Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବର୍ଷାରେ ଭାଙ୍ଗିଲା ଘର, ସହାୟତା ଦାବି
ବୌଦ୍ଧ :ପ୍ରବଳ ବର୍ଷା ଯୋଗୁଁ ଗତ ରାତିରେ ବୌଦ୍ଧ ଏନଏସି ଅନ୍ତର୍ଗତ ବାପୁଜୀ ନଗର ୱାର୍ଡ ନମ୍ବର୍ ୧୦ ର ମାଘି ନାଏକଙ୍କ ଘର କାନ୍ଥ ଭୁଶୁଡି ପଡିବାରୁ ଘର ମଧ୍ୟରେ ଥିବା ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶ କାରିଗର ମାଘି ନାଏକଙ୍କ ମାଟି!-->…
Read More...
Read More...
କ.ନୂଆଗାଁରେ କରୋନା ପଜିଟିଭ୍ ଚିହ୍ନଟ : ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ପଞ୍ଚାୟତର ୦୮ନଂ ୱାର୍ଡ(ଚଣାପଦର)ରୁ ଜଣେ ଯୁବତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଚିହ୍ନଟ ଯୁବତୀ ଜଣକ ବୌଦ୍ଧ ଲିଙ୍କ ଥିବାବେଳେ କ.ନୂଆଗାଁ ବଜାରରେ ଏକ ରାକ୍ଷୀ ଦୋକାନରେ ବ୍ୟବସାୟୀଙ୍କୁ ସହଯୋଗ!-->…
Read More...
Read More...
ପଲସାଗୋରାରେ ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ପୂଜାର୍ଚ୍ଚନା
ବୌଦ୍ଧ : ବହୁ ଦିନର ପ୍ରତୀକ୍ଷା ଓ ବାଦବିବାଦର ଅବସାନ ପରେ ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣର ଭୂମି ପୂଜନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏ ଅବସରରେ ଆଜି ପଲସାଗୋରା ଠାରେ ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ମିଶି ଶ୍ରୀ ରଘୁନାଥଙ୍କ!-->…
Read More...
Read More...
ଶ୍ରୀ ରାମଲୀଳା ସାଂସ୍କୃତିକ ପରିଷଦ ପକ୍ଷରୁ ଅଖଣ୍ଡ ଦୀପ ପ୍ରଜ୍ୱଳନ
ବୌଦ୍ଧ : ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ବଉଦିଆପଡା ଶ୍ରୀରାମଲୀଳା ସାଂସ୍କୃତିକ ଉନ୍ନୟନ ପରଷଦ ତରଫରୁ ଅଯୋଧ୍ୟାରେ ଶ୍ରୀରାମ ପ୍ରଭୁଙ୍କ ମନ୍ଦିର ନିର୍ମାଣର ଭୂମିପୂଜନ ଉପଲକ୍ଷେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବା ସହ କରୋନା ମହାମାରୀରୁ ଭାରତବର୍ଷକୁ ରକ୍ଷାକରିବା ପାଇଁ ସଦସ୍ୟମାନେ!-->…
Read More...
Read More...
ଲୁଟପାଟ୍ ଘଟଣାରେ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ
ପାଟଣାଗଡ: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁରା ଛକଠାରେ ହୋଇଥିବା ଲୁଟପାଟ ଘଟଣାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ବେଲପଡା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାବାଞ୍ଜି ଥାନା ହୀଆଲ ଗାଁର କ୍ଷୀରମନ ବାଗ(୨୦) ଏବଂ ଦିବାକର ସିପକା(୨୩) ମିଳିଥିବା ସୂଚନା!-->…
Read More...
Read More...
ପୁଣି ରାଜ୍ୟରେ ୧୩୩୭ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ପୁଣି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୧୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ!-->…
Read More...
Read More...
ସମ୍ବଲପୁରରେ ଫୁଟିଛି ବିରଳ ସହସ୍ରଦଳ ପଦ୍ମଫୁଲ: ସମଗ୍ର ଓଡ଼ିଶାରେ ଏହା ଦ୍ବିତୀୟ ଘଟଣା
ସମ୍ବଲପୁର:ଜଣେ ସ୍ଥାନୀୟ ଉଦ୍ୟମୀଙ୍କ ପ୍ରଚେଷ୍ଟାରୁ ସମ୍ବଲପୁର ରେ ହଜାରେ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ଫୁଟାଇବା ସମ୍ଭବ ହୋଇପାରିଛି, ଯାହାକି ଏକ ବିରଳ ଫୁଲ ବୋଲି ଜଣା ପଡିଛି । ସାଧାରଣତଃ ଲୋକେ ଶତଦଳ ପଦ୍ମଫୁଲ କୁ ଶ୍ରଦ୍ଧା ସହକାରେ ଭଗବାନଙ୍କ ପୂଜା ଓ ବିଶେଷକରି ମହାଲକ୍ଷ୍ମୀଙ୍କ ସାମ୍ନାରେ!-->…
Read More...
Read More...
ଆଜି ବୌଦ୍ଧରେ ଗୋଟିଏ କରୋନା ପଜିଟିଭ ଚିହ୍ନଟ, ପ୍ରଶାସନକୁ ମିଳିନି ସୂଚନା !
ବୌଦ୍ଧ,୫/୮ - ଆଜି ବୌଦ୍ଧଜିଲ୍ଲାରେ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ବୌଦ୍ଧଜିଲ୍ଲାରେ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ପଜିଟିଭକୁ ମିଶାଇଲେ ସଂକ୍ରମିତ ସଂଖ୍ୟା ୧୫୨ ହେବା କଥା!-->…
Read More...
Read More...
ଆଜି ନୂଆ ୭୨ ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରରେ ସ୍ଥିତି ଗମ୍ଭୀର ଗତ ୨୪ ଘଣ୍ଟା ମଧ୍ୟରେ କେହି ଆରୋଗ୍ୟ ହୋଇନାହାନ୍ତି
ସମ୍ବଲପୁର,୫/୮ - ଆଜି ସମଗ୍ର ସମ୍ବଲପୁର ଜିଲ୍ଲାରେ ୭୨ ଜଣ ପଜିଟିଭ ଚିହ୍ନଟ ହେବାର ଘୋଷଣା ସହିତ ଏଠାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୮୨୭ରେ ପହଞ୍ଚିଛି । ପୁଣି ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ କେହି ଜଣେ ମଧ୍ୟ କରୋନାରୁ ସୁସ୍ଥ ହୋଇନାହାନ୍ତି, ଯାହାକି ଚିନ୍ତା ବଢ଼ାଉଛି ।!-->…
Read More...
Read More...
ସମ୍ବଲପୁରୀ ସଙ୍ଗୀତ ଜଗତର ସମ୍ରାଟ ସ୍ବର୍ଗତ ଶ୍ରୀ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର ‘ପଦ୍ମ’…
ସୁବର୍ଣ୍ଣପୁର: ସମ୍ବଲପୁରୀ ସଙ୍ଗୀତକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ମହାନ ସାଧକ। ସମ୍ବଲପୁରୀ ସଙ୍ଗୀତ ଜଗତର ସମ୍ରାଟ ସ୍ବର୍ଗତ ଶ୍ରୀ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର 'ପଦ୍ମ' ପୁରସ୍କାରରେ ସମ୍ମାନିତ କରିବା ପାଇଁ ବିଜେପି ଜିଲ୍ଲା ସମ୍ପାଦକ ରାମ ଶଙ୍କର ଭୋଇ କେନ୍ଦ୍ର ପେଟ୍ରୋଲିୟମ!-->!-->!-->…
Read More...
Read More...