Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣ ନେଲା କରୋନା
ସମ୍ବଲପୁର :ସମ୍ବଲପୁରରେ କରୋନାର ହଟସ୍ପଟ ସାଜିଥିବା ଷ୍ଟେସନ ପଡ଼ାରେ ଗୋଟିଏ ପରିବାରର ତିନି ଜଣଙ୍କ ପ୍ରାଣ ଗଲାଣି ଓ ଏହି ତିନୋଟି ଯାକ ପ୍ରାଣ ନେଇଛି କରୋନା, ଯାହାକି ଏଠାରେ ସର୍ବତ୍ର ଚର୍ଚ୍ଚାର ବିଷୟ ସୋଇଛି । ସେମାନଙ୍କ ମଧ୍ୟରୁ ଏଠାକାର ଜଣେ ଲୋକପ୍ରିୟ ସରକାରୀ ଚିକିତ୍ସକ ଡ଼ା କୁଳମଣି!-->…
Read More...
Read More...
ସୋନପୁର ଠାରେ ୭୪ତମ ସ୍ୱାଧିନତା ଦିବସ ପାଳିତ
ସୋନପୁର : ସୋନପୁର ଜିଲ୍ଲା ପୋଲିସ ପଡିଆ ଠାରେ ଆଜି ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଯୋଗଦେଇ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବାସହ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧିନତା ଆନ୍ଦୋଳନ ସମୟର!-->…
Read More...
Read More...
ପ୍ରବଳ ବର୍ଷା ସତ୍ତ୍ୱେ ଉତ୍ସାହ ଓ ଉଦ୍ଦୀପନାର ସହିତ ସ୍ୱାଧୀନତା ଦିବସ ପାଳିତ
ସମ୍ବଲପୁର :ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କଚେରିଛକ ପାଖ ମୁଖ୍ୟ ସଡ଼କ ଠାରେ ଆଜି ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ରେ ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଅଭିରାମ ସାହୁ ମୁଖ୍ୟ ଅତିଥି ରୂପେ ସାମିଲ ହୋଇ ଜାତୀୟ ପତାକା ତିରଙ୍ଗା ଉତ୍ତୋଳନ!-->…
Read More...
Read More...
କଟକଣା ମଧ୍ୟରେ ପାଳନ ହେଲା ୭୪ତମ ସ୍ବାଧିନତା ଦିବସ
ବାଲିଗୁଡ଼ା: କଟକଣା ଓ ସାମାଜିକ ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ କମିଟି ପକ୍ଷରୁ ୭୪ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ଅଭିବାଦନ ଗ୍ରହଣ କରିଥିଲେ । ମହାମାରୀ!-->…
Read More...
Read More...
ଷ୍ଟେଟ ବ୍ୟାଙ୍କର ଦୁଇଟି ଶାଖା ଓ ୨୮ଟି ଜିଲ୍ଲାରେ ସେଲ୍ସ ହବ୍ ଉଦଘାଟିତ: ମିଶନ ଶକ୍ତିର ମାମାନଙ୍କୁ ବିନା ସୁଧରେ ଋଣ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ଭୁବନେଶ୍ୱର ଓ କଟକରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ଦୁଇଟି ନୂତନ ଶାଖା ସହିତ ୨୮ ଜିଲ୍ଲାରେ ୨୮ଟି ଡିଷ୍ଟ୍ରିକ୍ଟ ସେଲ୍ସ ହବ୍ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ!-->…
Read More...
Read More...
ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ପ୍ରସଙ୍ଗ, ଦ୍ୱନ୍ଦ୍ୱରେ ଶିକ୍ଷକ ଶିକ୍ଷୟତ୍ରୀ
ବୌଦ୍ଧ,୧୪/୮ - କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ବିଦ୍ୟାଳୟ ମାନଙ୍କରେ ବିନା ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯିବ । ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଜାରି କରିଛି । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ!-->…
Read More...
Read More...
ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ସୁନୀଲ ମିଶ୍ର ପାଇବେ ରାଷ୍ଟ୍ରପତିଙ୍କ ପୋଲିସ୍ ମେଡାଲ୍
ବୌଦ୍ଧ,୧୪/୮ - ୭୪ ତମ ସ୍ୱାଧୀନତା ଦିବସ ଅବସରରେ ବିଶିଷ୍ଟ ସେବା ପାଇଁ ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ସୁନୀଲ କୁମାର ମିଶ୍ରଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ସହିତ ସମ୍ମାନିତ କରାଯିବ । ଶ୍ରୀ ମିଶ୍ର ଜଣେ ମ୍ୟାନେଜମେଣ୍ଟ ପୋଷ୍ଟ ଗ୍ରାଜୁଏଟ୍, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ୧୯୮୪-ବ୍ୟାଚ୍!-->…
Read More...
Read More...
ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ
ଫୁଲବାଣୀ,୧୪/୮- ଆନ୍ତର୍ଜାତୀୟ ଦିବସ ପାଳନ ଅବସରରେ ଘୁ.ଉଦୟଗିରି ବ୍ଲକ, ରଟିଙ୍ଗିଆ ଗ୍ରାମପଞ୍ଚାୟତର ଅନ୍ତରଙ୍ଗ ଯୁବ ମହାସଂଘ ଆଜି ଏକତ୍ରିତ ହୋଇ କରୋନା ମହାମାରୀର ସତର୍କର ବାର୍ତ୍ତା ବାଣ୍ଟିବା ସହିତ ଶିଶୁ ଶିକ୍ଷାକୁ ଉତ୍ସାହିତ କରିବା ପାଇଁ ଗାଁ ଗାଁରେ ସଚେତନତା କରାଯାଇଛି। ଏହା ସହିତ!-->…
Read More...
Read More...
କୋଠାବାଡି ନିର୍ମାଣ ନିୟମରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର
ଭୁବନେଶ୍ୱର : କୋଠାବାଡି ନିର୍ମାଣ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ୨୦୨୦ ଓଡିଶା ଉନ୍ନୟନ ଯୋଜନା ଓ ନିର୍ମାଣ ମାନକ ନିୟମ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ବହୁତଳ ଅଟ୍ଟଳିକା ନିର୍ମାଣ ପାଇଁ!-->…
Read More...
Read More...
କିଡନୀ ରୋଗରେ ପୀଡିତ ଦମ୍ପତିଙ୍କ ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା
ବୌଦ୍ଧ: ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ବଳଭଦ୍ର ସେଠୀ ଓ ସ୍ତ୍ରୀ ସମ୍ବାରି ସେଠୀ ଉଭୟ ଦମ୍ପତି କିଡନୀ ରୋଗରେ ପୀଡିତ । ବଳଭଦ୍ରଙ୍କ କହିବା ଅନୁଯାୟୀ ଦୀର୍ଘ ୨ ବର୍ଷ ହେଲା ଉଭୟ ସ୍ୱାମୀ ସ୍ତ୍ରୀ କିଡନୀ ରୋଗରେ ପୀଡିତ ହୋଇ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ,ଅର୍ଥାଭାବରୁ ତାଙ୍କର!-->…
Read More...
Read More...