Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଲାଙ୍ଗୀରରୁ ଆଜି ଚିହ୍ନଟ ହୋଇଛନ୍ତି 43 ଆକ୍ରାନ୍ତ
ବଲୀଙ୍ଗୀର,୮/୮ - ଲକ୍ ଡାଉନ୍ ପ୍ରଥମ ଦିନ ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ବୁଲୁଛିଆଜି ରାଜ୍ୟରେ ଚିହ୍ନଟ ହୋଇଥିବା 1643ରେ ବଲାଙ୍ଗୀର ଜିଲ୍ଲାର ଅଛନ୍ତି 43ଜଣ । ଏହା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 631 । 399ଜଣ ସୁସ୍ଥ ହେଲେଣି ଓ 232 ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଆଜିର!-->…
Read More...
Read More...
ଅତି ଦୟନୀୟ ଅବସ୍ଥାରେ କଣ୍ଠ ଦେଇ ବିଶି, ପଡ଼ିବ କେବେ ସରକାରଙ୍କ ଦୃଷ୍ଟି !
ପାଟଣାଗଡ଼,୮/୮ - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବାଲିପଟା ପଞ୍ଚାୟତ ବାଲିପଟା ଗାଁ ର ବିଧବା ମହିଳା କଣ୍ଠଦେଇ ବିଶି (୪୫) ଅତି ଦୟନୀୟ ଅବସ୍ଥାରେ ଝାଟିମାଟି କୁଡ଼ିଆ ଘରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ।। ତାଙ୍କର ସ୍ବାମୀ ଦେହାନ୍ତ ପରେ ସେ ଦୁଃଖ କଷ୍ଟ ଚଲାଉଥିବା କହିଛନ୍ତି ।।!-->…
Read More...
Read More...
କନ୍ଧମାଳରେ ଆଜି ପୁଣି ୫୨କରୋନା ପଜିଟିଭ ଚିହ୍ନଟ। (କନ୍ଧମାଳରୁ କରୋନା ନେଲା ୫ ମୁଣ୍ଡ)
କନ୍ଧମାଳ:୮/୮ଆଜି କନ୍ଧମାଳ ରେ ପୁଣି ୫୨କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୮୪୦ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୪୪୨ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି।ଜିଲ୍ଲା ରେ ୫ ଜଣଙ୍କ କରୋନା ରେ ମୃତ୍ୟୁ!-->…
Read More...
Read More...
୧୦୦ ଛାତ୍ରଙ୍କୁ ‘ଏମ – ସ୍କଲାର୍’ ପ୍ରଦାନ କରିବ ମ୳ଗାମା
ମ୳ଗାମା ଫିନକପ ଲିମିଟେଡ଼ ୨୦୨୦ ପାଇଁ 'ଏମ - ସ୍କଲାର୍' ଘୋଷଣା କରିଛି, ଯେଉଁମାନେ ଯୁକ୍ତ ୨ ଶିକ୍ଷା ସମାପ୍ତ କରିଛନ୍ତି ଏବଂ ଦୁଃସ୍ଥ ପରିବାରରୁ ଆସିଛନ୍ତି, ସେହି ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସମ୍ମାନଜନକ ମେଧା ବୃଦ୍ଧି କାର୍ଯ୍ୟକ୍ରମ l ୨୦୧୫ ଠାରୁ ମ୳ଗାମା ୪୦୦ ଛାତ୍ରଙ୍କୁ!-->!-->!-->…
Read More...
Read More...
ସମ୍ବଲପୁରରେ ୧୧୨ ଜଣ ପଜିଟିଭ ଚିହ୍ନଟ ସହ ନୂଆ ରେକର୍ଡ କାୟମ
ସମ୍ବଲପୁର,୮/୮ ଆଜି ସମ୍ବଲପୁର ଜିଲ୍ଲାରେ ୧୧୨ ଜଣ ପଜିଟିଭ ଚିହ୍ନଟ ହେବ ସହିତ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରେ ରେକର୍ଡ କାୟମ ହୋଇଛି । ଏହା ସହିତ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୦୭୮ ରେ ପହଞ୍ଚିଛି । ଗତ ଗୁରୁବାର ଦିନ ୧୦୧ ପଜିଟିଭ!-->…
Read More...
