Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନ ସହିତ ନର୍ସିଂହୋମ ସିଲ୍
ସମ୍ବଲପୁର : ଏଠାକାର ସବୁଠୁ ବଡ଼ ଘରୋଇ ଚିକିତ୍ସାଳୟ ସଞ୍ଜିବନୀ ହସ୍ପିଟାଲରରେ ଗତରାତି ଜଣେ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେଠାକାର ଦୁଇଜଣ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନକୁ ଯାଇଛନ୍ତି ଓ ଉକ୍ତ ହସ୍ପିଟାଲକୁ ସିଲ୍ କରାଯାଇଛି । ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ!-->…
Read More...
Read More...
ଲଭ୍ ସେକ୍ସ୍ ଧୋକା : ପ୍ରତାରଣା ଓ ଗର୍ଭପାତ କରାଇଥିବା ଅଭିଯୋଗ, ପ୍ରେମିକ ଓ ଗର୍ଭପାତ କରାଇଥିବା ବ୍ୟକ୍ତି ଗିରଫ
ବାଲିଗୁଡ଼ା: ଲଭ୍ ସେକ୍ସ୍ ଧୋକା । ପ୍ରଥମେ ପ୍ରେମ,ପରେ ଶାରୀରିକ ସମ୍ପର୍କ ତା ପରେ ଗର୍ଭପାତ ଏବଂ ପ୍ରତାରଣା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ଥାନା ଗ୍ରୀନ୍ ବାଡ଼ି ଅଞ୍ଚଳର ଆକାଶ ପ୍ରଧାନ ନାମକ ଜଣେ!-->…
Read More...
Read More...
ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଧ୍ୱସ୍ତ
ବୌଦ୍ଧ, ୨୨/୭ - ଆଜି ସନ୍ଧ୍ୟାରେ ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଶରଧାପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ ବଖରା ଘର ପାଉଁଶ ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶରଧାପୁର ହରିଜନ ସାହିରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗି ଅଲେଖ କଲତାଙ୍କ ୨!-->…
Read More...
Read More...
ଗୁନ୍ଦୁଳିଆ କ୍ୱାରେଣ୍ଟାଇନ ସେଣ୍ଟର ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ, ୨୨/୭ - ବୌଦ୍ଧ ଜିଲ୍ଲାରେ ଆଜି ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଆଉ ଜଣେ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସରକାରୀ ଭାବେ ପ୍ରଶାସନ ତରଫରୁ ଘୋଷଣା କରା ଯାଇନଥିଲେ ମଧ୍ୟ ଗୁନ୍ଦୁଲିଆ କ୍ୱାରେଣ୍ଟାଇନ ସେଣ୍ଟରର ଜଣେ!-->…
Read More...
Read More...
ଭି.ଏସ୍ଏସ୍ ନଗରର ଫାଣ୍ଡି ଅଧିକାରୀଙ୍କ ବଦନାତ୍ୟ
ଆଜି ବି ମଣିଷ ପଣିଆ ବଞ୍ଚିଛି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ଭି.ଏସ୍ଏସ୍ ନଗର ଫାଣ୍ଡିର କର୍ମଚାରୀମାନେ l ଆଜି ଏକ ବୁଲାଷଣ୍ଢ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଭି, ଏସ୍, ଏସ୍, ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ରାଉତ ଷଣ୍ଢଟିକୁ ଆଣି ଫାଣ୍ଡିପାଖରେ ରଖି ପଶୁଡାକ୍ତରଙ୍କ!-->!-->!-->…
Read More...
Read More...
