍ଗା ଗ୍ରାମବାସୀ ଘରୁ!-->…
Read More...
Read More...
ରେକର୍ଡ ଭାଙ୍ଗିଲା କରୋନା : ଦିନକରେ ୫୭ହଜାର କରୋନା ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ତା'ର ଆତଙ୍କ ଜାରି ରଖିଛି । ଏହି ମହାମାରୀ ଦିନକୁ ଦିନ ନିଜର ରେକର୍ଡ ଭାଙ୍ଗିବାରେ ଲାଗିଛି । ଭାରତରେ ଗୋଟିଏ ଦିନରେ ରେକର୍ଡ ୫୭,୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୧୬,୯୫,୯୮୮କୁ ବୃଦ୍ଧି ପାଇଛି । ଏହା ସହିତ ଗତ ୨୪!-->…
Read More...
Read More...
ଆତ୍ମହତ୍ୟା କରିଥିବା ନାବାଳିକା ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ: ଅଭିଯୁକ୍ତ ସୁବାଷ ମୁଦୁଲି ଗିରଫ ଓ କୋର୍ଟ…
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲାକ ଅନ୍ତର୍ଗତ ଦୀନବନ୍ଧୁପୁରର ଚତକା ସାହିରେ ଏକ ଅଭାବନୀୟ ଘଟଣାକ୍ରମେ ଜନୈକା ନାବାଳିକାକୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ବାରମ୍ବାର ଅସଦାଚରଣ କରୁଥିଲେ । ପରିବାର ପକ୍ଷରୁ ପୋଲିସ୍ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ!-->…
Read More...
Read More...
ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ
ଖପ୍ରାଖୋଲ,୧/୮- ଖପ୍ରାଖୋଲ ବ୍ଳକ ଅଞ୍ଚଳ ରେ ଚଳିତ ବର୍ଷ ଜୁଲାଇ ମାସରେ ସରିବାକୁ ବସିଲାଣି ହେଲେ ବର୍ଷାର ଦେଖା ମିଳୁନାହିଁ । ବର୍ଷା ଅଭାବ ଯୋଗୁଁ ଚାଷ ଜମିଗୁଡିକ ମାଟି ଫାଟି ଆଁ କଲାଣି । ଫଳରେ ଏ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡିଗଲେଣି। ଦିନବେଳେ ମୁଣ୍ଡ ଫଟା ଖରା ହେଉଛି। ଏହି ବ୍ଲକ!-->!-->!-->…
Read More...
Read More...
ହେଲ୍ପ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଳକର ବୁଦୁରା ଗ୍ରାମ ପଞ୍ଚାୟତର ଗୌରୀ ଗ୍ରାମରେ କୋଭିଡ-୧୯ ଉପରେ ଗ୍ରାମବାସୀଙ୍କୁ ସଚେତନତା କରାଇଛନ୍ତି । ହେଲପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଲିଙ୍ଗରାଜ ପାଣିଗ୍ରାହୀ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗ୍ରାମବାସୀଙ୍କୁ ଏକ ଡେମୋ!-->…
Read More...
Read More...
ସମ୍ବଲପୁରରେ ପୁଣି ୩୯ ପଜିଟିଭ ଚିହ୍ନଟ: ଦିନକୁ ଦିନ ସ୍ଥିତି ବିଗୁଡିଛି
ସମ୍ବଲପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଆଜି ସମ୍ବଲପୁରରେ ୩୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୪୪୭ରେ ପହଞ୍ଚି ଗଲାଣି, ଯାହାକି ସମଗ୍ର ଜିଲ୍ଲା ପାଇଁ ବିପଦର ସଙ୍କେତ । ପ୍ରାରମ୍ଭିକ ଦିନ!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର : ଥାନାରେ ଏତଲା ଓ କାର୍ଯ୍ୟାନୁଷ୍ଠାନ ଦାବି
ସମ୍ବଲପୁର: ବର୍ତ୍ତମାନ କରୋନା ସଂକ୍ରମଣ ବିରୁଦ୍ଧରେ ଆଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱଚ୍ଛ ସାରଥୀମାନେ ସକ୍ରିୟ ଭୂମିକା ଗ୍ରହଣ ଘର ଘର ବୁଲି ସର୍ବେକ୍ଷଣ କରୁଛନ୍ତି । ସେମାନେ ସ୍ଥାନୀୟ ସାକ୍ଷୀପଡାରେ ଏପରି ଗୁରୁଦାୟିତ୍ୱ ତୁଳାଉଥିବା ସମୟରେ ଜଣଙ୍କ ଘରେ ସେମାନଙ୍କ ପ୍ରତି ଦୁର୍ବ୍ୟବହାର!-->…
Read More...
Read More...