Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଶରୁ ଜଣାପଡିବ କରୋନା
ଭୁବନେଶ୍ୱର ୨୩ ।୦୭: କାଶରୁ କରୋନା ଜଣାପଡିବ ବୋଲି ଗବେଷଣା କରି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସେ କହିଛନ୍ତି ସାଧାରଣ କାଶ ଓ କରୋନା କାଶ ମଧ୍ୟରେ ପାର୍ଥକ୍ୟ ରହିଛି । ବିଭିନ୍ନ କାଶର ଶବ୍ଦକୁ ରେକର୍ଡ କରାଯାଉଛି । ଏଥିପାଇଁ ଏକ ଆପ୍ସ ମଧ୍ୟ ବିକଶିତ!-->…
Read More...
Read More...
କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍ ସ୍ୱସ୍ତିକ୍’ : ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଲେ ସୁରକ୍ଷା ଉପକରଣ
ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ବାଜି ଲଗାଇ!-->…
Read More...
Read More...
ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କୁ ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକଙ୍କ ଶୁଭେଚ୍ଛା
ଫୁଲବାଣୀ : ଚଳିତ ବର୍ଷ ରାଜ୍ୟସଭାକୁ ସମଗ୍ର ଦେଶରୁ ୬୧ଜଣ ରାଜ୍ୟସଭା ପାର୍ଥୀ ରୂପେ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ରାଜ୍ୟସଭା ପାର୍ଥୀ ରୂପେ ଓଡିଶାରୁ ୪ଜଣ ମନୋନୀତ ହୋଇ ମାର୍ଚ୍ଚ ୧୯ରେ ପ୍ରମାଣ ପତ୍ର ପାଇବା ପରେ ଏପ୍ରିଲ ୪ତାରିଖରେ ଶପଥ ନେବାର ଥିଲା କିନ୍ତୁ କରୋନା ମହାମାରୀର କବଳରେ!-->…
Read More...
Read More...
ଗଜପତିରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭୫ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଆକ୍ଟିଭ ସର୍ଭିଲେନ୍ସରୁ ୪୧ଜଣ, କଣ୍ଟେଟମେଣ୍ଟ ଜୋନରୁ ୮ ଜଣ, ପ୍ରାଇମେରୀ କଣ୍ଟାକ୍ଟରୁ ୧୦, କୋଭିଡ ଯୋଦ୍ଧା ୧୫ ଜଣ ଓ ଜଣେ ମେଡିକାଲ କର୍ମଚାରୀ!-->…
Read More...
Read More...
ରାଉରକେଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି
ରାଉରକେଲା : ରାଉରକେଲା ସହରର ଆଇଜିଏଚରେ ହେବ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଏହି ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଥିôବା ଗୁରୁତର ରୋଗି ମାନଙ୍କୁ ରାଉରକେଲାର ଆଇଜିଏଚରେ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ଏଥିସହ ରାଉରକେଲାରେ!-->…
Read More...
Read More...
୧୦ ବର୍ଷ ହେଲା ନଳକୂଅରେ ହୋଇପାରୁନି ଚାନ୍ଦିନୀ, ଲୋକେ ପିଉଛନ୍ତି ଦୂଷିତ ପାଣି
ଜହ୍ନାପଙ୍କ : ବୌଦ୍ଧ ବ୍ଲକ ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦରପୁର ବାରିକ ସାହିରେ ୨୦୧୦ ମସିହାରେ ଖୋଳାଯାଇଥିବା ନଳକୂଅରେ ଚାନ୍ଦିନୀ ନିର୍ମାଣ ହୋଇପାରୁ ନଥିବାରୁ ଏହା ଚତୁଃପାଶ୍ୱର୍ରେ ପାଣି ଜମି ରହୁଛି । ସେହି ପାଣି ପରୋକ୍ଷରେ ପୁଣି ମାଟି ଭିତରକୁ ଯାଉଛି । ଏହି ନଳକୂଅର ପାଣିକୁ!-->…
Read More...
Read More...
କଣ୍ଟେନମେଣ୍ଟ ଜୋନରେ ଘରକୁଘର ବୁଲି ଦିଆଯାଉଛି ପରିବା ଓ ଅନ୍ୟାନ୍ୟ ଜିନିଷ
ଫୁଲବାଣୀ: କନ୍ଧମାଳ ଜିଲାରେ କରୋନା ସଂକ୍ରମଣ ତୀବ୍ରଗତିରେ ବଢୁଥିବାରୁ ଜିଲା ପ୍ରଶାସନ ତରଫରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଫୁଲବାଣୀ ଏବଂ ବାଲିଗୁଡା ସହରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଷୋଷଣା କରାଯାଇଛି । ସେଥିପାଇଁ ଏହି ଅଂଚଳର ଲୋକଙ୍କୁ ସେମାନଙ୍କର ଘରୁ ବାହାରିବାକୁ ବାରଣ କରାଯିବା!-->…
Read More...
Read More...
ଅଗ୍ନି ବିପନ୍ନ ପରିବାରକୁ ହଜାରେ ଟଂକାର ସହାୟତା ଦେଲେ ବିଡିଓ
ବୌଦ୍ଧ,୨୩/୭ - ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଶରଧାପୁର ହରିଜନ ସାହିର ଅଲେଖ କଲତାଙ୍କ ଘର ଅଗ୍ନି କାଣ୍ଡ ଘଟି ପୋଡି ଯାଇଥିଲା । ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ପଞ୍ଚାୟତ ତରଫରୁ କ୍ଷତିଗ୍ରସ୍ତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ!-->…
Read More...
Read More...
ଜଙ୍ଗଲ ପାହାଡର ବର୍ଷାଜଳ ପଶିଲା ଗାଁ ଭିତରେ
ବୌଦ୍ଧ,୨୩/୭ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ବିଋଗଡ ଗ୍ରାମ ମଧ୍ୟରେ ନିକଟରେ ଥିବା ଜଙ୍ଗଲ ପାହାଡର ବର୍ଷା ଜଳ ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମନୁଷ୍ୟକୃତ ବନ୍ୟା ଯୋଗୁଁ ଗାଁ ପାଣି ଘେରରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା!-->…
Read More...
Read More...
ବୌଦ୍ଧ : ଆଜିର ୨ ପଜିଟିଭକୁ ମିଶାଇ ଆକ୍ରାନ୍ତ ସଂଖ୍ୟା ୮୨ ହେଲା
ବୌଦ୍ଧ,୨୩/୭ - ପୁର୍ବରୁ ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨ ଜଣ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୮୨ ରେ ପହଞ୍ଚିଲା । ନୂତନ ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବୌଦ୍ଧବ୍ଲକ୍ ବାଉଁଶୁଣି ଥାନା ଗୁନ୍ଦୁଳିିଆ ଗ୍ରାମର ଓ ସେ ଗୁନ୍ଦଳିିଆ କ୍ୱାରେଣ୍ଟାଇନ!-->…
Read More...
Read More...