ଜବରଦଖଲ ଉଚ୍ଛେଦ, ପେଟକୁ ଲାତ : ଉଠା ଦୋକାନୀ ଥଇଥାନ ଶୂନ
ବଲାଙ୍ଗୀର - ଜବରଦଖଲ ଉଚ୍ଛେଦ ଅଭିଯାନର ଦ୍ବିତୀୟ ଦିନରେ ପ୍ରତାପ ସାଗର ପଡାରେ ବୁଲଡୋଜର ପ୍ରଭାବରେ ବହୁ ଘର ଖଣ୍ଡିଆ ଖାବରା ହୋଇଛି । କରୋନା ସଙ୍କଟ କାରଣରୁ କିଛି ଦିନର ନୀରବତା ପରେ ଗତକାଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପୁରୁଣା କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା କଡ଼ରେ ଥିବା ଉଠା ଫଳ!-->…
Read More...
Read More...
ବୃଦ୍ଧାବସ୍ଥାରେ ଲମ୍ବ ମାପି ପୁରୀ ଯାଉଛନ୍ତି ଶ୍ରଦ୍ଧାଳୁ
ଜହ୍ନାପଙ୍କ : ବୃଦ୍ଧ ବୟସରେ ଲମ୍ବମାପି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଛନ୍ତି ରାଜସ୍ଥାନର ୪ଜଣ ଶ୍ରଦ୍ଧାଳୁ । ରାଜସ୍ଥାନ ରାଜ୍ୟ କେରଲି ଜିଲ୍ଲାର ଭକ୍ତରାମ ସିଂ(୬୯), ଜୟ ସିଂ(୬୮), ବଟୁ ଲାଲ(୬୭) ଓ ହରମନ ସିଂ(୬୯) ନଭେମ୍ବର ୩ ତାରିଖରୁ ପୁରୀ ବାହାରିଛନ୍ତି । ସେମାନେ!-->…
Read More...
Read More...
ନଭେମ୍ବର ସୁଦ୍ଧା ଆସିଯିବ କରୋନା ଟୀକା: ସେରମ୍ ଇନ୍ଷ୍ଟିଚ୍ୟୁଟ୍ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର ୨୨ ।୭: ମହାମାରୀ କରୋନାର କବଳରେ ସାରା ବିଶ୍ୱ ଛଟପଟ ହେଉଥିବାବେଳେ ଏଥିରୁ କିପରି ମୁକୁଳିପାରିବା ତାକୁ ନେଇ ବିଶ୍ୱବ୍ୟାପୀ ଗବେଷଣା, ତର୍ଜମା ଚାଲିଛି । ଏହି ସନ୍ଦୀକ୍ଷଣରୁ ମୁକୁଳିଯିବା ପାଇଁ ସମସ୍ତେ ଚାତକ ଭଳି ଚାହିଁ ରହିଥିବା ବେଳେ ପ୍ରତିଶେଧକ ସ୍ୱରୂପ ସେରମ ଇନଷ୍ଟିଚ୍ୟୁଟ!-->…
Read More...
Read More...
କରୋନା ପାଇଁ ହ୍ରାସ ପାଇବ ପାଠ୍ୟକ୍ରମ
ଭୁବନେଶ୍ୱର ୨୨ ।୭: ଚଳିତ ବର୍ଷ କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ସ୍କୁଲକଲେଜଗୁଡିକ ଏବେ ଛୁଟି ଅଛି । ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ଏହି ଛୁଟି ଚାଲୁ ରହିବ । ଏହାପରେ ମଧ୍ୟ ସ୍କୁଲକଲେଜଗୁଡିକ ଖୋଲିବ କି ନା ତାହାର ଗ୍ୟାରେଣ୍ଟି ଦେଇହେବ ନାହିଁ । ଏଭଳି ସ୍ଥିତିରେ!-->…
Read More...
Read More...
ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୨୨ ।୭: ରାଜ୍ୟରେ କରୋନା ମହାମାରୀ ନିଜର କାୟାକୁ ବଢାଇ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ପରେ ଖୋରଧା ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଜଟିଳ ହେଉଛି । ଆଜି ସର୍ବାଧିକ ୯୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏଥିରୁ!-->…
Read More...
Read More...