Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡ଼ା. ପାଣିଗ୍ରାହୀ ସାଧାରଣ ସମ୍ପାଦକ ମନୋନୀତ
ସମ୍ବଲପୁର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଙ୍ଗଠନିକ ବ୍ୟବସ୍ଥାରେ ୩୬ଜଣଙ୍କୁ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି । ଏଥିରେ ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସାଧାରଣ!-->…
Read More...
Read More...
୩ଟି ନୂଆ ସହିତ ମହାନଗର ଅଂଚଳରେ ୬ଟି କଣ୍ଟେନମେଣ୍ଟ ଜୋନ ଘୋଷିତ: ଆଜି ୭ଜଣ ନୂଆ ପଜିଟିଭ ଚିହ୍ନଟ; ଶିକ୍ଷାନଗରୀ ବୁର୍ଲାରେ…
ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଂଚଳରେ କରୋନାର କାୟା ଧିରେ ଧିରେ ବିସ୍ତାର ହେଉଛି । ଆଜି ୭ଟି ନୂଆ ପଜିଟିଭ ଚିହ୍ନଟ ସହିତ ମୋଟ ସଂଖ୍ୟା ୧୩୬ରେ ପହଂଚିଛି ଓ ଏମାନଙ୍କ ମଧ୍ୟରୁ ୧୦୬ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୩୦ ଜଣଙ୍କ ଚିକିତ୍ସା ଚାଲିଛି । ଆଜିକାର ଚିହ୍ନଟଙ୍କ ମଧ୍ୟରୁ!-->…
Read More...
Read More...
ବିପଦ ସଂକୁଳ ଅବସ୍ଥାରେ କେନାଲ ଫଲ୍ !
ବୌଦ୍ଧ,୧୭/୭ - ସାଲୁଙ୍କୀ ମଧ୍ୟମ ଜଳସେଚନ ବିଭାଗର ନାୟକପଡା ନିକଟରେ ଥିବା କେନାଲ ଫଲ୍ ବିପଦଜନକ ଅବସ୍ଥାରେ ରହିଥିବା ଅଭିଯୋଗ ହୁଏ । ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ବାଲିପଟା ଗ୍ରାମ ଠାରୁ ରତନପୁର୍ ଯାଇଥିବା ସାଲୁଙ୍କୀ କେନାଲର ନାୟକ ପଡା ଗୁମ୍ଫା ନିକଟରେ ଏହି ଫଲ୍ ରହିଛି । ଫଲ୍!-->…
Read More...
Read More...
ବାଙ୍ଗାଲୋରରେ ଗ୍ୟାସ ବିସ୍ଫୋରଣ ଘଟଣା : ଆଖି ବୁଜିଲେ ମମତା ଓ ଉଦାମ,ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ଦାରିଙ୍ଗବାଡ଼ି: ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବା ଘଟଣାରେ ଗୁରୁତର ଆହତ ହୋଇଥିବା ଆଉ ଦୁଇଜଣଙ୍କର ଶୁକ୍ରବାର ସକାଳେ ମୃତ୍ୟ ବରଣ କରିଛନ୍ତି । ମୃତ ଦୁଇଜଣ ହେଲେ ଦାରିଙ୍ଗବାଡି ବ୍ଲକ ସୋନପୁର ପଂଚାୟତ ଗାହାକିଆ ଗ୍ରାମର ପିତବାସ ପ୍ରଧାନଙ୍କ ଝିଅ ମମତା!-->…
Read More...
Read More...
ବେଲପଡା ଡବଲ ମର୍ଡର ଘଟଣାରେ ୭ ଗିରଫ
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବେହେରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗାଁ (ଦର୍ଲମୁଣ୍ଡା)ରେ ଗତ ୧୧ତାରିଖ ଦିନ ରାଉତ ପରିବାର ଓ ବନଛୋର ପରିବାର ମଧ୍ୟରେ ଗଣ୍ଡଗୋଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୮ଜଣ ଗୁରୁତର ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ବେଲପଡା ପୁଲିସ!-->…
Read More...
