Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗାଆଁକୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ, ମରିଗଲେ ନବ ପ୍ରସୂତି
ବୌଦ୍ଧ - ବର୍ଷା ଦିନେ ରାସ୍ତା ଖରାପ ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ଗାଆଁକୁ ଆମ୍ବୁଲାନ୍ସ କଥା ଛାଡ଼ନ୍ତୁ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହୋଇ ପାରୁନଥିବା ଅଭିଯୋଗ ହୁଏ | ଗତକାଲି କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତର ଟିଲାଟିଙ୍ଗା ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଜଣେ ନବ!-->…
Read More...
Read More...
ଗଛକୁ ଧକ୍କା ଦେଲା ବାଇକ, ଜଣେ ଗୁରୁତର
ବୌଦ୍ଧ,୨୫/୮- ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ମାର୍ଦିଙ୍ଗ ନିକଟରେ ଗତକାଲି ଅପରାନ୍ହରେ ଗୋଟିଏ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାନ୍ହରେ କନ୍ଧମାଳ ଜିଲ୍ଲା ଖଜୁରି ପଡା ଗ୍ରାମର ରାମକୃଷ୍ଣ ବେହେରା!-->…
Read More...
Read More...
ଅବ୍ୟବସ୍ଥାରେ ଏସ ବି ଆଇ ଏଟିଏମ
ଜହ୍ନାପଙ୍କ,୨୪/୮- ବୌଦ୍ଧବ୍ଳକ ନାରାୟଣନଗରରେ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏଟିଏମ କାଉଣ୍ଟର ୨୦୧୧ ମସିହାରେ ଖୋଲାଯାଇଥିଲା । ପ୍ରକୃତରେ ଏହି ଏଟିଏମଟି ଜହ୍ନାପଙ୍କ ଛକଠାରେ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ନାରାୟଣନଗରର ଜୈନିକ ବ୍ୟକ୍ତି ମୋଟାଅଙ୍କର ଲାଞ୍ଚଦେଇ ନିଜ!-->…
Read More...
Read More...
କ୍ଲିନ ଇଣ୍ଡିଆ ଗ୍ରୀନ ଇଣ୍ଡିଆ ଅଭିଯାନ
ପାରଳାଖେମୁଣ୍ଡି,୨୪/୮- ଆଜି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ତାବରଡ଼ା ଗ୍ରାମ ପଞ୍ଚାୟତର ଲେଙ୍ଗେ ଗ୍ରାମରେ କେନ୍ଦ୍ରସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୁଲ୍ୟରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ଙ୍କ!-->…
Read More...
Read More...
ଗଜପତିରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୪/୮- ଗଜପତିରେ ଆଜି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପାରଳାଖେମୁଣ୍ଡି ପୌର ପରିଷଦରୁ ୨ ଜଣ ଓ ଗଜପତି ଜିଲ୍ଲାର ଜଣେ ଅନ୍ୟ ଜିଲ୍ଲା ହସ୍ପିଟାଲରୁ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ହୋମ ଆଇଶୋଲେସନ, କୋଭିଡ ହସ୍ପିଟାଲକୁ!-->…
Read More...
Read More...
ସମ୍ବଲପୁରରେ ଆଜି ପୁଣି ୧୦୪ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର,୨୪/୮- ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୦୪ ରହିଛି ବୋଲି ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏହାସହିତ ସମ୍ବଲପୁର ଜିଲ୍ଲାରେ ଗତ ତିନି ଦିନ ହେଲା ନିରନ୍ତର ଶତାଧିକ ନୂଆ ପଜିଟିଭ ଚିହ୍ନଟ ହେବାରୁ ଜିଲ୍ଲା ପ୍ରଶାସନ ସହିତ ସଚେତନ ନାଗରିକଙ୍କ!-->…
Read More...
Read More...
ବୌଦ୍ଧ : ସୁସ୍ଥ ହେଲେଣି ୨୩୨ କରୋନା ପଜିଟିଭ
ବୌଦ୍ଧ,୨୪/୮ -ଆଜି ସୁଦ୍ଧା ବୌଦ୍ଧ ଜିଲ୍ଲାରେ ୨୩୨ ଜଣ କରୋନା ପଜିଟିଭ ସୁସ୍ଥ ହୋଇ ସାରିଥିବା ବେଳେ ୨୯୬ ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାରେ ମୋଟ ୧୨୭୨୧ ଗୋଟି ନମୁନାର ସ୍ୱାବ ସଂଗ୍ରହ କରାଯାଇଥିବା!-->…
Read More...
Read More...
ପୂର୍ତ୍ତ ବିଭାଗ ଜାଗାରୁ ଜବରଦଖଲ ଉଚ୍ଛେଦ ଦାବୀ
ବୌଦ୍ଧ/ବାଉଁଶୁଣୀ,୨୪/୮ - ଜାତୀୟ ରାଜପଥ ନମ୍ବର୍ ୫୭ ର ଦନ୍ତାପାଲି ଗ୍ରାମ ନିକଟରେ ପୂର୍ତ୍ତ ବିଭାଗର କିଛି ଜମି ନୟନ ଜୋରୀ କିସମରେ ରହିଛି । ବୌଦ୍ଧ ତହସିଲ୍ ଅନ୍ତର୍ଗତ ମୋଜା ଦନ୍ତାପାଲି ଖାତା ନମ୍ବର୍ ୧୩୭ ରେ ପୂର୍ତ୍ତ ବିଭାଗ ନାମରେ ଥିବା ପ୍ଲଟ ନମ୍ବର୍ ୧୫୩, ୧୫୫ ଓ ୨୬୭ ରେ କିଛି!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବ, କାର୍ଯ୍ୟାନୁଷ୍ଠାନ ଶୁନ !
ବୌଦ୍ଧ,୨୪/୮ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବ ଦେଖା ଦେଇଛି । ଜିଲ୍ଲାକୁ ଯେତିକି ସାର ଆସିଛି ସେଥିରେ ବଡ ଧରଣର ଦୁର୍ନୀତି ଓ ବ୍ୟାପକ କଳାବଜାରୀ ଯୋଗୁଁ ଚାଷୀ ବହୁ ଅଧିକ ଦରରେ ସାର କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୁଏ । ୟୁରିଆ ସାରର ସରକାରୀ ଦର ୨୬୬ ଟଂକା ୫୦ ପଇସା!-->…
Read More...
Read More...
ବୌଦ୍ଧ : ନାରାୟଣନଗରରୁ ୨ ଓ ଗମ୍ଭାରୀ ପଦରରୁ ଜଣେ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୪/୮ - ଆଜି ବୌଦ୍ଧ ଜିଲ୍ଲାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଯେଉଁ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି ଗତକାଲି ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ!-->…
Read More...
Read More...