Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇଟି ପୃଥକ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ଗୁରୁତର
ବୌଦ୍ଧ,୩୦/୮ – ଗତକାଲି ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥ ନଂ ୫୭ର ଚାରିଛକସ୍ଥିତ ବିଦ୍ୟୁତ ବିଭାଗ ଅଫିସ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ବାଇକ ଆରୋହୀ ରତନପୁର ଗ୍ରାମର ସାନୁ ଅଦାବର (୩୫) ଗୁରୁତର ଆହତ!-->…
Read More...
Read More...
ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ବୌଦ୍ଧ,୩୦/୮– ବୌଦ୍ଧଜିଲ୍ଲା ହରଭଙ୍ଗା ଠାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବିଳମ୍ବରେ ପ୍ରାପ୍ତ ଅନୁଯାୟୀ ହରଭଙ୍ଗା ଥାନା ଛତ୍ରଙ୍ଗ ଗ୍ରାମର ରାଜ କିଶୋର ପ୍ରଧାନ (୩୫ବର୍ଷ) କୌଣସି କାମରେ ହରଭଙ୍ଗା ଯାଇ ରାତି ପ୍ରାୟ ୧୧ ଘଣ୍ଟା ସମୟରେ ନିଜ ଗ୍ରାମ ଛତ୍ରଙ୍ଗକୁ!-->…
Read More...
Read More...
ଆସନ୍ତାକାଲି ସ୍ୱାୟତ୍ତ ଶାସନ ଦିବସ : ପାରଳା ପୌରପରିଷଦ କାର୍ଯ୍ୟାଳୟ ଆଲୋକ ଶଯ୍ୟାରେ ଝଲସି ଉଠୁଛି
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପାରଳା ପୌର ପରିଷଦ କାର୍ଯ୍ୟାଳୟଟି ଆଲୋକ ମାଳାରେ ସୁସଜ୍ଜିତ ହୋଇ ଝଲସି ଉଠୁଛି । ସତେ ଯେପରି ନବ ବଧୂ ସାଜିଲା ଭଳି ଦେଖା ଯାଉଛି । ସହରବାସୀ ସନ୍ଧ୍ୟା ହେଲେ କାର୍ଯ୍ୟାଳୟଟିକୁ ଦେଖିବା ପାଇଁ କିଛି ସମୟ ଅଟକି ଯାଇ!-->…
Read More...
Read More...
ରାଜ୍ୟରେ ଲକ୍ଷେ ପାର୍ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ପୁଣି ୧୨ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୦୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୯୩୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
୩୫ ବର୍ଷ ପରେ ଗଜପତି ଫେରିଲେ ଜଗପତି କାର୍ଜି
ପାରଳାଖେମୁଣ୍ଡି : ଜଗପତି କାର୍ଜି ଯାହାର ପ୍ରକୃତ ନାମ ଦୟା ଭୂୟାଁ ଯିଏକି ରାୟଗଡ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ପଞ୍ଚାୟତର ଅବାରସିଂ ଗ୍ରାମର ସ୍ୱର୍ଗତ ମାଗତା ଭୂୟାଁଙ୍କ ପ୍ରଥମ ପୁଅ ଜଗପତି କାର୍ଜୀଙ୍କ ବାପା ମାଆ ବର୍ତ୍ତମାନ ଜୀବିତ ନାହାଁନ୍ତି କିନ୍ତୁ ତାଙ୍କର ବଡ଼ ଭାଇ ସୁକୁ ଭୂୟାଁ ଓ ଭଉଣୀ!-->…
Read More...
Read More...
ବାସୁଦେବପାଲିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ
ବୌଦ୍ଧ,୨୯/୮ - କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ବାସୁଦେବପାଲି ଗ୍ରାମରେ ଆଜି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ନିକଟରୁ ସୂଚନା ପାଇବାପରେ ମନମୁଣ୍ଡା ସରପଞ୍ଚ ମୀନାକ୍ଷୀ ସାହୁ ବାସୁଦେବପାଲି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ।!-->…
Read More...
Read More...
ବୌଦ୍ଧ : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ
ବୌଦ୍ଧ,୨୯/୮ - ଲଗାଣ ବର୍ଷା ଓ ହୀରାକୁଦ ନଦୀବନ୍ଧରୁ ବନ୍ୟା ଜଳ ନିଷ୍କାସନ ଯୋଗୁଁ ବୌଦ୍ଧ ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ । ବୌଦ୍ଧରେ ବିପଦ ସଂକେତ ୮୭. ୭୦ ମିଟର ରହିଥିବା ବେଳେ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ୮୭. ୮୩ ମିଟର ଜଳ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି ।!-->…
Read More...
Read More...
ବୌଦ୍ଧ ସହରର 5 ଟି ଅଂଚଳ 72 ଘଣ୍ଟାପାଇଁ ହେଲା କଣ୍ଟେନମେଣ୍ଟ ଜୋନ
ବୌଦ୍ଧ ,୨୯/୮- ବୌଦ୍ଧ ସହରର ବିଭିନ୍ନ ଅଂଚଳ ମଧ୍ୟରୁ ଆଜି କରୋନା ପଜିଟିଭ ଚିନ୍ହଟ ହୋଇଥିବା ଯୋଗୁଁ ସେ ସମସ୍ତ ଅଞ୍ଚଳକୁ ବୌଦ୍ଧଗଡ ଏନ.ଏ. ସି. ପକ୍ଷରୁ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି | କଣ୍ଟେନମେଣ୍ଟ ଜୋନ ମଧ୍ୟରେ ବଉଦ ସହର ଅନ୍ତର୍ଗତ ବଗିଚାସାହି, ମାଳିସାହି,!-->…
Read More...
Read More...
କନ୍ଧମାଳରେ ଆଜି ୨୬ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ,୨୯/୮- କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୨୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୧୨୬ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୧୭୧୧ଜଣ ସୁସ୍ଥ ହୋଇ!-->!-->!-->…
Read More...
Read More...
ବୌଦ୍ଧଜିଲ୍ଲାରେ ୬୦୦ ଛୁଇଁଲା କରୋନା ପଜିଟିଭ ସଂଖ୍ୟା
ବୌଦ୍ଧ,୨୯/୮ -ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା ୬୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି । ଆଜି ସୁଦ୍ଧା ବୌଦ୍ଧଜିଲ୍ଲାରେ ୧୫୩୬୫ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ୧୪୬୬୦!-->…
Read More...
Read More...