Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ: ନାରାୟଣନଗର ଗ୍ରାମରୁ ଆଜି ପୁଣି ୧୦ ପଜିଟିଭ ଚିହ୍ନଟ, ଗାଆଁରେ ପହଞ୍ଚିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ
ବୌଦ୍ଧ,୧୨/୮ : ଆଜି ଜିଲ୍ଲାରେ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତ ପଜିଟିଭ ବୌଦ୍ଧବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ୍ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ!-->…
Read More...
Read More...
ଟ୍ରକ୍ ସହ ଗଞ୍ଜେଇ ଜବତ,ଡ୍ରାଇଭର ଗିରଫ
ବାଲିଗୁଡ଼ା: ଟ୍ରାନ୍ସପୋର୍ଟ ସଂସ୍ଥାର ଟ୍ରକରୁ ୨୦କେଜି ୫୦୦ ଗ୍ରାମର ଗଞ୍ଜେଇ ଜବତ କଲା ପୋଲିସ୍ । ଗଞ୍ଜେଇ ସହ ଟ୍ରକ ଜବତ କରି ଡ୍ରାଇଭର ସାଧୁଚରଣ ମହାପାତ୍ରଙ୍କୁ କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ କରୋନାକୁ ନେଇ ବିଭିନ୍ନ କଟକଣା ଜାରି ହୋଇଥିବା ବେଳେ ନିଶା!-->…
Read More...
Read More...
ଝାରସୁଗୁଡ଼ାର ଶତାଧିକ ଚାଷୀଙ୍କୁ ବେଦାନ୍ତ ଦ୍ୱାରା ଫଳ ଚାରା ବଣ୍ଟନ
ଝାରସୁଗୁଡା: ନିକଟରେ ବେଦାନ୍ତ ଘରପାଖରେ ବଗିଚା ସୃଷ୍ଟି କରିବା ପାଇଁ ଚାଷୀମାନଙ୍କୁ ଏକ ହଜାରରୁ ଅଧିକ ଉତ୍କୃଷ୍ଟ ମାନର ଫଳ ଚାରା ଯୋଗାଇ ଦେଇଛି। କମ୍ପାନୀର ଜୀବିକ ସଂବୃଦ୍ଧି ପକଳ୍ପ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଦୁଇଟି ଲକ୍ଷ ରହିଛି। ଏକପଟେ ଏଥିରୁ ଅମଳ ହୋଇଥିବା ପୁଷ୍ଟିକର ଫଳ ଏବଂ!-->…
Read More...
Read More...
କେଉଁଟିପାଲିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ
ବୌଦ୍ଧ - କଣ୍ଟାମାଳ ବ୍ଲକ୍ କୁଲୁତାଜୋର୍ ଗ୍ରାମ୍ ପଂଚାୟତ ଅନ୍ତର୍ଗତ କେଉଁଟିପାଲି ଗ୍ରାମ ମଧ୍ୟରୁ କରୋନା ପଜିଟିଭ ବାହାରିଥିବା ଜଣା ପଡିବା ପରେ ସରପଞ୍ଚ ପଦ୍ମାବତୀ ରଣା ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ଗତକାଲି ସନ୍ଧ୍ୟା 7 ଘଣ୍ଟା ଠାରୁ ଆସନ୍ତା 14 ତାରିଖ!-->…
Read More...
Read More...
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା
ବୌଦ୍ଧ - ମଙ୍ଗଳବାର ରାତି ପ୍ରାୟ ଘ 9. 30 ମିନିଟ ସମୟରେ ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ମହୀନ୍ଦ୍ରା ଟିୟୁଭି କାର୍ ଓଡି33 8206 ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି l ଗାଡିଟି ତିଲେଶ୍ୱର ପଟରୁ ପେଟ୍ରୋଲ୍ ପମ୍ପ ଆଡକୁ ଆସୁଥିବା ବେଳେ!-->!-->!-->…
Read More...
Read More...
