Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାସ୍ତା ପାର୍ଶ୍ୱ ବନୀକରଣ କଲେ ସ୍ୱେଚ୍ଛାସେବୀ
ବୌଦ୍ଧ - ହରଭଙ୍ଗା ବ୍ଲକ୍ ପୀତାମ୍ବରପୁର ଗ୍ରାମ ପଂଚାୟତର ଶରଧାପୁର୍ ଗ୍ରାମରୁ ବ୍ରାହ୍ମଣଗାଆଁକୁ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରି ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ସ୍ୱେଚ୍ଛାସେବୀ । ଗତକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶରଧାପୁର ଗ୍ରାମର!-->…
Read More...
Read More...
ନଳକୂପ ମରାମତି ନ ହେବାରୁ ବିକଳ୍ପ କୌଶଳ ଆପଣେଇଲେ ଲୋକେ
ବୌଦ୍ଧ : ବଉଦ ବ୍ଲକ୍ ବଢିଗାଁ ଗ୍ରାମପଂଚାୟତ ଗିରାସିଙ୍ଗା ଗ୍ରାମରେ ଥିବା ନଳକୂପ ଦୀର୍ଘ ଦିନ ହେଲା ଅଚଳ ରହିଛି । ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ ସତ୍ତ୍ୱେ ନଳକୂପର ମରାମତି ନ ହେବାରୁ ଲୋକେ ଗୋଟିଏ ବିକଳ୍ପ କୌଶଳ ଆପଣେଇଲେ । ନଳକୂପର ହ୍ୟାଣ୍ଡେଲ୍ କାମ କରୁନଥିବା ଯୋଗୁଁ ଲୋକେ ପାଣି ଆଣିବାକୁ!-->…
Read More...
Read More...
ସୁବର୍ଣ୍ଣପୁର: ଅନେକ କଟକଣା ସତ୍ତ୍ୱେ ବୋଲମାନୁନି କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ୧୧୩ ଛୁଇଁଲା
ସୋନପୁର : କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଅନେକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଆଜିପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୧୩ ରେ ପହଞ୍ଚିଛି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୮୧ଜଣ ସୁସ୍ଥହୋଇ ନିଜ ନିଜର ଘରକୁ!-->…
Read More...
Read More...
ପରିଚାଳନାରେ ତ୍ରୁଟି: ୧୫ କିଲୋମିଟର ଚାଲି ଚାଲି ଗଲେ ପ୍ରବାସୀ !
ବୌଦ୍ଧ : କରୋନା ମୁକାବିଲାରେ ଅବହେଳା ଓ ଅବ୍ୟବସ୍ଥା ବୌଦ୍ଧ ଜିଲ୍ଲାରେ ନୁଆଁ କଥା ନୁହେଁ l ଗତକାଲି ହରଭଙ୍ଗା ବ୍ଲକରେ ଯାହା ଯେମିତି ଘଟିଲା ତାହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ର ଖୋରାକ୍ ଯୋଗାଇଛି l ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା!-->!-->!-->…
Read More...
Read More...
କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର ପାଇଁ ସ୍ବାସ୍ଥ୍ୟ ଟିମକୁ ଘେରିଲେ ଗ୍ରାମବାସୀ
ବୌଦ୍ଧ - କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତର ବଉଳସିଙ୍ଗା ଗ୍ରାମରେ ଜଣେ ଯୁବତୀ କରୋନା ଆକ୍ରାନ୍ତ ହୋଇଥିବା ଗତ ରବିବାର ରିପୋର୍ଟ ଆସିଥିଲା l ସରପଞ୍ଚ ବଉଳସିଙ୍ଗା ଗ୍ରାମକୁ ଆଜି ମଧ୍ୟରାତ୍ରୀ ଯାଏଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି | ଗତକାଲି ମନମୁଣ୍ଡା ଡାକ୍ତରଖାନାର!-->…
Read More...
