Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାସ୍ତାକଡରୁ ଯୁବକ କ୍ଷତବିକ୍ଷତ ଶବ ଉଦ୍ଧାର
ପାଟଣାଗଡ: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଫଲସାପଡା ଗାଁର ରାସ୍ତାକଡରୁ ସୁରେନ୍ଦ୍ର ବନଛୋର(୨୨)ଙ୍କ ଉଦ୍ଧାର କରିଛି ବେଲପଡା ପୁଲିସ । ଦେହରେ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନଥିବା ଦେଖାଯାଉଥିବାବେଳେ ତାକୁ ହତ୍ୟା କରାଯାଇଥିବା ବେଳେ ତାକୁ ହତ୍ୟା କରାଯାଇଥଇବା ସନ୍ଦେହ କରା!-->…
Read More...
Read More...
ସୁବର୍ଣ୍ଣପୁର : ଗୋଟିଏ ଦିନରେ ୧୦ ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୨୩ ହେଲା
ସୋନପୁର : ଏବେ ଜିଲ୍ଲାର ବିଭିନ୍ନ ବ୍ଲକ ରେ ସ୍ଥାନୀୟ ସଂକ୍ରମଣ ଯେଭଳି ଭାବରେ ବଢ଼ିବଢ଼ି ଚାଲିଛି ତାହା ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତକାଲି ର ସୂଚନା ଅନୁଯାୟୀ ଗୋଟିଏ ଦିନରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦ ରେ ପହଞ୍ଚିବା ପରେ ଜିଲ୍ଲାରେ ମୋଟ!-->…
Read More...
Read More...
ନାଏକପଡା ଗୁମ୍ଫାରେ ଇନ୍ଦ୍ର ପୂଜା
ବୌଦ୍ଧ,୬/୮- ଆଜି ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ନାଏକପଡା ପାତାଳୀ ଶ୍ରୀକ୍ଷେତ୍ର ତଥା ଋଷ୍ୟଶୃଙ୍ଗ ଗୁମ୍ଫା ମଧ୍ୟରେ ଆଜି ଇନ୍ଦ୍ର ପୂଜା ଅନୁଷ୍ଠିତ ହୋଇ ଯାଇଛି l ପରମ୍ପରା ଅନୁସାରେ ଅନାବୃଷ୍ଟି ହେଲେ ନାଏକପଡା ଗୁମ୍ଫାରେ ସରସରା ଗ୍ରାମ ପଂଚାୟତ ନାରାୟଣପୁର୍ ଗ୍ରାମ ବାସୀଙ୍କ!-->!-->!-->…
Read More...
Read More...
ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବ ବୌଦ୍ଧଜିଲ୍ଲା ପ୍ରଶାସନ !
ବୌଦ୍ଧ,୭/୮- ବହୁଚର୍ଚ୍ଚିତ ଖମଣମୁଣ୍ଡା ଗ୍ରାମ ପଂଚାୟତ ଶିଆଳଝୁଲି ଗ୍ରାମର ଯୁବ ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ବୌଦ୍ଧ ଜିଲ୍ଲାପାଳ ଓ ଏସ.ପି. ସମ୍ମତି ଦେଇଥିବା ଜିଲ୍ଲା ବିଜେପି ସୂଚନା ଦେଇଛି । ଆଜି ବୌଦ୍ଧ ଏସ.ପି.ଙ୍କ!-->…
Read More...
Read More...
ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ହେବ !
ବୌଦ୍ଧ ୬/୮- ବହୁଚର୍ଚ୍ଚିତ ଖମଣମୁଣ୍ଡା ଗ୍ରାମ ପଂଚାୟତ ଶିଆଳଝୁଲି ଗ୍ରାମର ଯୁବ ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ବୌଦ୍ଧ ଜିଲ୍ଲାପାଳ ଓ ଏସ.ପି. ସମ୍ମତି ଦେଇଥିବା ଜଣାପଡିଛି l ଆଜି ବୌଦ୍ଧ ଏସ.ପି. ଙ୍କ କାର୍ଯ୍ୟାଳୟ ସାମ୍ନାରେ!-->!-->!-->…
Read More...
Read More...
୧୦ କରୋନା ଯୋଦ୍ଧାଙ୍କ ସମେତ ଦାରିଙ୍ଗବାଡ଼ି ବ୍ଲକରୁ ୧୪ ପଜିଟିଭ୍ ଚିହ୍ନଟ
ଦାରିଙ୍ଗବାଡ଼ି ୬/୮ : ଦାରିଙ୍ଗବାଡ଼ି ବ୍ଲକରୁ ଆଜି ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି l ଚିହ୍ନଟ ୧୪ଜଣଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି। ସଂକ୍ରମିତ ଯୋଦ୍ଧା ମାନଙ୍କ ମଧ୍ୟରେ ବ୍ଲକର!-->…
Read More...
Read More...
ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମରେ ସଫେଇ ଓ ସାନିଟାଇଜ
ପାରଳାଖେମୁଣ୍ଡି,୬/୮- ଗଜପତି ଜିଲ୍ଲା ଗୋସାଣି ବ୍ଳକର କେରାଣ୍ଡି ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଓ ଗ୍ରାମକୁ ସାନିଟାଇଜ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଙ୍ଗନୱାଡିକର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ତତ୍ତ୍ୱାଧାନରେ!-->…
Read More...
Read More...
ନିଜସ୍ୱ ଉଦ୍ୟମରେ ସାହିକୁ ସାନିଟାଇଜ୍ କଲେ କ.ନୂଆଗାଁର ସଚେତନଶୀଳ ନାଗରିକ
କ.ନୂଆଗାଁ, ୬/୮- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ .ନୂଆଗାଁର ଚଣାପଦର ଗ୍ରାମରୁ କରୋନା ପଜିଟିଭ୍ ଚିହ୍ନଟ ପରେ ଚଣାପଦରକୁ ସଂପୂର୍ଣ ରୁପେ ସାନିଟାଇଜ କରାହୋଇନଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ପ୍ରଶାସନ ତରଫରୁ ଆଖିଦୃଶିଆ କେତୋଟି ଘରକୁ ସାନିଟାଇଜ କରି ଚୁପ ରହିଥିବା ବେଳେ ଆତଙ୍କିତ!-->…
Read More...
Read More...
ଆଜି ବଲାଙ୍ଗୀରରେ ୨୧ପଜିଟିଭ, ୪ଦିନିଆ ଲକ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ
ବଲାଙ୍ଗୀର,୬/୮- ବଲାଙ୍ଗୀର ଜିଲ୍ଲାରେ ଆଜି ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୫୫୧ପହଞ୍ଚିବା ବେଳେ ୩୬୨ ସୁସ୍ଥ ଓ ୧୮୯ ଜଣ ଚିକିତ୍ସିତ ହେଉଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ଶିଶୁ ୨ କରୋନା ଯୋଦ୍ଧାଙ୍କ ସମେତ ୧୦ମହିଳା ଓ ୧୧ପୁରୁଷ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଭିଏସସନଗରରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମହାମାରୀ କରୋନା ସମୟରେ ଜୀବନକୁ ବଳିଦାନ ଦେଇଥିବା କରୋନାଯୋଦ୍ଧା ମାନଙ୍କ ସମ୍ମାନାର୍ଥେ #ଜୟଜଗନ୍ନାଥଚାରିଟେବୁଲ_ଟ୍ରଷ୍ଟ ଭିଏସସନଗର ତରଫରୁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ କରୋନା ଯୋଦ୍ଧା ମାନଙ୍କୁ!-->…
Read More...
Read More...