Read More...
ପୁଣି ରାଜ୍ୟରେ ୭୧୮ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରାଜ୍ୟ ସରକାର ଗତକାଲି ୪ଟି ଜିଲ୍ଲାରେ ଆଜି ସଂଧ୍ୟା ୯ଟାରୁ ପୁନର୍ବାର ଲକଡାଉନ କଟକଣା ଜାରି କରିଛନ୍ତି । ଆଜି ପୁଣି ରାଜ୍ୟରେ ୭୧୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ!-->…
Read More...
Read More...
ସୁବର୍ଣ୍ଣପୁର :ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, ୬ ସୁସ୍ଥ ପରେ ପୁଣି ୫ ଆକ୍ରାନ୍ତ
ସୋନପୁର : କରୋନାକୁ ନେଇ ଲୋକଙ୍କ ମନରୁ ଆତଙ୍କ ସଂପୂର୍ଣ୍ଣ ଭାବେ ହଟିବା ନା ନେଉନାହିଁ ।ଗତ କିଛି ଦିନ ହେଲା ଜିଲ୍ଲାରେ ନୂତନ ସଂକ୍ରମିତ ଠାବ ହୋଇନଥିବାବେଳେ ଗତକାଲି ଜିଲ୍ଲାର ଡୁଙ୍ଗୁରିପାଲି ଅଞ୍ଚଳରେ ପୁଣି ଗୋଟିଏ ଦିନରେ ୫ଜଣ ସଂକ୍ରମିତ ହେବା ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ!-->…
Read More...
Read More...
କ୍ୱାରେଣ୍ଟାଇନ୍ ସେଣ୍ଟର ଗଲେ ଗଞ୍ଜାମ ଫେରନ୍ତା
ବୌଦ୍ଧ - ବଉଦ ବ୍ଲକ୍ ବଢିଗାଁ ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗଞ୍ଜାମ ଜିଲ୍ଲାକୁ ଯାଇଥିବା ଯୋଗୁଁ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ପଡିଛି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମର ଗୋଟିଏ ପରିବାରର ୨ ଜଣ ମହିଳା,ଜଣେ ପୁରୁଷ!-->…
Read More...
Read More...
ସତ୍ୟସେବକ ଯୁବସଙ୍ଘ ଦ୍ୱାରା ବୃକ୍ଷରୋପଣ
ସୋନପୁର,୧୬/୭- ବୀରମହରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଂଚାୟତର ଗୋବିନ୍ଦପୁର ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ୩୦୦ରୁ ଉର୍ଦ୍ଧ୍ୱ କୃଷ୍ଣଚୂଡ଼ା, ନିମ୍ବ, ଜାମ୍ବୁ ,ବରଗଛ ,ଅଶ୍ୱତଥ ଗଛ ,କରଞ୍ଜ, ନିମ୍ବ ଆଦି ରୋପଣ କରାଯାଇଛି । ଗୋବିନ୍ଦପୁର ଗ୍ରାମର ସଙ୍ଘ ସଭାପତି!-->…
Read More...
Read More...
ଦାରିଙ୍ଗବାଡିରେ ଧାର୍ଯ୍ୟ ସମୟ ପରେ ଦୋକାନ ଖୋଲା, ଦୋକାନକୁ ସିଲକଲା ପ୍ରଶାସନ
ଦାରିଙ୍ଗବାଡି ,୧୬/୭- ଆଜି ଅପରାହ୍ନ ସମୟରେ କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡ଼ି ବଜାରରେ ଗୋଟିଏ ହୋଲସେଲ କିରାନା ଦୋକାନକୁ ପ୍ରଶାସନ ସିଲ କରିଛି । ଦୋକାନ ମାଲିକ ଜଣକ ସମାଜିକ ଦୂରତା କଟକଣାକୁ ମାନୁନଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ଧାର୍ଯ୍ୟ ହୋଇଥିବା ସମୟସୀମା ପରେ ମଧ୍ୟ ଦୋକାନ ଖୋଲା!-->…
Read More...
Read More...