Browsing Category

ରାଜ୍ୟ

ମାଳମାଳ ସରକାରୀ ଯୋଜନା : ଅସହାୟ ଭାବେ ଭିକ ମାଗି ଚଳୁଛନ୍ତି ଭିନ୍ନକ୍ଷମ ଦମ୍ପତ୍ତି

ବୌଦ୍ଧ : ଜନ୍ମରୁ ମୃତ୍ୟୁ ଯାଏଁ ମାଳ ମାଳ ଯୋଜନା ଖଞ୍ଜି ରଖିଥିବା ସରକାର କହୁଥିବା ବେଳେ ତାହା ବାସ୍ତବରେ କେତେ ସୁଫଳ ମିଳୁଛି ତାର ଏକ ନଗ୍ନ ଉଦାହରଣ ଆଠମଲ୍ଲିକ ଉପଖଣ୍ଡରେ ଦେଖିବାକୁ ମିଳେ । ଆଠମଲ୍ଲିକ ଉପଖଣ୍ଡ ସଦର ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ବେଲତଇଲା ଗ୍ରାମରେ ରହୁଥିବା ଭିନ୍ନକ୍ଷମ
Read More...

ଚାଷ ଜମି ଉପରେ ବିଦ୍ୟୁତ୍ ତାର, ବିଭାଗ ନିରବ ଦ୍ରଷ୍ଟା

ବୌଦ୍ଧ,୧୨/୭ - କଣ୍ଟାମାଳ ବ୍ଲକ୍ ରୁଣ୍ଡିମହୁଲ ଗ୍ରାମ ପଂଚାୟତର ଟାଙ୍ଗିଆ ପାଲି ଗ୍ରାମରେ ବହୁଦିନ ହେଲା ଦୁଇଟି ବିଦ୍ୟୁତ୍ ଖମ୍ବ ଢଳି ପଡିଥିବା ଦେଖିବାକୁ ମିଳୁଛି । ଖମ୍ବ ଢଳି ପଡିଥିବାରୁ ଖମ୍ବ ଉପର ଦେଇ ଯାଇଥିବା ୧୧ କେ.ଭି. ବିଦ୍ୟୁତ୍ ତାଙ୍କର ତଳକୁ ଓହଳି ପଡିଛି । ଭୂମିଠାରୁ ସ୍ୱଳ୍ପ
Read More...

ଜଳସେଚନ ବିଭାଗ ନିରବ ରହିବାରୁ ଶ୍ରମଦାନ କରି କେନାଲ ସଫା କଲେ ଚାଷୀ

ବୌଦ୍ଧ୧୨/୭ - ପ୍ରତିବର୍ଷ ବୌଦ୍ଧ ଜଳସେଚନ ବିଭାଗ କୋଟି କୋଟି ଟଙ୍କା କେନାଲ ସଫେଇ ଓ ମରାମତି ନାମରେ ଖର୍ଚ୍ଚ କରୁଥିବା ବେଳେ ତାହା କୌଣସି କାମକୁ ଆସୁନଥିବା ସବୁ ବେଳେ ଅଭିଯୋଗ ହୋଇଆସୁଛି । ଆଜି ବୌଦ୍ଧ ଜଳ ସେଚନ ଡିଭିଜନ ଅନ୍ତର୍ଗତ ସାଲୁଙ୍କୀ ଜଳ ସେଚନ ବିଭାଗ କମଳପୁର ସେକସନର ପଲସପାଟ
Read More...

କ୍ବାରେଣ୍ଟାଇନ୍ ସେଣ୍ଟର୍ ରେ ପ୍ରବାସୀ ମହିଳାଙ୍କ ସହ ସେଲ୍ଫି ଫଟୋ ଭାଇରାଲ୍

ବାଲିଗୁଡ଼ା: କ୍ବାରେଣ୍ଟାଇନ୍ ସେଣ୍ଟର୍ ରେ ମହିଳା ପ୍ରବାସୀଙ୍କ ସହ ସେଲ୍ଫି ଫଟୋ ଭାଇରାଲ୍ । କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକ୍ କୁଡ଼ୁତୁଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ବାରେଣ୍ଟାଇନ୍ ସେଣ୍ଟର୍ ରୁ ଫଟୋ ଭାଇରାଲ୍ ହୋଇଥିବା ସୂଚନା । ଦାୟିତ୍ଵରେ ଥିବା ଦୁଇ ଅଧିକାରୀଙ୍କ
Read More...

ମୁଣ୍ଡିପଦର ଶାଖା ଡାକଘରେ ତାଲା !

