Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୀବନ ବିନ୍ଦୁ ଅଭିଯାନ ଦ୍ୱାରା ବିଜୁ ଛାତ୍ର ଜନତା ଦଳ ତରଫରୁ ୧୭୦ ୟୁନିଟି ରକ୍ତ ସଂଗ୍ରହ
ଢେଙ୍କାନାଳ: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିôବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରୋଗୀମାନେ ରକ୍ତ ଅଭାବ ନଭୋଗିବା ନିମନ୍ତେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଇ ରକ୍ତ ସଂଗ୍ରହ କାର୍ଯ୍ୟ!-->…
Read More...
Read More...
୪ ଦିନ ସଟ୍ ଡାଉନ ପରେ ଆଜି ପରିବା ବଜାରରେ ଲୋକାରଣ୍ୟ ସାମୟିକ ରିହାତି ଅନୁସାରେ ପ୍ରାତଃ ୬ଟାରୁ ଦ୍ୱିପହର ଗୋଟାଏ…
ସମ୍ବଲପୁର,୨୬/୭- କରୋନା ସଂକ୍ରମଣ ଉପରେ ଆପେକ୍ଷିତ ନିୟନ୍ତ୍ରଣ ପାଇଁ ଗତ ୨୨ରୁ ୩୧ଜୁଲାଇ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତି ପରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ପ୍ରାତଃ ୬ଟାରୁ ଦ୍ୱିପହର!-->…
Read More...
Read More...
ବୌଦ୍ଧ : ଆଜି ନୂତନ ୮ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୬/୭ - ପୂର୍ବରୁ ଜିଲାରେ ୧୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧଜିଲ୍ଲାରେ ଆଜି ଯେଉଁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବୌଦ୍ଧ ସହର!-->…
Read More...
Read More...
ଜୁଆ ଆଡ୍ଡାରେ ଚଢ଼ାଉ ୮ ଜୁଆଡ଼ି ଗିରଫ ୨୮୧୦୦ଟଙ୍କା ସହ ୮ ବାଇକ୍ ଜବତ
ବାଲିଗୁଡ଼ା: ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ । ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ୍ । ଘଟଣାସ୍ଥଳରୁ ନଗଦ ୨୮୧୦୦ଟଙ୍କା ସହ ୮ ଟି ବାଇକ୍ ଜବତ କରିଛି ପୋଲିସ୍ । ଏଥିସହିତ ଆଠଟି ମୋବାଇଲ ଓ ୧୦ପ୍ୟାକେଟ୍ ତାସ୍ ମଧ୍ୟ ଜବତ କରିଛି ପୋଲିସ୍ । ବର୍ତ୍ତମାନ ସମୟରେ ବାଲିଗୁଡ଼ା!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ପୋଲିସର ମାଡ ଅଭିଯୋଗ
ବୌଦ୍ଧ,୨୬/୭ - କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମର ପୀତାମ୍ବର ମାଝୀ ଜଣେ କରୋନାଯୋଦ୍ଧା । କୋଭିଡ୍ ମହାମାରୀ ସମୟରେ ୨୬ ଦିନ ଧରି ପ୍ରବାସୀମାନେ ରହୁଥିବା ଖଟଖଟିଆ ସଙ୍ଗରୋଧ କେନ୍ଦ୍ରରେ ସେ ତତ୍ୱାବଧାରକ ଭାବେ କାମ କରିଥିଲେ । ପ୍ରବାସୀ ମାନଙ୍କୁ ଖାଦ୍ୟ ପରିବେଷଣ ଠାରୁ ଆରମ୍ଭ କରି କେନ୍ଦ୍ରକୁ!-->…
Read More...
Read More...
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ରାସ୍ତା ଖରାପ ଯୋଗୁଁ ଖଟିଆରେ ବୁହାହେଲେ ଆହତ
ବୌଦ୍ଧ -ଆଜି ସକାଳ ପ୍ରାୟ 7 ଘଣ୍ଟା ସମୟରେ ଶୌଚ ହେବା ପାଇଁ ଘର ଠାରୁ ମାତ୍ର 200 ମିଟର ଦୂରକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ହରଭଙ୍ଗା ଥାନା ବିଶିପାଲି ଗ୍ରାମର ଜଣେ ବୃଦ୍ଧ l ତାଙ୍କୁ ଡାକ୍ତରଖାନା ନେବା ପାଇଁ 108 ଆମ୍ବୁଲାନସ୍ ଡକା ଯାଇଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁଁ!-->…
Read More...
Read More...
ନାମକୁ ମାତ୍ର କଣ୍ଟେନମେଣ୍ଟ ଜୋନ ଘୋଷଣା, ସବୁଠି ଢିଲାମେଲା !
ବୌଦ୍ଧ,୨୫/୭ - ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ଅବସ୍ଥାକୁ ଆସିଛି । ଜିଲ୍ଲାରେ ୧୨୩ ଜଣ କରୋନା ପଜିଟିଭ ମାନଙ୍କ ମଧ୍ୟରୁ ୫୮ ଲୋକାଲରୁ ଓ ହୋମ କ୍ୱାରେଣ୍ଟାଇନରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯେଉଁ ଅଂଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି!-->…
Read More...
Read More...
ଶିଳ୍ପସଂସ୍ଥାର ପୁନଃରୁଦ୍ଧାର ପାଇଁ ଶିଳ୍ପମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନସ ମାଧ୍ୟମରେ ସମୀକ୍ଷା
ଭୁବନେଶ୍ୱର,୨୫/୭- ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳଙ୍କ ଅନୁରୋଧକ୍ରମେ ଚୌଦ୍ୱାର ଅଞ୍ଚଳରେ ଦୀର୍ଘଦିନ ଧରି ବନ୍ଦ ହୋଇଥିବା ଶିଳ୍ପସଂସ୍ଥାର ପୁନଃରୁଦ୍ଧାର ନିମନ୍ତେ ମାନ୍ୟବର ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୌରହିତ୍ୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ!-->…
Read More...
Read More...
ସହରରେ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁଙ୍କର ଉପଦ୍ରବ
ପାରଳାଖେମୁଣ୍ଡି,୨୫/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁ ଷଣ୍ଢର ଉପଦ୍ରବ ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଯାହା ଫଳରେ ସହରରେ ଟ୍ରାଫିକ ସମସ୍ୟା ସହିତ ଛୋଟ ବଡ଼ ଦୁର୍ଘଟଣା ଘଟିବାର ଦେଖିବାକୁ ମିଳିଛି । ଗାଈ ଗୋରୁ!-->…
Read More...
Read More...
ସହରରେ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁଙ୍କର ଉପଦ୍ରବ
ପାରଳାଖେମୁଣ୍ଡି,୨୫/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁ ଷଣ୍ଢର ଉପଦ୍ରବ ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଯାହା ଫଳରେ ସହରରେ ଟ୍ରାଫିକ ସମସ୍ୟା ସହିତ ଛୋଟ ବଡ଼ ଦୁର୍ଘଟଣା ଘଟିବାର ଦେଖିବାକୁ ମିଳିଛି । ଗାଈ ଗୋରୁ!-->…
Read More...
Read More...