Read More...
ସାମାଜିକ ସଂଗଠନ ସେବା ଫାଉଣ୍ଡେସନ ତରଫରୁ ସ୍ୱୟଂ ଚାଳିତ ସାନିଟାଇଜେସନ ମେସିନ ସ୍ଥାପନା ଓ ସେବା ସମ୍ମାନ ପ୍ରଦାନ
ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶ୍ରୀମତୀ ପୁଷ୍ପିତା ମହାପାତ୍ର ଙ୍କ ସହଯୋଗ ରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ଗବେଷଣା କେନ୍ଦ୍ର, କଟକ ଠାରେ ଏକ ସ୍ୱୟଂ ଚାଳିତ ହାତ ସାନିଟାଇଜେସନ ମେସିନ ସ୍ଥାପନ କରାଯାଇଛି। ଶିଶୁ କ୍ୟାନ୍ସର ରୋଗୀ ମାନଙ୍କ ପାଇଁ ଶ୍ରୀ ପ୍ରଦୀପ ବେହେରା ଙ୍କ ସହଯୋଗ!-->…
Read More...
Read More...
ମହାନଦୀର କରଡ଼ି ଘାଟରେ କୁମ୍ଭୀର ଆତଙ୍କ
ବୌଦ୍ଧ - ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତ କରଡ଼ି ଗ୍ରାମର ମହାନଦୀ ଘାଟରେ ଗତ ଦୁଇ ଦିନ ହେଲା ଗୋଟିଏ କୁମ୍ଭୀର ଆସି ରହିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକେ କୁମ୍ଭୀର କୁ ଦେଖିବା ପରେ ଗାଧୁଆପାଧୁଆ ପାଇଁ ନଦୀକୁ ଯିବାକୁ ଭୟ କରୁଛନ୍ତି |
!-->!-->!-->…
Read More...
Read More...
୩ ପଜିଟିଭ ଚିହ୍ନଟ ପରେ ଖୁଣ୍ଟବନ୍ଧ ହେଲା କଣ୍ଟେନମେଣ୍ଟ ଜୋନ
ବୌଦ୍ଧ,୮/୮ - ଆଜି ବୌଦ୍ଧବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଖୁଣ୍ଟବନ୍ଧ ଗ୍ରାମରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବ ପରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ । ଆଜି ସକାଳ ୬ ଘଣ୍ଟା ଠାରୁ ତା ୧୦. ୮. ୨୦୨୦ ମଧ୍ୟରାତ୍ରୀ!-->…
Read More...
Read More...
ବନ୍ୟାର ବର୍ଷେ ପରେ ମଧ୍ୟ ସୁଧୁରିନାହିଁ ରାସ୍ତାଅବସ୍ଥା , ଫସିଲା ଆମ୍ବୁଲାନସ
ବଲାଙ୍ଗୀର,୮/୮- ଗତବର୍ଷ ଅଗଷ୍ଟ ମାସରେ ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ବନ୍ୟାକୁ ବର୍ଷେ ପୁରିଯାଇଛି । ରାଜନୀତି ତାତି ଥଣ୍ଡା ହୋଇଛି । କିନ୍ତୁ ବନ୍ୟାରେ ଗାତ ହୋଇଥିବା ଅନ୍ୟତମ ମୁଖ୍ୟ ରାସ୍ତା ସାତମାଇଲରୁ ଜାମଗାଁ ଦୂରାବସ୍ଥା ଯେଷାକୁ ତେଷା । ବଲାଙ୍ଗୀର ସୋନପୁର ଏନ୍ ଏଚ୍ ସାତମାଇଲ ଠାରୁ!-->…
Read More...
Read More...
ଗଜପତିରେ ପୁଣି ୩୫ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୩୫ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୮ଜଣ, ଗୁମ୍ମା ବ୍ଳକରୁ ୮ ଜଣ, ନୂଆଗଡ଼ ବ୍ଳକରୁ ୪ଜଣ, ପାରଳା ପୌର ପରିଷଦରୁ ୧୨ ଜଣ, କାଶୀନଗର ବ୍ଲକରୁ ଜଣେ ମୋହନା ବ୍ଳକ ରୁ ୨ଜଣ!-->…
Read More...
Read More...