Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କୁ ଲୋଇସଂହା ବିଧାୟକଙ୍କ ପତ୍ର
ବଲାଙ୍ଗୀର : ଦାଦନ ପ୍ରବଣ ଲୋଇସଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ One nation one ration card ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ବିଧାୟକ ଡ ମୁକେଶ ମହାଲିଙ୍ଗ ଚିଠି ଲେଖିଛନ୍ତି । ପତ୍ର ସଂଖ୍ୟା 273 ତା15-07-20ରେ ମାନ୍ୟବର ବିଧାୟକଙ୍କ ଯୁକ୍ତି ଅନୁସାରେ!-->…
Read More...
Read More...
ଅସହାୟ ବାସହୀନ ଦୁଇ ପରିବାର ନିକଟରେ ପହଁଚିଲା ସମର୍ପିତ ଓଡିଶା
ଦୁଇଟି ଅସହାୟ ବାସହୀନ ପରିବାର ସେଥିରେ ପୁଣି କୁନି କୁନି ତିନିଟି ଛୁଆ।ଦେଢ଼ମାସ ହେଲା ପେଟଭରି ଖାଇବାକୁ ପାଇନାହାନ୍ତି କି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ, କ୍ୟାପିଟାଲ ହସ୍ପିଟାଲ ପାଖ ରାସ୍ତାକଡରେ ଵିତୁଛି ଜୀବନ।ଏହି ଖବର ଗଣମାଧ୍ୟମ ରୁ ପାଇଲା ପରେ ସମର୍ପିତ ଓଡ଼ିଶା ସ୍ୱେଚ୍ଛାସେବୀ!-->…
Read More...
Read More...
ରାଜଧାନୀର ବିଚ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର ୨୧ ।୭: ରାଜଧାନୀ ଭୁବନେଶ୍ୱର ସମେତ ଏବେ ୪ଟି ଜିଲ୍ଲାରେ ୧୪ଦିନିଆ କଡାକଡି ଲକଡାଉନ ପାଳନ ହେଉଛି । କିନ୍ତୁ ଏଭଳି ସମୟରେ ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଓଭରବ୍ରିଜର ରାଜରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଛନ୍ତି । ଖବରପାଇ ପୁଲିସ!-->…
Read More...
Read More...
ବୟସ ୯୫; କରୋନାକୁ କଲେ ପରାସ୍ତ
ଭୁବନେଶ୍ୱର ୨୧ ।୭: ବୟସ ୯୫ ସରିକି, ଚର୍ମ ଧୁଡଧୁଡ ତଥାପି ଏହି ବୟସର ଜଣେ କରୋନା ଆକ୍ରାନ୍ତ ଉଦୟ ନାଥ ବିଶୋୟୀ କରୋନାରୁ ସୁସ୍ଥ ହୋଇ କରୋନାକୁ ଜିତିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ସରକାର ସବୁ କଳବଳ ଲଗାଇ!-->…
Read More...
Read More...
ଭୁବନେଶ୍ୱରରୁ ଆଉ ୨୧କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ନୂଆ ୨୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫ଜଣ ଲୋକାଲ କଣ୍ଟାକ୍ଟ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ଗୁଡିକ ମଧ୍ୟରୁ!-->…
Read More...
Read More...
ବିଜୟଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ବିଦାୟ
ଭୁବନେଶ୍ୱର ୨୧ ।୭: ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ବିଜୟ ମହାନ୍ତିଙ୍କୁ ଆଜି ସତ୍ୟନଗର ଶ୍ମସାନ ଘାଟରେ ଭାବପୂର୍ଣ୍ଣ ଅଶ୍ରୁଳ ବିଦାୟ ଦିଆଯାଇଛି । କୋଭିଡ-୧୯ କରୋନା ମହାମାରୀ ପାଇଁ କଠୋର କଟକଣା ଥିଲେ ମଧ୍ୟ ସାଧାରଣ ଲୋକଙ୍କର ତାଙ୍କ ପ୍ରତି କେତେ ଭଲ ପାଇବା ଥିଲା ତାହା!-->…
Read More...
Read More...
କୁଲିଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା
ରାଉରକେଲା : ଦିନ ରାତି ଯାତ୍ରୀଙ୍କ ଭିଡ ଓ କୋଳାହଳରେ ଫାଟି ପଡୁଥିବା ଷ୍ଟେସନର ପ୍ଲାଟଫର୍ମ ଏବେ ଖାଁ ଖାଁ । କେବଳ ହାତଗଣତି କେଇଜଣ ରେଳ ସୁରକ୍ଷା କର୍ମୀ ଡ୍ୟୁଟି କରୁଛନ୍ତି । ଏସବୁ ଭିତରେ ଷ୍ଟେସନରେ ରାତି ଦିନ ଝାଳବୁହା ପରିଶ୍ରମ କରୁଥିବା କୁଲିଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା ।!-->…
Read More...
Read More...
ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଥାନ ନାହିଁ, କାର୍ଯ୍ୟାଳୟ ପରିସରରେ ହେଉଛି ଟେଷ୍ଟିଂ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହିଥିବାର ଦେଖିବାକୁ ମିଳିଛି । ଏଠାରେ ଦୀର୍ଘ ଦିନ ହେଲା ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ନାହାଁନ୍ତି । ତେଣୁ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପ!-->…
Read More...
Read More...
ବାଙ୍ଗାଲୋର ଗ୍ୟାସ୍ ସିଲିଣ୍ଡର୍ ଫାଟିବା ଘଟଣା: ପ୍ରଶାସନ ସହଯୋଗରେ ଗାଁରେ ପହଞ୍ଚିଲା ତିନି ଜଣଙ୍କ ମର ଶରୀର
ଦାରିଙ୍ଗବାଡି: ବାଙ୍ଗାଲୋର ଠାରେ ଗତ ୧୪ ତାରିଖ ମଙ୍ଗଳବାର ରାତିରେ ଏକ ଘରେ ଥିବା ରନ୍ଧନ ଗ୍ୟାସ ସିଲିଣ୍ଡର ହଠାତ୍ ବିସ୍ଫୋରଣ ଘଟଣାରେ ୪ଜଣଙ୍କର ମୃତ୍ୟ ଘଟିଥିଲା । ଚାରିଜଣଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ଦୁଇ ଜଣ ଯୁବତୀ ଥିବାବେଳେ କୋଟଗଡ ବ୍ଲକର ଜଣେ!-->…
Read More...
Read More...