Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ ଧକ୍କାରେ ଜଣେ ଗୁରୁତର
ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ବାଇକ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ରାସ୍ତାରେ ଚାଲି ଚାଲି ଯାଉଥିବା ଅରକ୍ଷିତ କାରିଗର ନାମକ ଜଣେ ବ୍ୟକ୍ତିଙ୍କୁ KA04 JL 9507!-->!-->!-->…
Read More...
Read More...
ସାଇକେଲକୁ ଧକ୍କା ଦେଲା ବାଇକ, ୩ ଆହତ
ବୌଦ୍ଧ,୨୧/୮ - ଆଜି ସନ୍ଧ୍ୟା ୭ଘଣ୍ଟା ସମୟରେ ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଖଟଖଟିଆରୁ ଜାଲପାଲି ମଝିରେ ସାଇକେଲ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି lମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ କଣ୍ଟାମାଳ ଠାରୁ ସୋନପୁର!-->!-->!-->…
Read More...
Read More...
ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢୀ ନିଲାମ ନେଲେ ଓଡିଆ ଝିଅ
ଭୁବନେଶ୍ୱର : ବଲିଉଡ ତାରକା ବିଦ୍ୟା ବାଲନ ଫିଲ୍ମ ସକୁନ୍ତଳା ଦେବୀରେ ପରିଧାନ କରିଥିବା ସମ୍ବଲପୁର ଶାଢୀର ନିଲାମ ହୋଇଛି । ଏହାକୁ ନିଲାମରେ କିଣିଛନ୍ତି ଗୌହାଟୀ ଆଇଆଇଟିରେ ଅଧ୍ୟାୟନରତା ଭଦ୍ରକର ଓଡିଆ ଝିଅ ଦେବାଂଶୀ ମିଶ୍ର । ଦେବାଂଶୀ ୫୫ହଜାର ଟଙ୍କାରେ ଏହି ଶାଢୀକୁ କିଣିଛନ୍ତି ।!-->…
Read More...
Read More...
ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଯୁକ୍ତଦୁଇ ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟା ଅନଲାଇନରେ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ସାମ୍ସର ୱେବସାଇଟ୍ www.samsodisha.gov.in ୱେବସାଇଟକୁ ଯାଇ ଫର୍ମ ପୂରଣ କରିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସେପ୍ଟେମ୍ବର ୪ ତାରିଖ ଯାଏ!-->…
Read More...
Read More...
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସିମନବାଡ଼ି ଜିଆରଏସ
ଦାରିଙ୍ଗବାଡି :୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଜିଆରଏସ (ଗ୍ରାମ ରୋଜଗାର ସେବକ)ଦିଲୀପ କୁମାର ସାହୁ । ସୂଚନା ପ୍ରକାରେ ଦାରିଙ୍ଗବାଡି ଗ୍ରାମର ଦିଲୀପ କୁମାର ସାହୁ ସିମନବାଡି ପଞ୍ଚାୟତରେ କାର୍ଯ୍ୟାଳୟରେ!-->…
Read More...
Read More...
ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ
ଭୁବନେଶ୍ୱର:ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଭୁବନେଶ୍ୱରର ୟୂନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କରୋନା ଯୋଦ୍ଧା(ସାମ୍ବାଦିକ)ଙ୍କୁ ସମ୍ମାନିତ କରାଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି!-->!-->!-->!-->!-->…
Read More...
Read More...
ଗଜପତିରେ ପୁଣି ୫୮ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୫୮ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀ ବ୍ଳକରୁ ୧୦ ଜଣ, ଗୁମ୍ମାବ୍ଳକରୁ ୩ ଜଣ,ପାରଳା ପୌର ପରିଷଦରୁ ୧୦ ଜଣ, ଆର ଉଦୟଗିରି ବ୍ଳକରୁ ୨୧ଜଣ, ରାୟଗଡ ବ୍ଳକରୁ ୮ଜଣ, ମୋହନା ବ୍ଳକରୁ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରୁ ପୁଣି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର :ଆଜି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୭୫୫ ହୋଇଛି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଓ ୧୦୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୭୦୩ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତକାଲି!-->…
Read More...
Read More...
ବାଉଁଶ ବନିକରଣ ପ୍ରକଳ୍ପକୁ ପରିଦର୍ଶନ କଲେ ବୌଦ୍ଧ ବନଖଣ୍ଡ ଅଧିକାରୀ
ହରଭଙ୍ଗା,(ହୀ.ପ୍ର): ବନ ସଂରକ୍ଷଣର ସଫଳ ଦୃଷ୍ଟାନ୍ତ ହେଉଛି, ବୌଦ୍ଧ ବନଖଣ୍ଡର ପୁରୁଣାକଟକ ବନାଞ୍ଚଳର ହରଭଙ୍ଗା ସେକ୍ସନର ଅରଖପଦର ରିଜର୍ଭ ଜଙ୍ଗଲରେ ୧୫ ହେକ୍ଟର ପରିଧିରେ ବାଉଁଶ ବନିକରଣ କରାଯାଇଛି । ଆଜି ବୌଦ୍ଧ ଡିଏଫ୍ଓ ଯଶୋବନ୍ତ ସେଠୀ ଏହି ପ୍ରକଳ୍ପକୁ ପରିଦର୍ଶନ ସହ ତଦାରଖ କରିଥିଲେ ।!-->…
Read More...
Read More...
କିମ୍ସରେ ଅତ୍ୟାଧୁନିକ ଆଇସିୟୁ ଓ କ୍ୟାଥୋଲାବ୍ ଉଦ୍ଘାଟିତ
ଭୁବନେଶ୍ୱର : କିମ୍ସରେ ୪୦ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଆଇସିୟୁ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ଆଜି କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କିମ୍ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କିମ୍ସ ମେଡିକାଲ୍ କଲେଜର ଅଧ୍ୟକ୍ଷ ମେଜର ଜେନେରାଲ୍!-->…
Read More...
Read More...