Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁବନେଶ୍ୱରରେ ପୁଣି ୫୨ ପଜିଟିଭ
ଭୁବନେଶ୍ୱର: ଚଳିତ ମାସ ରାଜ୍ୟରେ କରୋନା ଉପରମୁହାଁ ହୋଇଥିବା ବେଳେ ଗଞ୍ଜାମ ଓ ଉପକୂଳ ଓଡିଶାର ଖୋର୍ଦ୍ଧା, କଟକ,ଯାଜପୁର ପଜିଟିଭ ସଂଖ୍ୟାରେ ହଟସ୍ପଟ ହେବାକୁ ଯାଉଛି । ସବୁଠାରୁ ଉଦବେଗଜନକ କଥା ହେଲା ରାଜଧାନୀ ଭୁବନେଶ୍ୱର କରୋନା ସଂକ୍ରମଣରେ ଏବେ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଉଛି, ଯାହା!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ୬ କରୋନା ଯୋଦ୍ଧା ସହିତ ମୋଟ ୨୫ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ଆଜି ୨୫ଜଣ ପଜିଟିଭ ଚିହ୍ନଟ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଭିମସାର ରୁ ଦୁଇ ଜଣ ମହିଳା ସହିତ ୬ଜଣ କରୋନା ଯୋଦ୍ଧା ରହିଛନ୍ତି । ଆଜି ସବୁଠାରୁ ଅଧିକ ରେଢ଼ାଖୋଲ ରେ ୧୪ଜଣ ପଜିଟିଭ ଚିହ୍ନଟ କରାଯାଇଛି, ଯେଉଁଥିରେ ଦୁଇ ଜଣ ବାଳିକା (୮ ଓ ୧୦) ତଥା ଜଣେ!-->…
Read More...
Read More...
ଅପହଞ୍ଚ ଗ୍ରାମକୁ ଚାଲିଚାଲି ଯାଇ ସମସ୍ୟା ପଚାରି ବୁଝିଲେ ଅଧ୍ୟକ୍ଷ ଓ ବ୍ଳକ କର୍ମଚାରୀ
ଫୁଲବାଣୀ :ରାସ୍ତା ନିର୍ମାଣ ରେ ଜମି ସାଜିଛି ବାଧକ ।ବର୍ଷ ବର୍ଷ ଧରି ଅଦ୍ୟବଧି ଗମନାଗମନ ସୁବିଧାରୂ ବଂଚିତ ହୋଇ ରହି ଆସୁଛନ୍ତି ୧୫ ପରିବାର ହୋଇ ପାରୁନି ରାସ୍ତା ନିର୍ମାଣ ।ଖର୍ଚ୍ଚ ହୋଇ ନପାରି ଏମଜି,ଏନାର,ଜିଏସ ଅର୍ଥ ଓ ବିଧାୟକ ପାଣ୍ଠି ପଡିରହିଛି ।ଏହାର ସମାଧାନ ନିମନ୍ତେ ବୁଧୁବାର ଦିନ!-->…
Read More...
Read More...
ବଲାଙ୍ଗିର ଜିଲ୍ଲାରେ ଖାଲି ଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରନ୍ତୁ ସରକାର: ନରସିଂହ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବୁବେଳେ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସିଛି । ବହୁତ ଦିନରୁ ଜିଲ୍ଲାରେ ୧୦୦ ରୁ ଉଦ୍ଧ୍ୱର୍ ହେବ ଡାକ୍ତର ପଦବୀ ଖାଲି ପଡିଛି । ସରକାରଙ୍କୁ ବାରମ୍ବାର ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତର ପଦବୀ ପୂରଣକୁ!-->…
Read More...
Read More...
