Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରକାରୀ ସୁବିଧାରୁ ବଞ୍ଚିତ ଧାମନଡ଼ଙ୍ଗାବାସୀ
କଣ୍ଟାବାଞ୍ଜି,୭/୮- ସରକାର ଗରିବ ଜନସାଧାରଣଙ୍କ ପେଟକୁ ଆହାର ଲକ୍ଷ୍ୟରେ ଟଙ୍କିକିଆ ଚାଉଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । ସେହିପରି ମୁଣ୍ଡ ଗୁଞ୍ଜିବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଅଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଅନେକ ଉପକୃତ ହେଉଛନ୍ତି, କିନ୍ତୁ!-->…
Read More...
Read More...
“ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କୋଡିନେଟର୍…
ଭୁବନେଶ୍ୱର :ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ "ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ' କାର୍ଯ୍ୟକ୍ରମର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କୋଡିନେଟର୍ ଭାବରେ ବାଣୀବିହାର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିବାରୁ ଓଡିଶା ମୋ!-->…
Read More...
Read More...
ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ : ସୃଷ୍ଟି ୬ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପୁଲିସରେ ୯୦୫ଟି ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ ଦେଇଛନ୍ତି । ୨୨୦ଟି ପୁଲିସ ଷ୍ଟେସନ ପାଇଁ ଏହି ୯୦୫ ପଦବୀ ପୂରଣ ହେବା ସହିତ ୬ଟି ନୂଆ ଆଉଟପୋଷ୍ଟକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି । ୬ଟି ନୂଆ ଆଉଟପୋଷ୍ଟକୁ ଅଧିକ ମଜବୁତ କରିବାକୁ ନେଇ!-->…
Read More...
Read More...
ଅଗଷ୍ଟ ଶେଷ ସପ୍ତାହରେ ବସିପାରେ ବିଧାନସଭା
ଭୁବନେଶ୍ୱର : ଚଳିତ ମାସ ଶେଷ ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ ଆହ୍ୱାନ କରାଯାଇପାରେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେ ନେତା ସନ୍ତୋଷ ସିଂ ସାଲୁଜା । ଶ୍ରୀ ସାଲୁଜା କହିଛନ୍ତି ଯେ, ଦୁଇଦିନ ତଳେ ସେ ବିଧାନସଭାର ଅଧିବେଶନ ଆହ୍ୱାନ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ!-->…
Read More...
Read More...
ତିନି ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର : ମୌସୁମୀ ବର୍ଷାର ଲୁଚକାଳି ପରେ ଲଘୁଚାପ ବର୍ଷା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସନା ଆଣି ଦେଇଛି । ଆସନ୍ତା ୯ ତାରିଖରୁ ଆସୁଥିବା ଅନ୍ୟ ଏକ ଲଘୁଚାପ ତିନିଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଥିସହ ଆସନ୍ତାକାଲି ପାଇଁ!-->…
Read More...
Read More...
ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ନେଇ ଗଠିତ ହେଲା “ସୁପକାର ସଂଘ”
ବଲାଙ୍ଗିର : ଆଜି ସ୍ଥାନୀୟ ବରପାଲି ପଡା ମାନସି ମଣ୍ଡପ ଠାରେ ବଲାଙ୍ଗିର ଓ ସୋନପୁର ଜିଲ୍ଲ୍ାର ମିଳିତ ପ୍ରଚେଷ୍ଟାରେ ସୁପକାର ସଂଘ ଗଠିତ ହୋଇଯାଇଛି । କରୋନା ସମୟରେ କୋଭିଡ ନିୟମ ପାଳନ ସହ ସାମାଜିକ ଦୂରତାକୁ ରକ୍ଷା କରି ଉଭୟ ଜିଲ୍ଲାର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ସଭା ଅନୁଷ୍ଠିତ!-->…
Read More...
Read More...
ନିଜସ୍ୱ ଉଦ୍ୟମରେ ସାହିକୁ ସାନିଟାଇଜ୍ କଲେ କ.ନୂଆଗାଁର ସଚେତନଶୀଳ ନାଗରିକ
କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ .ନୂଆଗାଁର ଚଣାପଦର ଗ୍ରାମରୁ କରୋନା ପଜିଟିଭ୍ ଚିହ୍ନଟ ପରେ ଚଣାପଦରକୁ ସଂପୂର୍ଣ ରୁପେ ସାନିଟାଇଜ କରାହୋଇନଥିବା ଅଭିଯୋଗ ଆଣିଛନ୍ତି ଅଂଟଳବାସୀ । ପ୍ରଶାସନ ତରଫରୁ ଆଖିଦୃଶିଆ କେତୋଟି ଘରକୁ ସାନିଟାଇଜ କରି ଚୁପ ରହିଥିବା ବେଳେ ଆତଙ୍କିତ ଅବସ୍ଥାରେ!-->…
Read More...
Read More...
ଆଜି ସମ୍ବଲପୁରରେ ୩୯ ଜଣ ନୂଆ ପଜିଟିଭ ଚିହ୍ନଟ, ଜଣେ ମୃତ
ସମ୍ବଲପୁର,୭/୮- ଆଜି ସମ୍ବଲପୁର ଜିଲ୍ଲାରେ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ପୂର୍ବରୁ ଶ୍ୱାସରୋଗରେ ପୀଡ଼ିତ ଥିଲେ ଓ ତାଙ୍କର ପୁଅକୁ ଗତ କିଛିଦିନ ପୂର୍ବେ ଏକ ଅପହରଣ ମାମଲାର ଚୋରି ସୁନା ଅଳଙ୍କାର!-->…
Read More...
Read More...
୧୦ଦିନ ହେବ ଅନ୍ଧାରରେ ଦେଓଝର ବାସୀ
ଯୋଡା :ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତ ଦେଓଝର ଗ୍ରାମବାସୀମାନେ ୧୦ଦିନ ହେବ ଅନ୍ଧାରରେ ରହିଆସୁଛନ୍ତି । ଦୀର୍ଘ ଦିନ ହେବ ଏହି ଗ୍ରାମଟି ଅନ୍ଧାରରେ ରହୁଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜିନ୍ଦଲ କମ୍ପାନୀ ଦେଓଝର ପଞ୍ଚାୟତର ତାରିଣୀ ମନ୍ଦିର ଛକ ନିକଟରେ ୬୩ କେଭିର ଏକ!-->…
Read More...
Read More...
କାନ୍ଥ ଭୁଶୁଡି ଦୁଇ ଆହତ
ବୌଦ୍ଧ,୭/୮ – କଣ୍ଟାମାଳ ବ୍ଲକ ଗରିଆପାଲି ଗାଁରେ ଅଘଟଣ । ଗତକାଲିର ପ୍ରବଳ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଲେ ଗାଁର ପ୍ରଦୀପ ଗରିଆ ଓ ତାଙ୍କ ପୁଅ । ଗତ ରାତିରେ ଘରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘରର ମାଟି କାନ୍ଥ!-->…
Read More...
Read More...