Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁର୍ଘଟଣାରେ ଯୁବକ ମୃତ
ବୌଦ୍ଧ,୩୧/୮ - ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ନମ୍ବର୍ 57 ର ଆଡେନିଗଡ ନିକଟରେ ଗୋଟିଏ ସଡକ ଦୁର୍ଘଟଣା ଘଟି ଦଶପଲା ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ଘ 7. 30 ମିନିଟ ସମୟରେ ଚାରିଛକରୁ ଦଶପଲା ଅଭିମୁଖେ ଗୋଟିଏ ବାଇକ!-->…
Read More...
Read More...
ସ୍ୱର୍ଗତ ଉମାଶଙ୍କର ଯୋଶୀଙ୍କୁ ଶ୍ରଦ୍ଧାଞ୍ଜଳି
ଜହ୍ନାପଙ୍କ,୩୦/୮- ଐତିହାସିକ ଚାରିଶମ୍ଭୁ ମନ୍ଦିରର ସ୍ୱାଗତ ତୋରଣ ଜହ୍ନାପଙ୍କଠାରେ ଅବସ୍ଥିତ । ସ୍ୱର୍ଗତ ଉମା ଶଙ୍କର ଯୋଶୀଙ୍କ ଉଦ୍ୟମରେ ୨୦୦୬ରେ ନିର୍ମାଣ କରାଯାଇଥିଲା । ଶ୍ରୀ ଯୋଶୀ ଅଞ୍ଚଳର ଜଣେ ସମାଜସେବୀ, ମେଳାପୀ ଓ ସୁଖ ଦୁଃଖର ସାଥି ଥିଲେ । ତାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆଜି!-->…
Read More...
Read More...
ହରଭଙ୍ଗା : ବନ୍ୟା ଥମୁନି, ଦୁର୍ଦ୍ଦଶାରେ ଚାଷୀ
ହରଭଙ୍ଗା : ହରଭଙ୍ଗା ଅଂଚଳରେ ୫ ଦିନ ଧରି ବନ୍ୟାଜଳରେ ୧୦ଟି ଗାଁ ଜଳବନ୍ଦୀରେ ଥିବାବେଳେ ୯ଟି ପଞ୍ଚାୟତର ୫୧ଟି ଗାଁର ଏକର ଏକର ଚାଷଜମି ବନ୍ୟା ପାଣିରେ ବୁଡି ରହିଛି । ଆଜି ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା, ହରଭଙ୍ଗା ତହସିଲଦାର ହରିଓଁ ଭୋଇ ହରଭଙ୍ଗା ଅଂଚଳ ଆସି ବିଭିନ୍ନ ବନ୍ୟାଂଚଳ!-->…
Read More...
Read More...
ସାରବଣ୍ଟନରେ ଅନିୟମିତତା, ୫ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ ଓ ୬ ଡୀଲରଙ୍କ ଲାଇସେନ୍ସ ରଦ୍ଦ
ବୌଦ୍ଧ,୩୦/୮ - ଜିଲ୍ଲାରେ ସାର ବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୫ ଗୋଟି ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ଜଣେ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି । ସେହିପରି ୬ ଜଣ ପ୍ରାଇଭେଟ ସାର!-->…
Read More...
Read More...
ବିଧାୟକଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର କରଳାରୂପ ତୀଖ ଛୁଇଁଥିବା ବେଳେ ବନ୍ୟା ବିତ୍ପାତ ରାଜ୍ୟର ପ୍ରାୟ ୧୧ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ପୁଣି ଏଭଳି ସମୟରେ ରାଜ୍ୟର ପ୍ରାୟ ୫୦ହଜାରରୁ ଅଧିକ ପିଲା ସର୍ବଭାରତୀୟ ପରୀକ୍ଷା ନିଟ୍ ଓ ଜେଇଇ ଦେବାକୁ ଯାଉଛନ୍ତି । ଏଣୁ ଏହି ସ୍ଥିତିକୁ ଦେଖି!-->…
Read More...
Read More...
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮ଫୁଟ ହେଲା: ସ୍ଥିତି ଗମ୍ଭୀର ଅବ୍ୟାହତ
ସମ୍ବଲପୁର : ଆଜି ମଧ୍ୟ ହୀରାକୁଦ ଜଳଭଣ୍ଡାରର ସ୍ଥିତି ସଙ୍କଟାପନ୍ନ ରହିଛି । ଏହାର ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟରୁ ମାତ୍ର ଦୁଇ ଫୁଟ ତଳେ ୬୨୮ ଫୁଟ ପହଞ୍ଚି ସାରିଛି ଆଉ ଏହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି,!-->…
Read More...
Read More...
ବନ୍ୟାରେ ଉବୁଟୁବୁ ସୁବର୍ଣ୍ଣପୁର ଜିଲ୍ଲା:ଜଳବନ୍ଦୀ ରେ ଅନେକ ଗାଁ
ସୋନପୁର,୩୦/୮: କ୍ରମାଗତ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟଦେଇ ବନ୍ୟାଜଳ ନିଷ୍କାସନ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ କୂଳରେ ଥିବା ଅନେକ ଗାଁ ପାଣିଘେରରେ ରହି ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ବିଶେଷକରି ବିନିକା, ଉଲୁଣ୍ଡା, ବୀରମହାରାଜପୁର ବ୍ଲକର ବିଭିନ୍ନ!-->…
Read More...
Read More...
ଗଜପତିରେ ଆଜି ୯ ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୩୦/୮- ଗଜପତିରେ ଆଜି ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଗୁମ୍ମାବ୍ଳକରୁ ୩ ଜଣ, ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଲକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ , ରାୟଗଡ!-->…
Read More...
Read More...
ଗଜପତିରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୁମ୍ମା ବ୍ଳକରୁ ୩ ଜଣ, ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଲକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ ରାୟଗଡ ବ୍ଲକରୁ ୨ ଜଣ,!-->…
Read More...
Read More...
ସମ୍ବଲପୁରରେ ଆଜି ୧୦୨ ଜଣ ପଜିଟିଭ ଚିହ୍ନଟ,ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯୫ ହେଲା
ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪୫ ହୋଇଛି, ଏମାନଙ୍କ ମଧ୍ୟରୁ ୧୬୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୪!-->…
Read More...
Read More...