Browsing Category

ରାଜ୍ୟ

ଗଜପତିରେ ପୁଣି ୨୦ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୨୦ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ଜଣେ, ପାରଳା ପୌର ପରିଷଦରୁ ୧୨ ଜଣ, ଆର ଉଦୟଗିରି ବ୍ଲକରୁ ୫ ଜଣ ମୋହନା ବ୍ଳକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ପଜିଟିଭି
Read More...

କଳାଜାଇରୁ ଜାଣନ୍ତୁ ମଣିଷର ବ୍ୟକ୍ତିତ୍ୱ

ଶାସ୍ତ୍ରରେ ଶରୀରରେ ଥିବା କଳାଜାଇ ବା ତୀଳଚିହ୍ନର ବହୁତ ମହତ୍ୱ ରହିଛି । ନାଲିଜାଇ ଶରୀର ଯେକୌଣସି ଅଙ୍ଗରେ ଥିଲେ ତାହା ଶୁଭ ଫଳଦାୟକ ହୋଇଥାଏ । କିନ୍ତୁ କଳାଜାଇ ଶୁଭ ବି ଥାଏ ଏବଂ ଅଶୁଭ ଥାଏ । ତୀଳଚିହ୍ନର ମଧ୍ୟ ସମାନ ମହତ୍ୱ ରହିଛି । ଯଦି ଆପଣଙ୍କ ଶରୀରରେ କଳାଜାଇ ବା ତୀଳଚିହ୍ନ ଅଛି ତେବେ
Read More...

ରାଜ୍ୟରେ ପୁଣି ୧୩୪୧ ନୂଆ ପଜିଟିଭ ଚିହ୍ନଟ, କରୋନା ନେଲା ୧୦ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ ୧୩୪୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୭୯୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ
Read More...

ବୌଦ୍ଧ: କଣ୍ଟାକ୍ଟ ଟ୍ରେସିଂ ତାଲିକା ମଧ୍ୟରୁ ପୁଣି ୧୦ ପଜିଟିଭ ଚିହ୍ନଟ

ବୌଦ୍ଧ,୧୧/୮ : ଆଜି ନୂତନ ଭାବରେ ପୁଣି ୧୦ ଜଣ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତ ପଜିଟିଭ ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଶାଶୁ ସଂକ୍ରମିତ ହେଲେ ବୋହୁଙ୍କୁ ନେଲେ କୋଭିଡ୍‌ ହସ୍ପିଟାଲ

ସୋନପୁର : ଗତକାଲି ସୋନପୁର ସଦର ପଟାଭାଡି ୱାର୍ଡ ନଂ ୧୦ ର ଗୋଟିଏ ପରିବାରର ମାଁ ଓ ପୁଅ ସଂକ୍ରମିତ ଜଣାପଡିବାପରେ ଦାୟିତ୍ୱରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟବିଭାଗର କର୍ମଚାରୀ ଉକ୍ତ ପରିବାରର ମାଁଙ୍କୁ ଛାଡି ପୁଅ ଓ ବୋହୁଙ୍କୁ ଜୋର କରି କୋଭିଡ୍‌ ହସ୍ପିଟାଲକୁ ନେଇଯାଇଥିଲେ । ସ୍ୱାସ୍ଥ୍ୟ ବିଭାଗର
Read More...

କଟକଣା ମଧ୍ୟରେ ଭକ୍ତି ଓ ନିଷ୍ଠାର ସହ ଜନ୍ମାଷ୍ଟମୀ ବ୍ରତ ପାଳିତ

ବୌଦ୍ଧ,୧୧/୮ - କରୋନା ମହାମାରୀ ଯୋଗୁଁ ଅନେକ ପର୍ବପର୍ବାଣୀ ଓ ଓଷା ବ୍ରତ ପାଳନ ଗତ ୫ ମାସ ଧରି ପ୍ରଭାବିତ ହେଉଛି । ଆଜି ପବିତ୍ର ଜନ୍ମାଷ୍ଟମୀ ବ୍ରତ । ବୌଦ୍ଧ ଜିଲ୍ଲାରେ ଲକ୍‌ ଡାଉନ ଓ ସଟ୍‌ ଡାଉନରେ ଗତକାଲି ଠାରୁ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ଟା ଯାଏଁ ଟିକିଏ କୋହଳ ହୋଇଥିଲେ ମଧ୍ୟ
Read More...

ହରଭଙ୍ଗାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ଦାବି

ବୌଦ୍ଧ,୧୦/୮ - ବୌଦ୍ଧ ଗଡଜାତ ଅମଳରୁ ହରଭଙ୍ଗା ବିଶେଷ ମହତ୍ୱ ରଖିଆସିଛି । ବୌଦ୍ଧ ଗଡଜାତର ଏକ ପ୍ରମୁଖ ବ୍ୟବସାୟୀକ ଓ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଥିଲା । ରାଜା ନାରାୟଣ ପ୍ରସାଦ ଦେବଙ୍କ ଶାସନ କାଳରେ ହରଭଙ୍ଗାରେ ପୋଲିସ ଥାନା, ପ୍ରାଥମିକ ବିଦ୍ୟାଳୟ ଓ ଡାକ୍ତରଖାନା ଆଦି ପ୍ରତିଷ୍ଠା
Read More...

ନିଜ ପରିଚୟ ଦେଇପାରୁନଥିବା ଯୁବକ ଉଦ୍ଧାର

ବୌଦ୍ଧ,୧୦/୮ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଶ୍ୟାମସୁନ୍ଦରପୁର୍‌ ଗ୍ରାମକୁ କେଉଁ ଆଡୁ ଚାଲି ଆସିଥିବା ଓ ମାନସିକ ସ୍ଥିତି ଭଲନଥିବା ଜଣେ ଯୁବକଙ୍କୁ ବୌଦ୍ଧ ଥାନା ପୋଲିସ୍‌ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜଣେ ଯୁବକ ଲୁଙ୍ଗିଟିଏ ପିନ୍ଧି ସାଂପୋଚ ଗ୍ରାମ ପଂଚାୟତ
Read More...

ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ୫୧ୟୁନିଟ ରକ୍ତ ସଂଗ୍ରହ

ଫୁଲବାଣୀ:ସ୍ଥାନୀୟ ରକ୍ତଭଣ୍ଡାରଠାରେ ବିଜୁ ଜନତାଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଶିବିରକୁ ଉଦଘାଟନ କରିଥିଲେ । ବର୍ତମାନ ପରିସ୍ଥିତିରେ ସମଗ୍ର ଓଡ଼ିଶା କରୋନା ମହାମାରୀ ଦ୍ୱାରା କବଳିତ ହୋଇଥିବା ବେଳେ
Read More...

କନ୍ଧମାଳରେ ଆଜି ପୁଣି ୧୭କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଫଳରେ ପ୍ରଶାସନ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଆଜି କନ୍ଧମାଳ ରେ ପୁଣି ୧୭କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୯୧୬ରେ ପହଂଚିଛି।ସେଥିରୁ ଆଜି
Read More...