Browsing Category

ରାଜ୍ୟ

ଫୁଲବାଣୀରେ ସୁପର ସ୍ପେଡ଼ର : ୨ନଂ ୱାର୍ଡ ବ୍ୟତୀତ ସମସ୍ତ ୱାର୍ଡ କଣ୍ଟେନମେଣ୍ଟରେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାଇଁ ବିପଦ ୨ କରୋନା ଆକ୍ରାନ୍ତ । ବାଲି ପଣସପଡିର କରୋନା ସଂକ୍ରମିତ ଆଇନଜୀବୀ ଓ କେ.ନୂଆଗାଁ ବ୍ଲକ ସାରଙ୍ଗଡ ପଞ୍ଚାୟତର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରୀ ସଂଗ୍ରହ ପରେ ପ୍ରଶାସନର ମୁଣ୍ଡ
Read More...

ଅଲିଗଜୁ ଘାଟିରେ ଓଲଟିଲା ମେଟାଲ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର

ଦାରିଙ୍ଗବାଡ଼ି ୨୦/୭ : ଦାରିଙ୍ଗବାଡି ବ୍ଲକ ବାରାଡ଼ିକ୍ଲିୟୁ ନିକ ଅଲିଗଜୁ ଘାଟି ବୁଲାଣି ଠାରେ ଆଜି ଏକ ମେଟାଲ ବୋଝେଇ ହାଇୱା ଟ୍ରକ ଦୁର୍ଘଟଣା ଘଟି ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଗାଡ଼ି ଚାଳକଙ୍କ ନାମ ମୁନ୍ନା ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡା
Read More...

ସଟ୍ ଡାଉନର ପ୍ରଭାବ, ବୌଦ୍ଧରେ ଆଳୁ ହେଲା ୪୦ ଟଙ୍କା

ବୌଦ୍ଧ,୨୦/୭ - ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରଶାସନ ସଟ୍ ଡାଉନ୍ ଘୋଷଣା କରିଛି । କୋଉଠି ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ୍ ହେଉଥିବା ବେଳେ ଅନେକ ସ୍ଥାନରେ କିଛି ଦିନ ପାଇଁ ସଂପୂର୍ଣ୍ଣ ସଟ୍ ଡାଉନ୍ର ଘୋଷଣା ହେଉଛି ।
Read More...

ଜଙ୍ଗଲ ନିୟମ ପରେ କୋଭିଡ ନିୟମ ଉଲ୍ଲଙ୍ଘନ କଲା ଠିକା ସଂସ୍ଥା

ବୌଦ୍ଧ - ହରଭଙ୍ଗା ବ୍ଲକ୍ ତଳଗାଆଁ ଗ୍ରାମ ପଂଚାୟତ ଅଂଚଳରେ 11 କେଭି ବିଦ୍ୟୁତ୍ ସଂଯୋଗ କାମ କରୁଥିବା ଗୋଟିଏ ଠିକା ସଂସ୍ଥା ଉତ୍ତର ପ୍ରଦେଶର 17 ଜଣ ଶ୍ରମିକଙ୍କୁ ଆଣି ଅଭିନବ ଉପାୟରେ ତଳଗାଆଁ ପଠାଉଥିବା ବେଳେ ପୋଲିସ ହାତରେ ଧରା ପଡିବା ଚର୍ଚ୍ଚାର ବିଷୟ ପାଲଟିଛି l ମିଳିଥିବା ସୂଚନା ଅନୁଯାୟୀ
Read More...

ବୌଦ୍ଧ : ଲୋକାଲ ପଜିଟିଭ ସଂଖ୍ୟା ୨୦ରେ ପହଞ୍ଚିଲା

ବୌଦ୍ଧ, ୧୯/୭ - ବୌଦ୍ଧ ଜିଲ୍ଲାରେ ଆଜିର ୮ ପଜିଟିଭଙ୍କୁ ମିଶାଇ କରୋନା ଆକ୍ରାନ୍ତ ସଂଖ୍ୟା ୭୭ ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ଲୋକାଲ୍ ପଜିଟିଭ ସଂଖ୍ୟା ୨୦ କୁ ଛୁଇଁଛି । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁଯାୟୀ ୭୭
Read More...

ଗଜପତିରେ ପୁଣି ୩୯ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୩୯ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୫ଜଣ, କାଶୀନଗର ବ୍ଳକରୁ ୨ ଜଣ, ଗୁମ୍ମା ବ୍ଳକରୁ ଜଣେ ଓ ନୂଆଗଡ ବ୍ଳକରୁ ୭ଜଣ, ଆର ଉଦୟଗିରି ବ୍ଳକରୁ ୧୯ଜଣ, ମୋହନା ବ୍ଳକରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।
Read More...

ସାନିଟାଇଜ କରାଗଲା ଫୁଲବାଣୀ ସହରର ଥାନା ଓ ମୁଖ୍ୟରାସ୍ତା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ର ଜଣେ ଆଇନଜୀବିଙ୍କ କରୋନା ସଂକ୍ରମଣ ଥିବା ସନ୍ଦେହରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଓକିଲଙ୍କ ସଂସ୍ପର୍ଶରେ ଟାଉନଥାନାର ଜଣେ ଏଏସଆଇ ଆସିଥିବାର ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ପକ୍ଷରୁ
Read More...

ଜବାନଙ୍କ ପ୍ଲାଜମା ଦାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଏନ୍‌ଡିଆର୍‌ଏଫ୍ ଜବାନଙ୍କ ପ୍ଲାଜମା ଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ସ୍ୱାଗତ କରିଛନ୍ତି । ଏହିପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜବାନଙ୍କ ଏଭଳ ପଦକ୍ଷେପ ଅନ୍ୟମାନଙ୍କୁ ଉତ୍ସାହିତ କରିବ । ଅନ୍ୟ ସୁସ୍ଥ ରୋଗୀ ମଧ୍ୟ ପ୍ଲାଜମା ଦାନ
Read More...

ରାଜ୍ୟରେ ପ୍ଲାଜମା ଥେରାପି ହେଲା ସଫଳ

ଭୁବନେଶ୍ୱର: ମାତ୍ର ସପ୍ତାହକ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ଥେରାପି ନେଇ ବହୁ ଆଶାବାଦୀ ଥିଲେ । ଯାହା ଆଜି ରାଜ୍ୟରେ ସଫଳ ହୋଇଛି । ବିଶ୍ୱ କରୋନା ମହାମାରୀ ଆତଙ୍କରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏଭଳି ଏକ ସମୟରେ
Read More...

୩କୋଟି ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜ୍ୟ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଆଜି ୩କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି । ୩.୨୮ କେଜିର ଏହି ବ୍ରାଉନସୁଗର ଜବତ କରିବା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଟ୍ୱିଟ୍ କରିଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ,
Read More...