Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାମକୁ ନୁହେଁ ଜଳସେଚନ ବିଭାଗ , ଲୋକେ କରୁଛନ୍ତି ଶ୍ରମଦାନ
ବୌଦ୍ଧ,୨୭/୭ -ବୌଦ୍ଧରେ ରହିଛି ଜଳସେଚନ ବିଭାଗର ଡିଭିଜନ ଅଫିସ । ସାଲୁଙ୍କୀ ମଧ୍ୟମ ଜଳ ସେଚନ ପ୍ରକଳ୍ପର ସହକାରୀଯନ୍ତ୍ରୀ ଓ ଅନେକ କନିଷ୍ଠ ଯନ୍ତ୍ରୀ ରହିଛନ୍ତି । କେନାଲ ମରାମତି ପାଇଁ ବିଭାଗରୁ ଆସୁଛି ଲକ୍ଷ ଲକ୍ଷ ଟଂକାର ଅନୁଦାନ । ମହାତ୍ମାଗାନ୍ଧି ଗ୍ରାମୀଣ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି!-->…
Read More...
Read More...
ଆଇଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨୭/୭- ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ସୋମବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦ କମିଶନର ଭାବେ ନୂଆ ନିଯୁକ୍ତି ଦିଆଯାଇଛି!-->…
Read More...
Read More...
ସହାୟତାର ହାତ ବଢ଼ାଇଲା ସବୁଜ ବୈଦ୍ୟ ସଂଗଠନ, ପାଞ୍ଚ ଦିନରେ ୭୫୦ମିଟର ପାହାଡ଼ ଖୋଳି ଗାଁ ଚାଷ ଜମିକୁ ପାଣି ଆଣିଲେ…
ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଂଚଳର ପ୍ରାୟ ୭୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ହେଲେ ଚାଷ ଉପରେ ନିର୍ଭର କରୁଥିଲେ ସୁଦ୍ଧା ଅଂଚଳରେ ଥିବା ଜମି ଗୁଡିକରେ ସରକାରଙ୍କ ପକ୍ଷରୁ ଜଳସେଚନର ସୁବ୍ୟବସ୍ଥା ନଥିବା ଯୋଗୁଁ!-->…
Read More...
Read More...
ଆସନ୍ତା ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲଟ, ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୭/୭- ଆସନ୍ତା ୨୯ ତାରିଖରେ ମାଟ୍ରିକ ରେଜଲଟ ବାହାରିବା ନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ସୁଚନା ଥାଉକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ । ଛାତ୍ରଛାତ୍ରୀମାନେ ଏସଏମଏସ ଓ ବୋର୍ଡର ୨ ୱେବସାଇଟରୁ!-->…
Read More...
Read More...
ଆଜି ପୁଣି ୧୭ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଛି
ସମ୍ବଲପୁର,୨୭/୭- ଗତକାଲି ପରି ଆଜି ମଧ୍ୟ ୧୭ଜଣଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି ଓ ଏଥିସହିତ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୨୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୪୯ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୧୩୨ ଜଣଙ୍କ କୋଭିଡ ହସ୍ପିଟାଲରେ!-->…
Read More...
Read More...
ସାଲୁଙ୍କୀ କେନାଲର କମଳପୁର ସେକସନ ଅଫିସ କାର୍ଯ୍ୟକ୍ଷମ ଦାବୀ
ବୌଦ୍ଧ,୨୭/୭ -ସାଲୁଙ୍କୀ ମଧ୍ୟମ ଜଳସେଚନ ପ୍ରକଳ୍ପର କମଳପୁର ସେକସନ ଅଫିସ ପ୍ରକଳ୍ପ ଆରମ୍ଭରୁ ଖୋଲା ଯାଇଛି । ଏ ସ୍ଥାନରେ ପୂର୍ବରୁ କମଳପୁର ଓ ପାଲଝାର ଦୁଇଟି ସେକସନ କାର୍ଯ୍ୟ କରୁଥିଲା । ସେଥିପାଇଁ ଉଭୟ କନିଷ୍ଠଯନ୍ତ୍ରୀ ମାନଙ୍କପାଇଁ ଦୁଇଟି କାର୍ଯ୍ୟାଳୟ ଓ ବାସଭବନ, ଖଲାସୀ ମାନଙ୍କପାଇଁ ୪!-->…
Read More...
Read More...
ଦୁଇକୋଟି ଟଙ୍କା ପାଇଁ ଅପହରଣ ମାମଲାରେ ୪ ଗିରଫ ମୁଖ୍ୟ ଅଭିଯୁକ୍ତକୁ ଦେହେରାଦୁନରୁ ରିମାଣ୍ଡରେ ଅଣାଯାଉଛି
ସମ୍ବଲପୁର,୨୭/୭- ଗତ ୧୦ତାରିଖ ଦିନ ଦ୍ୱିପହରରେ ଶାସନ ପାଖ ମୁଖ୍ୟ ରାସ୍ତାରୁ ଏଠାକାର ଜଣାଶୁଣା ଷ୍ଟିଲ ବ୍ୟବସାୟୀ ନରେଶ ଅଗ୍ରୱାଲ (୬୩)ଙ୍କୁ ଅପହରଣ କରାଯାଇଥିଲା ଓ ମଧ୍ୟ ରାତିରେ ତାଙ୍କୁ ପୁଲିସ ଉଦ୍ଧାର କରିଥିଲା । ଏହାର ଦୀର୍ଘ ୧୬ଦିନ ପରେ ଗତକାଲି ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି!-->…
Read More...
Read More...
ରାଜ୍ୟରେ ପୁଣି ୧୫୦୩ କରୋନ ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୨୭।୦୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ!-->…
Read More...
Read More...
ହନୁମାନ ପଇସା କାରବାରରେ ତିନିଜଣ ଡକାୟତ ଗିରଫ, ୮୦ହଜାର ଟଙ୍କା ଜବତ
ବାଲିଗୁଡ଼ା,୨୭/୭- ହନୁମାନ ପଇସା କାରବାରରେ ତିନି ଡକାୟତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ନଗଦ ୮୦ହଜାର ଟଙ୍କା ସମେତ ମୋବାଇଲ୍ ଓ ଲାଠି ଜବତ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ଫିରିଙ୍ଗିଆ ଥାନା ଅଞ୍ଚଳର ମାଷ୍ଟର ମାଇଣ୍ଡ ପଦ୍ମଚରଣ ନାୟକ ଫୁଲବାଣୀ ଅଞ୍ଚଳର ଜଣେ!-->…
Read More...
Read More...
ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଟ୍ରାନ୍ସଫରମର ଓ ଫ୍ୟୁଜ ବକ୍ସ
ବୌଦ୍ଧ,୨୭/୭ –ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମ ପଂଚାୟତର ଜାଲପାଲି ଗ୍ରାମରେ ବିଦ୍ୟୁତ୍ ବିଭାଗର ଟ୍ରାନ୍ସଫରମର ଓ ଫ୍ୟୁଜ ବକ୍ସ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି । ଟ୍ରାନ୍ସଫର୍ମର ତଳେ କମ୍ ଉଚ୍ଚତାରେ ଥିବା ଫ୍ୟୁଜ ବକ୍ସର ଢାଙ୍କୁଣୀ ନ ଥିବାରୁ କେତେବେଳେ!-->…
Read More...
Read More...