Browsing Category

ରାଜ୍ୟ

ବୁଦାମୂଳରୁ ମିଳିଲା ନବଜାତ ଶିଶୁ

ଭୁବନେଶ୍ୱର : ଖୋର୍ଦ୍ଧା-ଜଟଣୀ ରାସ୍ତା ଚିନ୍ତାମଣିନଗର ରାସ୍ତାକଡ ବୁଦାମୂଳରୁ ଆଜି ପୁଣି ଗୋଟିଏ ନବଜାତ ଶିଶୁପୁତ୍ର ମିଳିଛି । ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକେ ଶିଶୁପୁତ୍ର କାନ୍ଦ ଶୁଣି ଜଟଣୀ ପୁଲିସକୁ ଖବର ଦେଇଥିଲେ । ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଦ୍ୟ ପ୍ରସବ ହୋଇଥିବା
Read More...

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା :କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡିଜି ଶ୍ରୀ ଅଭୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ୪ଜଣିଆ ଟିମ୍‌ ଭୁବନେଶ୍ୱର ସ୍ଥିତ ଜିଆର୍‌ପି ଥାନାରେ ପହଞ୍ଚି
Read More...

କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ଯୋଦ୍ଧା ଭାବରେ ସମ୍ମୁଖ ଭାଗରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଗଣନା କରି କରୋନା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଅନୁକଂପା ସହାୟତା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଆଜି
Read More...

କମୁଛି ଗଞ୍ଜାମ, ବଢୁଛି ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ମିଳିଥିବା ଗ୍ରାଫରୁ ଜଣାପଡିଛି ଯେ, ହଟଚମଟ ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ଏବେ କରୋନା ସଂକ୍ରମଣରେ ସାମାନ୍ୟ ସୁଧାର ଆସିଛି । ଅର୍ଥାତ୍‌ ଗଞ୍ଜାମରେ କରୋନା କ୍ରମଶଃ କମୁଥିବା ବେଳେ ପଡୋଶୀ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ୱର
Read More...

ବଲାଙ୍ଗୀରକୁ ୪ଦିନିଆ ସଟଡ଼ାଉନ କଲେ ଜିଲ୍ଲାପାଳ

ବଲାଙ୍ଗୀର: ଗତ ତିନିଦିନରେ ୬୮ଜଣ କରୋନା ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ଅଂଚଳରେ ଜଣାପଡ଼ିବା ପରେ ଆଜି ୬ଜଣ ପଜିଟିଭ ବୋଲି ସୂଚନା ଦିଆଯାଇଛି । ଆଜି ମୋଟ ୪୦୬ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୨୮୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୨୦ଜଣ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର ସହର ଓ ଜିଲ୍ଲାରେ
Read More...

ସୁନ୍ଦରଗଡ ଜିଲ୍ଲାରେ ପୁଣି ୭୪ କରୋନା ପଜିଟିଭ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଜିଲ୍ଲାରେ ୫୯୦ ଜଣଙ୍କର ନମୁନା ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ସର୍ବାଧିକ କରୋନା ପଜିଟିଭ ରାଉରକେଲା ସହରରୁ
Read More...

ଦାରିଙ୍ଗବାଡ଼ିର ଦୁଇ କରୋନା ଯୋଦ୍ଧା

ଦାରିଙ୍ଗବାଡ଼ି : କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ଲକ୍‌ଡାଉନ କରାଯାଇଛି । ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାର ବାଧ୍ୟକତାମୂଳକ କରିଛନ୍ତି । କିନ୍ତୁ ଏପରି କିଛି ସେବା ଅଛି ଯାହାକି ଅତ୍ୟନ୍ତ ଜରୁରୀ ।ସେ ସେବାରେ ନିୟୋଜିତ ଅଧିକାରୀମାନେ ନିଜ ଜୀବନକୁ
Read More...

ଆଜି ପୁଣି ୧୧ ରୋଗୀ ଚିହ୍ନଟ, ମୋଟ ୪୬୩ ରେ ପଂହଚିଲା ପଜିଟିଭଙ୍କ ସଂଖ୍ୟା,୧ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କରୋନା ତାର ଧିରେ ଧିରେ କାୟା ବିସ୍ତାର କରିଚାଲିଛି । ଆଜି ପୁଣି ଜିଲ୍ଲାରେ ୧୧ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି । ୭ ଜଣ କରୋନା ପଜିଟିଭ ରୋଗୀ ଜି.ଉଦୟଗିରି ସବଜେଲରୁ ଚିହ୍ନଟ ହୋଇଥିବା ବେଳେ ୪
Read More...

ବୌଦ୍ଧ : ବିରଞ୍ଚି ଧରୁଆ ହେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ

ବୌଦ୍ଧ : ଓଡିଶା ରାଜସ୍ୱ ସେବାର ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ବିରଞ୍ଚି ଧରୁଆ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତାଙ୍କୁ ନିଯୁକ୍ତ କରିଥିବା ବେଳେ ସେ ନିଜ ମୂଳ
Read More...

କନ୍ଧମାଳରେ କୃଷି ବୀମା ରଥ ଗଡିଲା , କଣ୍ଟେନମେଣ୍ଟ ଜୋନ ବ୍ୟତୀତ ୧୭୧ଟି ପଞ୍ଚାୟତରେ କରିବ ସଚେତନତା

ଫୁଲବାଣୀ: ଆଜି ଫୁଲବାଣୀ କୃଷି କାର୍ଯ୍ୟାଳୟ ପରିସରେ ଦେଶରେ ଚାଷୀମାନଙ୍କ ପାଇଁ ସେମାନଙ୍କର କୃଷିରେ ସହାୟତା ନିମନ୍ତେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷରେ କ୍ଷୟକ୍ଷତି ହେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୃଷି ବୀମା ଯୋଜନାର ବିଭିନ୍ନ ସୁବିଧାଗୁଡିକ
Read More...