Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୋନପୁର ଗଡଜାତରେ ନୂଆଁଖାଇ ସଂପନ୍ନ
ସୋନପୁର,୨୩/୮ : କୋଭିଡ଼ କଟକଣାକୁ ପାଳନ ସହ ସୁବର୍ଣ୍ଣପୁର ଗଡ଼ଜାତ ସମେତ ପଞ୍ଚରା ଅଞ୍ଚଳରେ ଅତ୍ୟନ୍ତ ଉତ୍ସାହ ଉଦ୍ଦିପନାର ସହ ନୂଆଁଖାଇ ସଂପନ୍ନ ହୋଇଛି। ଏଥିପାଇଁ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ମାଁ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ଅଷ୍ଟଚଣ୍ଡୀ ଙ୍କ ପାଇଁ ପାହୁର ଭୋଗ!-->…
Read More...
Read More...
ନୂଆ ୧୦୪ ଜଣ ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୪ ହେଲା
ସମ୍ବଲପୁର,୨୩/୮- ନୂଆ ୧୦୪ ଜଣ ପଜିଟିଭ ଚିହ୍ନଟ ହେବାପରେ ଆଜି ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୪ ହୋଇଛି । ଏହା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ୨୦୦୦ ସଂଖ୍ୟା ଅତିକ୍ରମ କରିଛି । ଗତ ଅଗଷ୍ଟ ୧୦ ରେ ଏଠାରେ ୧୬୮ ଜଣ ପଜିଟିଭ ଚିହ୍ନଟ ରେକର୍ଡ ହୋଇ ରହିଯାଇଛି । ଏହାର!-->…
Read More...
Read More...
ଗଜପତି: ପୁଣି ୪୩ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି, ୨୩/୮- ଗଜପତିରେ ପୁଣି ୪୩ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତମାନେ ହେଲେ ଗୋଶାଣୀ ବ୍ଳକରୁ ୫ ଜଣ, ଗୁମ୍ମାବ୍ଳକରୁ ୩ ଜଣ,ପାରଳା ପୌର ପରିଷଦରୁ ୧୩ ଜଣ, ଆର ଉଦୟଗିରି ବ୍ଳକରୁ ୫ ଜଣ,ରାୟଗଡ ବ୍ଳକରୁ ୪ଜଣ, ମୋହନା ବ୍ଳକରୁ ୪!-->…
Read More...
Read More...
ବୌଦ୍ଧ : ସହରକୁ ଫେରିଛି କରୋନା ଆଜି ସମସ୍ତ ୯ ପଜିଟିଭ ବୌଦ୍ଧ ସହରର
ବୌଦ୍ଧ,୨୩/୮ - ଆଜି ବୌଦ୍ଧ ଜିଲ୍ଲାରେ ୯ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଯେଉଁ ୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ସମସ୍ତେ ବୌଦ୍ଧ ସହର ଅଂଚଳର ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଗତ ୩!-->…
Read More...
Read More...
ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ
ହରଭଙ୍ଗା,୨୨/୮ - ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ରାଉତପଡା ଗ୍ରାମରେ ଆଜି ସନ୍ଧ୍ୟା ଘ ୭.୩୦ ମି. ସମୟରେ ନିରଞ୍ଜନ ଦୀପ ନାମକ ୬୫ବର୍ଷର ଜଣେ ବୃଦ୍ଧଙ୍କୁ ଘର ବାହାରକୁ ଡାକିନେଇ ଗ୍ରାମର କିଛି ଯୁବକ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଭୟରେ ପରିବାର ମହିଳା!-->!-->!-->…
Read More...
Read More...
ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ବସନ୍ତ କୁମାର ସାହୁ
ବୌଦ୍ଧ,୨୨/୮- ଜାତୀୟ ଶିକ୍ଷକ ସମ୍ମାନ ୨୦୨୦ଘୋଷଣା କରିଛି କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ l ସାରା ଦେଶର ୩୬ ଗୋଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୪୭ ଜଣ ଶିକ୍ଷକଙ୍କ ଏକ ତାଲିକା ପ୍ରକାଶିତ ହୋଇଛି | ଏ ତାଲିକାରେ ଓଡିଶାର ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲାର କୃତ୍ତି ଶିକ୍ଷକ!-->…
Read More...
Read More...
ଭଦ୍ରକ ସାଂସଦ ମଞ୍ଜୁଲତା କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପ୍ରାରମ୍ଭିକ ଲକ୍ଷଣ ଜଣାପଡିବା ପରେ କୋଭିଡ ଟେଷ୍ଟ କରାଇଥିଲି,ଏବେ ରିପୋର୍ଟ ପଜିଟିଭ ଆସିଛି । ତେବେ ମୋର ସୁସ୍ଥ ଭଲ ଅଛି । ଅନ୍ୟ!-->…
Read More...
Read More...
ଦିନକରେ ଟେଷ୍ଟ ଟପିଲା ୬୦ହଜାର ୨୮୧୯ ନୂଆ କରୋନା ପଜିଟିଭ ଚିହ୍ନଟ, ୯ ମୃତ୍ୟୁ
ଭୁବନେଶ୍ୱର : କରୋନା ସଂକ୍ରମଣର ସ୍ଥିତି କେବେ ରୋକିବ ଏହାକୁ ନେଇ ଏବେ ସାରା ଦେଶରେ ସଂଶୟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ମଧ୍ୟ ଏହା ବଡ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଗଞ୍ଜାମ ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ଏହାର ବିସ୍ଫୋରକାତ୍ମକ ସ୍ଥିତି ପହଞ୍ଚିଛି । ଏହାକୁ ପ୍ରତିହତ ପାଇଁ!-->…
Read More...
Read More...
ନୂଆଖାଇ ପାଇଁ ନିର୍ମାଣ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “ସଲଖିଲା ଜୀବନ’
ବୌଦ୍ଧ - ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଭାଇଚାରାର ଗଣପର୍ବ ନୂଆଖାଇ । ଏହାକୁ ନେଇ ବୌଦ୍ଧ ଜିଲ୍ଲାରେ ନିର୍ମାଣ ହୋଇଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର "ସଲଖିଲା ଜୀବନ' । ପ୍ରାଚୀନ ପରମ୍ପରାକୁ ବଜାୟ ରଖିବା ସହିତ ଉଚ୍ଚ ନୀଚ ଭେଦ ଭାବ ନ ରଖି ଭାଇ ଭାଇ ସମ୍ପର୍କରେ ନୂଆଖାଇ ପାଳିବା ନେଇ ବାର୍ତ୍ତା!-->…
Read More...
Read More...
ହୀରାଞ୍ଚଳର ପ୍ରଭାବ : ପରିତ୍ୟକ୍ତ ନଳକୂପ ହେଲା ମରାମତି
ବୌଦ୍ଧ /ବାଉଁଶୁଣି- କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ଦେଉଳି ଗ୍ରାମରେ ରାସ୍ତା କଡରେ ଥିବା ଗୋଟିଏ ନଳକୂପ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ଏ ସମ୍ପର୍କରେ ଖବର ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭ୍ରେ ପ୍ରସାରିତ ହେବାପରେ ପ୍ରଶାସନ!-->…
Read More...
Read More...