Browsing Category

ରାଜ୍ୟ

ଜରୁରୀ ସୂଚନା ଓ ତଥ୍ୟ ପ୍ରଦାନ ପାଇଁ ଜାରିହେଲା ଫୋନ ନମ୍ବର

କନ୍ଧମାଳ:-କୋଭିଡ-୧୯ସହ ଜଡିତ ବିଭିନ୍ନ କ୍ଷେତ୍ର ସ୍ତରୀୟ କାର୍ଯ୍ୟକ୍ରମର ସଠିକ ମନିଟରିଂ ଓ ସମନ୍‌ବୟ ଏବଂ ଏହି ପ୍ରରିପ୍ରେକ୍ଷରେ ସରକାରଙ୍କ ସହ ପ୍ରଭାବଶାଳୀ ଯୋଗାଯୋଗ ପାଇଁ ଫୁଲବାଣୀ ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହ (ସମ୍ମିଳନୀ କକ୍ଷ)ରେ ଏକ ସ୍ୱତନ୍ତ୍ର କୋଭିଡ-୧୯
Read More...

କଙ୍ଗାରୁ କୋର୍ଟରେ ନିଷ୍ପତ୍ତି : ନିଜ ଜମିରେ ଚାଷକରି ପାରୁନାହାନ୍ତି ବାସୁଦେବ !

ବୌଦ୍ଧ - ହରଭଙ୍ଗା ଥାନା ବୁକେସିଙ୍ଗା ଗାଆଁର ଜଣେ ଚାଷୀ ବାସୁଦେବ ବାଘଙ୍କୁ ନିଜ ଜମିରେ ଚାଷକରି ପାରିବେ ନାହିଁ ବୋଲି ଗାଆଁର କଙ୍ଗାରୁ କୋର୍ଟ ନିଷ୍ପତ୍ତି ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୌଣସି କାରଣରୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇ ଗ୍ରାମରୁ ବାସନ୍ଦ ହୋଇଛନ୍ତି ବାସୁଦେବ ।
Read More...

ଏ ବର୍ଷ ହେବନି ଟି-୨୦ ବିଶ୍ଵକପ

ନୂଆଦିଲ୍ଲୀ: ମହାମାରୀ କରୋନା ଏବେ ବିଶ୍ଵ ବାସୀଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଛି । ଏହି କାରଣରୁ ବହୁ କ୍ରୀଡା କାର୍ଯ୍ୟକ୍ରମ ସ୍ଥଗିତ ରହିଛି । ଏହି ପରିପ୍ରେକ୍ଷୀରେ ଆଇସିସି ଆଜି ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିଛି । ଟି-୨୦ ବିଶ୍ଵକପ ସ୍ଥଗିତ ହେବାପରେ ଆଇପିଏଲ ପାଇଁ ବାଟ ଫିଟିଯାଇଛି
Read More...

ବୌଦ୍ଧ ଆଦର୍ଶ ଥାନାର କର୍ମଚାରୀଙ୍କ ସ୍ବାବ ନମୂନା ସଂଗ୍ରହ

ବୌଦ୍ଧ : ବୌଦ୍ଧ ଥାନାର ଜଣେ ହୋମ୍ ଗାର୍ଡ ଗତକାଲି କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ବୌଦ୍ଧ ଆଦର୍ଶ ଥାନାର ସମସ୍ତ 57 ଜଣ ପୋଲିସ୍ କର୍ମଚାରୀ ମାନଙ୍କ ସ୍ବାବ ନମୂନା ସଂଗ୍ରହ କରାଯାଇଥିବା ଜଣାପଡିଛି । ବୌଦ୍ଧ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଥାନା ପରିସରରେ ସମସ୍ତଙ୍କର ସ୍ବାବ
Read More...