ଲୁହା ଚକଲଗା ଟ୍ରାକ୍ଟର ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ
ଜହ୍ନାପଙ୍କ: ସରକାର ରାସ୍ତାର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାସ୍ତାର ସ୍ଥାୟିତ୍ୱ ପାଇଁ ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ଅଳ୍ପଦିନ ମଧ୍ୟରେ ଏହି ରାସ୍ତା ଶୋଚନୀୟ ହୋଇପଡୁଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଜହ୍ନାପଙ୍କ ଅଞ୍ଚଳରେ ଖରିଫ୍ ଚାଷ ପାଇଁ ଚାଷୀ!-->…
Read More...
Read More...
ସୁବର୍ଣ୍ଣପୁର : ପ୍ରିୟବ୍ରତ ସାହୁ ହେଲେ ଯୁବ କଂଗ୍ରେସ ସଭାପତି
ସୋନପୁର :ଅଖିଳ ଭାରତ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ.ସ୍ମୃତିରଞ୍ଜନ ଲେଙ୍କା ରାଜ୍ୟର ୧୦ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଟାଣୁଆ ଯୁବନେତା ପ୍ରିୟବ୍ରତ ସାହୁଙ୍କୁ ଯୁବ ସଭାପତି ଭାବରେ ନିଯୁକ୍ତ କରିଛନ୍ତି ।!-->…
Read More...
Read More...
ବାଙ୍ଗାଲୋରରେ ଗ୍ୟାସ ବିସ୍ଫୋରଣ ଘଟଣା ଜୀବନ ହାରିଲେ ରାଣୀ, ମୃତ୍ୟୁ ସହିତ ଲଢେଇ କରୁଛନ୍ତି ଅଞ୍ଜଳି ମୃତ୍ୟୁ ସଂଖ୍ୟା…
ଦାରିଙ୍ଗବାଡ଼ି,୧୯/୭ - ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବା ଘଟଣାରେ ଗୁରୁତର ଆହତ ହୋଇଥିବା ଆଉ ଜଣେ ଯୁବତୀଙ୍କର ଆଜି ସକାଳେ ମୃତ୍ୟୁ ହୋଇଯାଇଛି । ମୃତ ଯୁବତୀଜଣ ହେଲେ ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳର ଝିଅ ରାଣୀ ଟିକିରି (୨୩) । ଏହି ଘଟଣାରେ ଆଜି!-->…
Read More...
Read More...
ଚଣ୍ଡିଖୋଲରେ ଦୁଇ ଦିବ୍ୟାଙ୍ଗକୁ ମାକ୍ସ ପ୍ରଦାନ କଲେ ଯାଜପୁର ଏସ୍ପି
ଚଣ୍ଡିଖୋଲ : ଲକଡାଉନର ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଗ୍ରସ୍ତକରି ଯାଜପୁର ଏସ.ପି.ଚରଣ ସିଂ ମୀନା ପରିଦର୍ଶନ କରିବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥା ତନଖି କରୁଛନ୍ତି । ରବିବାର ଦିନ ଚଣ୍ଡିଖୋଲ ଛକର ସ୍ଥିତି ପରଖିବାକୁ ହଠାତ ଦିନ ୧୦ଟା ବେଳେ ପହଂଚି ଥିଲେ । ପରିବା ମାର୍କେଟ,!-->…
Read More...
Read More...
ସମ୍ବଲପୁରରୁ ୨୫ ପଜିଟିଭ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମ୍ବଲପୁରବାସୀ…
ସମ୍ବଲପୁର,୧୯/୭- ଆଜି ୨୫ଜଣ ପଜିଟିଭ ଚିହ୍ନଟ ହେବାର ଘୋଷଣା ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୦୮ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୭୩ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଇତି ମଧ୍ୟରେ ଗୋଷ୍ଠୀ ସଂକ୍ରମଣରେ!-->…
Read More...
Read More...
ରେକର୍ଡ଼: ଦିନକରେ ୭୩୬ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଏକ ରେକର୍ଡ଼ । ଦିନକରେ ଆଗରୁ ଏତେ ସଂଖ୍ୟକ ପଜିଟିଭ ବାହାରିଥିଲା । ଆଜିର ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...