Browsing Category

ରାଜ୍ୟ

ଗଜପତିରେ ପୁଣି ୫୯ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି,୬/୮- ଗଜପତିରେ ପୁଣି ୫୯ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୩ ଜଣ,ଗୁମ୍ମା ବ୍ଳକରୁ ୮ ଜଣ,ରାୟଗଡ଼ ବ୍ଳକରୁ ୩ ଜଣ,ପାରଳା ପୌର ପରିଷଦରୁ୩୬ ଜଣ, ମୋହନା ବ୍ଳକରୁ ୬ ଜଣ, କାଶୀ ନଗର ବ୍ଲକରୁ ୩ ଜଣ ଚିହ୍ନଟ ହୋଇଛନ୍ତି ପଜିଟିଭି
Read More...

ଲୋକନାଥ ପ୍ରଧାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଧାରଣା ଦେଲା ବିଜେପି

ବୌଦ୍ଧ,୬/୮ - ବିଜେପିର ଯୁବ ନେତା ଲୋକନାଥ ପ୍ରଧାନଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଅନିର୍ଦ୍ଦିିଷ୍ଟ କାଳପାଇଁ ଧାରଣାରେ ବସିଛନ୍ତି ବୌଦ୍ଧ ଜିଲ୍ଲାର ବିଜେପି କର୍ମୀ । ଲୋକନାଥ ପ୍ରଧାନ ଜଣେ ଦକ୍ଷ ବିଜେପି କର୍ମୀ ଥିଲେ ତେଣୁ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ବେଳେ
Read More...

କରୋନା ଯୋଦ୍ଧା ମାନଙ୍କ ସମ୍ମାନରେ ନିରବ ପ୍ରାର୍ଥନା ଓ ଶପଥ ପାଠ

ବୌଦ୍ଧ,୬/୮ - କରୋନା ଭଳି ମହାମାରୀ ସମୟରେ ଯେଉଁ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ଅହରହ ସେବା ଯୋଗାଇ ଆସୁଛନ୍ତି ସେମାନଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଗତକାଲି ସନ୍ଧ୍ୟାରେ ବୌଦ୍ଧ ଏନଏସି କାର୍ଯ୍ୟାଳୟର ପରିସରରେ ନିରବ ପ୍ରାର୍ଥନା କରାଯାଇଥିଲା । ବୌଦ୍ଧ ଏନଏସିର
Read More...

ନୂଆପଡା ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,୬/୮ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମ ପଂଚାୟତର ନୂଆପଡା ଗ୍ରାମରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ କ୍ଷମତାର ଉପଯୋଗ କରି ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ତିନି ଦିନ ପାଇଁ ନୂଆପଡା ଗ୍ରାମ ଓ ତତସଂଲଗ୍ନ ୨୦୦ ମିଟର ଦୂରତ୍ୱ ଅଞ୍ଚଳକୁ
Read More...

ନାରାୟଣ ନଗର ଗ୍ରାମର ସିଲ୍‌ ହେଲା ସମସ୍ତ ପ୍ରବେଶପଥ

ବୌଦ୍ଧ,୬/୮ - ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମର ସମସ୍ତ ପ୍ରବେଶପଥକୁ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ନିର୍ଦ୍ଦେଶରେ ସିଲ କରାଯାଇଥିବା ଜଣାପଡିଛି । ଆଜି ନାରାୟଣ ନଗର ଗ୍ରାମରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ
Read More...

କିମ୍ସ ସହାୟତାରେ ହେବ ୪୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କେଏସୟୁବି ଭଞ୍ଜନଗରରେ

ଭଞ୍ଜନଗର,୬/୮ - କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ଖୋଲିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସେଥିରେ ୧୦ଟି ଆଇସିୟୁ ବେଡ୍‌ ରହିବ । ରାଜ୍ୟ ସରକାର
Read More...

ଆଜିକାର ପଜିଟିଭ ଚିହ୍ନଟ ୧୦୧ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯୨୮

ସମ୍ବଲପୁର,୬/୮- ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସମ୍ବଲପୁରରେ କରୋନାର ପ୍ରଥମ ଦିନିକିଆ ଶତକ ଓ ରେକର୍ଡ ବୋଲି କୁହାଯାଉଛି । ଯଦି ଏପରି ସ୍ଥିତି ଲାଗି ରହେ, ତେବେ ଆଗାମୀ ଦିନରେ ଅବସ୍ଥା ଆହୁରି
Read More...

କିମ୍‍ସରେ ଯୋଗଦେଲେ ଡା. ବିଧୁକଲ୍ୟାଣ ମହାନ୍ତି ଓ ଡା. ହେମନ୍ତ କୁମାର କର

ଭୁବନେଶ୍ୱର: ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡା. ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର କର କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଯୋଗ ଦେଇଛନ୍ତି । ଡା. ମହାନ୍ତି କିମ୍‍ସ କ୍ୟାନ୍‍ସର ସେଣ୍ଟରର ନିର୍ଦ୍ଦେଶକ ତଥା
Read More...

ବେଦାନ୍ତ ଲିଃ ଝାରସୁଗୁଡ଼ାର ଶିକ୍ଷା କାର୍ଯ୍ୟକ୍ରମରେ ମ୍ୟାଟ୍ରିକ ପରୀକ୍ଷାର ସଫଳତା

ଝାରସୁଗୁଡା : ବେଦାନ୍ତ ଲିଃ ଝାରସୁଗୁଡା ଏହାର ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛି। ଏହି ଅଞ୍ଚଳରେ ବେଦାନ୍ତର ଦୁଇଟି ମୁଖ୍ୟ ଶିକ୍ଷା କାର୍ଯ୍ୟକ୍ରମ ଜାରି ରହିଛି। ଗୋଟିଏ
Read More...

କଲଭଟକାମ ତ୍ୱରାନ୍ୱିତ ହେଉନାହିଁ, ଯାତାୟାତ ବାଧାପ୍ରାପ୍ତ

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କୋର୍ଟ ଛକ ଠାରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଚାଲିଥିବା ରାସ୍ତାକାମ ତ୍ୱରାନ୍ୱିତ ହୋଇ ପାରୁ ନାହିଁ । ରାସ୍ତାର ଉଭୟ ପାର୍ଶ୍ୱ କାମ ତ୍ୱରାନ୍ୱିତ ନ ହେବାରୁ ଜନସାଧାରଣ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର
Read More...