Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ : ଡବଲ୍ ସେଞ୍ଚୁରୀ ମାରିଲା କରୋନା
ବୌଦ୍ଧ,୮/୮ - ଆଜି ପୁଣି ନୂତନ ୭ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ଡବଲ୍ ସେଞ୍ଚୁରୀ ମାରିଥିବା ଜଣାପଡିଛି । ପୂର୍ବରୁ ୧୯୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭ଜଣ ଚିହ୍ନଟଙ୍କୁ ମିଶାଇ ୨୦୩ରେ ପହଞ୍ଚିଛି । ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ!-->…
Read More...
Read More...
ରାଜ୍ୟରେ ପୁଣି ୧୬୪୩ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୪୪୧୯୩କୁ ଛୁଇଁଲା
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି । ଏହି କ୍ରମରେ ଆଜି ରାଜ୍ୟରେ ପୁଣି ୧୬୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୧୮ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୬୨୫ ଲୋକାଲ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ!-->…
Read More...
Read More...
ଦାସିଙ୍ଗବାଡ଼ିରୁ ୩ ଚିହ୍ନଟ, ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ିରୁ ପଜିଟିଭ ଚିହ୍ନଟ : ଦାରିଙ୍ଗବାଡ଼ି,ଦାସିଙ୍ଗବାଡ଼ି ଓ…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ଅଂଚଳରୁ ୩ଜଣ ପଜିଟିଭ ଏବଂ ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ି ରାଜସ୍ୱ ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଂଚଳକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି ।!-->…
Read More...
Read More...
କଣ୍ଟିଆପାଲି ଓ ଟିକିରାପଡା ହେଲା କଣ୍ଟେନମେଣ୍ଟ ଜୋନ
ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଶିମିଳିପଦର ଗ୍ରାମ ପଂଚାୟତର କଣ୍ଟିଆପାଲି ଗ୍ରାମରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମକୁ ଆଜି ସକାଳ ୭ ଘଣ୍ଟା ଠାରୁ ୧୦ ତାରିଖ ମଧ୍ୟରାତ୍ରୀ ଯାଏଁ ସରପଞ୍ଚ ପରିମିତା ସେଠୀ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ସେହିପରି ବୌଦ୍ଧ ବ୍ଲକ୍!-->…
Read More...
Read More...
୭୪ ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆନ୍ଧ୍ରବ୍ୟାଙ୍କ ନିଯୁକ୍ତି ତାଲିମ କେନ୍ଦ୍ରଠାରେ ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
Read More...
Read More...
ଧାର ଟଂକା ମଗାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ଅଭିଯୋଗ
ବୌଦ୍ଧ - ମନମୁଣ୍ଡା ଥାନା ଝିଙ୍କର ପାଲି ଗ୍ରାମରେ ଧାର ଟଂକା ମଗାକୁ କେନ୍ଦ୍ର କରି ଗଣ୍ଡଗୋଳ ହେବା ସହ ହତ୍ୟା ଧମକ ଦିଆ ଯାଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାୟୀ ଝିଙ୍କର ପାଲି ଗ୍ରାମର ରଘୁନାଥ କରଙ୍କ ନିକଟରୁ ଗ୍ରାମର ହିମାଂଶୁ କର ବାର ହଜାର ଟଙ୍କା ଧାର ନେଇ ଥିଲେ l!-->…
Read More...
Read More...
ପନ୍ଦର ବର୍ଷ ହେଲା ରାସ୍ତାକୁ ଅଣଦେଖା ଅଭିଯୋଗ
ବୌଦ୍ଧ -ବଉଦ ବ୍ଲକ୍ ମନୁପାଲି ଗ୍ରାମ ପଂଚାୟତର ଡିଗୀ ଗ୍ରାମରୁ ମୁଣ୍ଡି ପଦରକୁ ଯାଇଥିବା ପଂଚାୟତ ରାସ୍ତାରେ ପନ୍ଦର ବର୍ଷ ହେଲା ମାଟି କିମ୍ବା ମୋରମ ମୁଠାଏ ପଡି ନଥିବା ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ମନୁପାଲି ଗ୍ରାମ ପଂଚାୟତର ଡିଗୀ ଗ୍ରାମ!-->…
Read More...
Read More...
ବ୍ଲଡ଼ କ୍ୟାନସର ପିଡିତ ଶିଶୁକୁ ଚିକିତ୍ସା ସହାୟତା ଦାବି
ବୌଦ୍ଧ - ବଉଦ ବ୍ଲକ୍ ବହିରା ଗ୍ରାମ ପଂଚାୟତ ଅନ୍ତର୍ଗତ ସଦେଇପୁର ଗ୍ରାମର ଚାରି ବର୍ଷର ଶିଶୁ ବ୍ଲଡ଼ କ୍ୟାନସର ଭଳି ରୋଗରେ ପୀଡିତ ହେବା ପରେ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି l ପିତା କାର୍ତ୍ତିକ ବେହେରା ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ଦୀର୍ଘ ଦିନ ଧରି ପୁଅର ଚିକିତ୍ସା ପାଇଁ ବୌଦ୍ଧ!-->…
Read More...
Read More...
ବୌଦ୍ଧ : ଆସନ୍ତା ୭ ଦିନ କୋହଳ ହେବ କଟକଣା
ବୌଦ୍ଧ,୭/୮ - ଜନସାଧାରଣଙ୍କ ଆବଶ୍ୟକତାକୁ ଓ ଅନୁରୋଧକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଗାମୀ ସପ୍ତାହ ପାଇଁ ଜିଲ୍ଲାରେ ଲାଗୁ ହୋଇଥିବା କଟକଣାକୁ ଟିକିଏ କୋହଳ କରିଛନ୍ତି । ଆସନ୍ତା ଅଗଷ୍ଟ ୧୦ ତାରିଖ ଠାରୁ ୧୬ ତାରିଖ ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସକାଳ ୭!-->…
Read More...
Read More...
କନ୍ଧମାଳରେ ଆଜି ପୁଣି ୧୬କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ,୭/୮- ଆଜି କନ୍ଧମାଳରେ ପୁଣି ୧୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୭୮୮ରେ ପହଞ୍ଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୪୪୨ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି । ଜିଲ୍ଲାରେ ୩ ଜଣଙ୍କ କରୋନାରେ ମୃତ୍ୟୁ!-->…
Read More...
Read More...