Read More...
ବୌଦ୍ଧ – ଆଜି ସୁସ୍ଥ ହୋଇ ଘରକୁ ଫେରିଲେ 40 କରୋନା ଆକ୍ରାନ୍ତ
ବୌଦ୍ଧ - ବୌଦ୍ଧ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା 40 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି l ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା 151 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ପୁର୍ବରୁ 84 ଜଣ ସୁସ୍ଥ ହୋଇ ଘରକୁ!-->…
Read More...
Read More...
ବଲାସିଙ୍ଗାରୁ 50 ଗୋଟି ସ୍ବାବ ନମୂନା ସଂଗ୍ରହ
ବୌଦ୍ଧ - ଗତ ଅଗଷ୍ଟ ପହିଲାରେ ବଲାସିଙ୍ଗା ଗ୍ରାମରୁ ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ପରିବାରର ତିନି ଜଣ ସଦସ୍ୟ କରୋନା ପଜିଟିଭ ଚିନ୍ହଟ ହେବା ପରେ ଆସନ୍ତା କାଲି ଯାଏଁ ବଢିଗାଆଁ ସରପଞ୍ଚ ବଲାସିଙ୍ଗାକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିଲେ | କରୋନା ପଜିଟିଭ ମାନଂକ ସଂସ୍ପର୍ଶରେ ଆସିଥିବା!-->…
Read More...
Read More...
ତାଳ ଗଛକୁ ଧକ୍କା ଦେଇ ବୋଲେରୋ ଦୁର୍ଘଟଣା, 5 ଗୁରୁତର
ବୌଦ୍ଧ - ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଗୋପାଳମାଲ ପେଟ୍ରୋଲ୍ ପମ୍ପ ଠାରୁ ଅଳ୍ପ ଦୂରରେ ଆଜି ଅପରାନ୍ହ ପ୍ରାୟ 4 ଘଣ୍ଟା ସମୟରେ ରାସ୍ତା କଡର ଗୋଟିଏ ତାଳ ଗଛକୁ ବଲେରୋ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ପଲସାଗୋରା ଗ୍ରାମର ଗୋଟିଏ ପରିବାରର ସଦସ୍ୟ!-->…
Read More...
Read More...
ଜାରାପଙ୍ଗା ଗ୍ରାମବାସୀଙ୍କୁ କାଠ ପୋଲ ଭରସା
ଫୁଲବାଣୀ : କନ୍ଧମାଳ ଜିଲ୍ଳାର ଫିରିଙ୍ଗିଆ ବ୍ଳକ ନୁଆପଦର ପଂଚାୟତର ଜାରାପଙ୍ଗା ଗାଁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେବି ଏହି ଉପାନ୍ତ ଅଂଚଳର ଜନସାଧାରଣ ବିଭିନ୍ନ ସମସ୍ୟା ନେଇ ଗତି କରୁଛନ୍ତି । ନା ଅଛି ଶିକ୍ଷା ବ୍ୟବସ୍ଥା ନା ରାସ୍ତାଘାଟ । ପାନୀୟ ଜଳ ବ୍ୟବସ୍ଥା ଜାରାପଙ୍ଗାବାସୀଙ୍କୁ!-->…
Read More...
Read More...
କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପାଇଁ ପୂଜାପାଠ
ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲା ଲୋଇସଂହା ବିଜେପି ଶାଖା ପକ୍ଷରୁ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ପାର୍ଟି ଅଧକ୍ଷ ଅମିତ ଶାହ ଓ ଦେଶରେ କରୋନା ଭୁତାଣୁ ଶିକାର ହୋଇଥିବା ସମସ୍ତ ଭାରତୀୟଙ୍କ ଆରୋଗ୍ୟ କାମନା କରି ଯୋଗୀସରଡା ସ୍ଥିତ ଯୋଗେଶ୍ୱର ମନ୍ଦିର ଠାରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ!-->…
Read More...
Read More...