ବୌଦ୍ଧ,୧୧/୭ – ଗତ ୪ବର୍ଷ ଧରିା ବାଉଁଶୁଣୀ ଉପଡାକଘର ଅଧୀନରେ ଥିବା ବୌଦ୍ଧବ୍ଲକ ମୁଣ୍ଡିପଦର ଶାଖା ଡାକଘରେ ତାଲା ପଡିିଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଶାଖା ପୋଷ୍ଟମାଷ୍ଟରଥିବା ବଳରାମ ମିଶ୍ର ଅବସର ନେବାପରେ ଲଗାତାର ଏଭଳି ଅବ୍ୟବସ୍ଥା ଦେଖାଦେଉଥିବା ଗ୍ରାମବାସୀ ଅଭିଯୋଗ କରନ୍ତି ।
Read More...

ଦାରିଙ୍ଗବାଡ଼ିରେ ୨ୟ ସପ୍ତାହ ସଟ୍ ଡାଉନ୍ ରାସ୍ତାଘାଟ ଶୂନଶାନ ପୁଲିସ ପ୍ୟାଟ୍ରୋଲିଂ କଡ଼ାକଡ଼ି

ଦାରିଙ୍ଗବାଡ଼ି,୧୧/୭: କନ୍ଧମାଳ ଜିଲ୍ଳାରେ କରୋନା ଭୂତାଣୁ ସଂକ୍ରମଣ ରୋକିବାଲାଗି ଚଳିତ ମାସର ପ୍ରତି ଶନିବାର ଏବଂ ରବିବାର ଦୁଇଦିନକୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି । ଆଜି ଚଳିତ ମାସର ୨ୟ ସପ୍ତାହନ୍ତ ସଟ୍ ଡାଉନର ପ୍ରଥମ ଦିନରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ରେ ସମସ୍ତ ପ୍ରକାର
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସଟ୍ ଡାଉନ ପ୍ରଭାବ

ସୋନପୁର,୧୧/୭- କରୋନା ସଂକ୍ରମଣକୁ ରୋକିବାପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାପ୍ରଶାସନ ପକ୍ଷରୁ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସଟ୍ ଡାଉନ କରିବାକୁ ନିଆଯାଇଥିବା ପ୍ରଭାବ ସମଗ୍ର ଜିଲ୍ଲାରେ ଅନୁଭୂତ ହୋଇଛି । ଆଗତୁରା ଏଥିପାଇଁ ସମସ୍ତ ଜନସାଧାରଣଙ୍କୁ ଡାକବାଜି
Read More...

୧୦୨କେଜି ଗଞ୍ଜେଇ ସହ କାର ଜବତ ଜଣେ ଗିରଫ

ଫୁଲବାଣୀ,୧୧/୭- ଫିରିଙ୍ଗିଆ ଥାନା ଅଧୀନରେ ଥିବା ମାଝିପଡା ଠାରେ ଏକ ସ୍ୱଫ୍ଟ ଡ଼ିଜୟାର ଗାଡ଼ିରୁ ୧୦୨ କେଜି ଗଞ୍ଜେଇ ସହିତ ଜଣେ ଗଂଜେଇ ମାଫିଆକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲାର ତିଗିରିଆ ଅଞ୍ଚଳରେ ଥିବା ମାନେଶ୍ୱରପଡା ଗ୍ରାମର ପ୍ରତାପ ନାୟକ(୩୦), ଗିରଫ
Read More...

ଠିଡିକାଜୋର୍ ଓ ଝାଡ୍ରାଜିଙ୍ଗ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,୧୧/୭ - ଆଜି ହରଭଙ୍ଗା ବ୍ଲକ୍ ବାଣିଭୁଷଣପୁର ଗ୍ରାମ ପଂଚାୟତ ଝାଡ୍ରାଜିଙ୍ଗ ଗ୍ରାମର ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ଡ୍ରାଇଭରଙ୍କ ଦେହରୁ କରୋନା ପଜିଟିଭ ଚିହ୍ନଟ ହେବାପରେ ଚାରିଛକକୁ ସଟ୍ ଡାଉନ୍ ଘୋଷଣା କରିଛି ପ୍ରଶାସନ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଭି
Read More...

ଦାରିଙ୍ଗବାଡ଼ିରେ ୨ୟ ସପ୍ତାହ ସଟ୍‌ଡାଉନ୍, ରାସ୍ତାଘାଟ ଶୂନଶାନ ପୁଲିସ ପ୍ୟାଟ୍ରୋଲିଂ କଡ଼ାକଡ଼ି

ଦାରିଙ୍ଗବାଡ଼ି଼: କନ୍ଧମାଳ ଜିଲ୍ଳାରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଚଳିତ ମାସ ର ପ୍ରତି ଶନିବାର ଏବଂ ରବିବାର ଦୁଇ ଦିନକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରାଯାଇଛି l ଆଜି ଚଳିତ ମାସର ୨ୟ ସପ୍ତାହନ୍ତ ସଟ୍‌ଡାଉନର ପ୍ରଥମ ଦିନରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ରେ ସମସ୍ତ ପ୍ରକାର
Read More...