ଲକ୍ଷ ଲକ୍ଷ ଟଙ୍କାର ପୋଚ ନଷ୍ଟ କରିବା ସହ ଭାଟି ଭାଙ୍ଗିଲେ ସ୍ବୟଂ ସହାୟକ ଗୋଷ୍ଠୀ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଆଡିମାହା ପଞ୍ଚାୟତ ଲିଙ୍ଗେରୀସାହିରେ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ପୋଚ ନଷ୍ଟ ହେବା ସହ ମଦ ରନ୍ଧା ହେଉଥିବା ଭାଟିକୁ ଭାଙ୍ଗାଯାଇଛି । ଏହି ଗ୍ରାମରେ ପୂର୍ବରୁ ଗ୍ରୁପ ମା ମାନେ ଏକତ୍ରିତ ହୋଇ ମଦ ରନ୍ଧାଳି ଓ ମଦ
Read More...

କୋଭିଡ ପାଇଁ ସତର୍କତା ପଦକ୍ଷେପ, ୩ଗୋଟି ସ୍ଥାନରେ ବସିବ ସହରର ପରିବା ବଜାର

ବୌଦ୍ଧ - କରୋନା ମହାମାରୀ ସଂକ୍ରମଣକୁ ଆଖି ଆଗରେ ରଖି ସତର୍କତା ମୁଳକ ପଦକ୍ଷେପ ସ୍ବରୂପ ବୌଦ୍ଧ ସହରର ତିନୋଟି ସ୍ଥାନରେ ପରିବା ବଜାର ବସାଇବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି l ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ବୌଦ୍ଧ ଏନ.ଏ.ସି. ର ନିର୍ବାହୀ ଅଧିକାରୀ ମନୋରଂଜନ ପଣ୍ଡା ଆଜି
Read More...

“ଆସନ୍ତା ଫେବୃଆରୀ ବେଳକୁ ଆସିବ କରୋନା ଭ୍ୟାକସିନ’

ଭୁବନେଶ୍ୱର, ୨୦/୭: ଆସନ୍ତା ୨୦୨୧ ଫେବୃଆରୀ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ ବୋଲି ଆଇଏଲ୍‌ଏସର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ସେ କହିଛନ୍ତି ଯେ, ପଶୁଠାରେ ଏହି ଭ୍ୟାକସିନ ଟ୍ରାଏଲର ସଫଳତା ପରେ ମଣିଷ ଉପରେ ଟ୍ରାଏଲ୍ କରାଯିବ । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି । ସଫଳତା ପରେ
Read More...

ସମ୍ କୋଭିଡ ହସ୍ପିଟାଲରେ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୦/୭: କୋଭିଡ-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଶେଷ ହୋଇଛି । ସମ୍ କୋଭିଡ ହସ୍ପିଟାଲରେ ଆଜି ଏହାର ବିଧିବଦ୍ଧ ପରୀକ୍ଷଣ ଆରମ୍ଭ କରାଯାଇଛି । ଭାରତର ପ୍ରଥମ କୋଭିଡ-୧୯ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱୀକୃତି
Read More...

ଦାୟିତ୍ୱଗ୍ରହଣ କଲେ ନୂଆ ଡିସିପି

ଭୁବନେଶ୍ୱର, ୨୦/୭: କମିଶନରେଟ ପୁଲିସର ଉଭୟ ଭୁବନେଶ୍ୱର ଓ କଟକ ପାଇଁ ଯଥାକ୍ରମେ ଡ.ଉମାଶଙ୍କର ଦାସ ଓ ପ୍ରତୀକ ସିଂ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ସେବା ଭବନରେ ଏ ନେଇ ଆଜି ଏକ ସଂକ୍ଷିପ୍ତ ଦାୟିତ୍ୱ ଗ୍ରହଣଉତ୍ସବ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ବିଦାୟୀ ଡିସିପି ତଥା
Read More...

କୋଭିଡ ପରିଚାଳନା କାର୍ଯ୍ୟରେ ତୃତୀୟଲିଙ୍ଗୀଙ୍କୁ ମିଳିଲା ନିଯୁକ୍ତି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଶେଷକରି ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ସଂଖ୍ୟା ବୃଦ୍ଧି କରାଯାଇଛି । ଆଗାମୀ ଦିନରେ ସହରର ବିଭିନ୍ନ
Read More...