ଚିଲାଖଣ୍ଡି ପୋଲ ଉପରେ ଦୁର୍ଘଟଣା, ସାତ ଘଣ୍ଟା ଧରି ରାସ୍ତା ଜାମ୍
ବୌଦ୍ଧ - ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ 57 ର ହରେକୃଷ୍ଣପୁର ଗ୍ରାମ ନିକଟରେ ଚିଲାଖଣ୍ଡି ପୋଲ ଉପରେ ଗୋଟିଏ ଇଟା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ ସାତ ଘଣ୍ଟା ଧରି ଜାତୀୟ ରାଜପଥ ଜାମ୍ ହୋଇ ଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ରାତି!-->!-->!-->…
Read More...
Read More...
ରାଧା କୃଷ୍ଣ ମନ୍ଦିର ଆଜି ସମ୍ପୂର୍ଣ୍ଣ ଶୁନସାନ
ଫୁଲବାଣୀ:ସ୍ଥାନୀୟ ପୋଲିସ ରିଜର୍ଭ ପଡିଆ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିର ଆଜି ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଛି ନା ଅଛି ଭକ୍ତଙ୍କ ଭିଡ଼ ନା ଶୁଭୁଛି କୋଳାହଳ।କୋଭିଡ ୧୯ର ନିୟମ ଅନୁଯାୟୀ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରାଯାଇଥିଲା ।ପ୍ରତିବର୍ଷ ଏଠାରେ ଜନ୍ମଷ୍ଟାମୀ!-->…
Read More...
Read More...
ପୁଣି ଲଜ୍ଜା : ରାସ୍ତା ଖରାପ ଯୋଗୁଁ ରୋଗୀ ଆଣିନପାରି ଫେରିଲା ଆମ୍ବୁଲାନସ
ବୌଦ୍ଧ,୧୧/୮ - କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଉତ୍ତୁର୍ଲା ଗ୍ରାମର ଜଣେ ରୋଗୀଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ଆଣିବା ପାଇଁ ୧୦୮ ଆମ୍ବୁଲାନସ୍ ଡକାଯାଇଥିଲା । ରୋଗୀଙ୍କୁ ଆଣିବା ପାଇଁ ଆମ୍ବୁଲାନସ୍ ସାଙ୍ଗେସାଙ୍ଗେ ବାହାରିଥିଲା କିନ୍ତୁ ପହଁଚି ପାରିଲା ନାହିଁ ରୋଗୀଙ୍କ!-->…
Read More...
Read More...
ବିଶୋଧନ ହେଉନି ସ୍କୁଲ, ଚିନ୍ତାରେ ଶିକ୍ଷକ ଓ ଅଭିଭାବକ
ଜହ୍ନାପଙ୍କ,୧୧/୮ – ଗତ ମେ ମାସରେ ବୌଦ୍ଧବ୍ଲକ ତେଲିବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଥିଲା । ଯାହାଫଳରେ ରାଜ୍ୟବାହାରୁ ଆସିଥିବା ପ୍ରବାସୀ ଶ୍ରମିକ ୨୧ଦିନ ଏଠାରେ ରହି ନିଜନିଜ ଘରକୁ ଫେରିଥିଲେ । ସେହି ପରିପ୍ରେକ୍ଷୀରେ ତେଲିବନ୍ଧ ଅସ୍ଥାୟୀ!-->…
Read More...
Read More...
ଜନଦାବିରୁ ନୂଆଖାଇ ଦିନ ସଟଡାଉନ ବାତିଲ ହେଲା
ସମ୍ବଲପୁର:ଜନଦାବିକୁ ଆଖି ଆଗରେ ରଖି ଜିଲ୍ଲାପାଳ ଶୁଭମ ସକସେନା ଆଜି ତାଙ୍କର ପୂର୍ବ ଘୋଷଣା ରେ କିଛି ସ°ଶୋଧନପୂର୍ବକ ଆଗାମୀ ୧୫, ୨୨ ଓ ୨୩ ଅଗଷ୍ଟ ଦିନ ସଟଡାଉନ ବାତିଲ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏବର୍ଷ ଗଣେଶ ପୂଜା ପଡୁଛି ଶନିବାର ୨୨ ଅଗଷ୍ଟ ଦିନ ଓ ତହିଁ ଆରଦିନ ରବିବାର ରେ!-->…
Read More...
Read More...