Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଟଡାଉନର ପ୍ରଥମ ଦିନରେ ଦୋକାନ ବଜାର ବନ୍ଦ, ରାସ୍ତାଘାଟ ସୁନସାନ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଅନୁପମ ସାହା ଏଠାରେ ତିନିଦିନ ସଟଡାଉନ ଘୋଷଣା କରିଛନ୍ତି ସହରର ପ୍ରତ୍ୟେକ ପ୍ରବେଶ ପଥକୁ ସିଲ କରାଯାଇଛି ରାୟଗଡା ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତାରେ!-->…
Read More...
Read More...
ଗଜପତିରେ ପୁଣି ୨୫ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ଗଜପତିରେ ପୁଣି ୨୫ ଟି ନୂଆ କରୋନା ପଜିଟିଭ ଚିହ୍ନଟହୋଇଥିବାରଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି।ଗୁମ୍ମା ବ୍ଳକରୁ ୬ ଜଣ,ଆର ଉଦୟ ଗିରି ବ୍ଳକରୁ ୬ ଜଣ ଓ ପାରଳା ପୌରପରିଷଦ ରୁ୧୩ ଜଣ ଚିହ୍ନଟ ହୋଇ ଛନ୍ତି।ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା ପଜିଟିଭ ଚିହ୍ନଟ ହୋଇ ଥିବାରୁ!-->…
Read More...
Read More...
ସମ୍ବଲପୁର ସଟ୍ ଡାଉନ କଡାକଡି ପାଳିତ
ପ୍ରମୁଖ ଛକମାନଙ୍କରେ ପୁଲିସ ମୁତୟନ ଯୋଗୁଁ ରାସ୍ତାଘାଟ ଶୁନଶାନ
ସମ୍ବଲପୁର,୧୧/୭- ନିରନ୍ତର ବଢିଚାଲିଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷିତ ଦୁଇ ଦିନିଆ ସଟ୍ ଡାଉନ ପ୍ରଥମ ଦିନରେ ଆଜି ସଂପୂର୍ଣ୍ଣ ରୂପେ ସଫଳ ହୋଇଛି । କେବଳ ଜରୁରୀ କାମରେ!-->!-->!-->…
Read More...
Read More...
ଆଜି ନୂଆ ପଜିଟିଭ ୫୭୦, ୫ମୁଣ୍ଡ ପୁଣି ଗଡାଇଲା କରୋନା
ଭୁବନେଶ୍ୱର,୧୧/୭- ରାଜ୍ୟରେ ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ରେ ପହଞ୍ଚିଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୮୬ ଜଣ ସ୍ଥାନୀୟ ଅଞ୍ଚଳର । କରୋନା!-->…
Read More...
Read More...
ବୌଦ୍ଧ : ଚାରିଛକ ହେଲା ସର୍ଟ ଡାଉନ୍
ବୌଦ୍ଧ,୧୧/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସଦର ମହକୁମା ଚାରିଛକକୁ ୭୨ ଘଣ୍ଟା ପାଇଁ ପ୍ରଶାସନ ସଟ୍ ଡାଉନ୍ ଘୋଷଣା କରିଛି । ଝାଡ୍ରାଜିଙ୍ଗ ଗ୍ରାମର ଜଣେ ବ୍ୟକ୍ତି ଗଞ୍ଜାମରୁ ଫେରି ନିଜ ଘରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କ ଶରୀରରେ କରୋନା ସଂକ୍ରମଣ ରିପୋର୍ଟ ଆଜି ଆସିଥିବାରୁ!-->…
Read More...
Read More...
ପୁଲିସର ରାତିଅଧିଆ ଚଢାଉରେ ଅପହୃତ ବ୍ୟବସାୟୀ ଉଦ୍ଧାର ବନ୍ଧୁକମୁନରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଦିବାଲୋକ ଅପହରଣ…
ସମ୍ବଲପୁର,୧୧/୭- ସ୍ଥାନୀୟ ଶାସନ ଅଞ୍ଚଳରୁ ଗତକାଲି ମଧ୍ୟାହ୍ନ ସମୟରେ ଅପହୃତ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ପୁଲିସ ଅଧରାତିରେ ଖୋଜି ଉଦ୍ଧାର କରିବାରେ ସଫଳ ହୋଇଛି । ପୁଲିସର ଏହି ସଫଳତା ବିଷୟରେ ସମ୍ବଲପୁର ପୁଲିସ ଅଧିକ୍ଷକ ଡ଼ା କେ ଭି ସିଂହ ଗତରାତି ପ୍ରାୟ ୧୨.୩୦ରେ ମିଡିଆକୁ ହ୍ୱାଟସଅପ!-->…
Read More...
Read More...
ବୌଦ୍ଧରେ ପୁଣି ୩ କରୋନା ପଜିଟିଭ, ଦୁଇ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ଜଣେ ଘରୁ
ବୌଦ୍ଧ,୧୧/୭ – ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୩ ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଦୁଇ ଦିନ ତଳେ ହରଭଙ୍ଗା ବ୍ଲକ୍ ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨ ଜଣ ବ୍ୟକ୍ତିଙ୍କ ପଜିଟିଭ ବାହାରିଥିବା ଜଣାପଡିଛି ।!-->…
Read More...
Read More...
କିସ୍ ପକ୍ଷରୁ ହରିଶଙ୍କର ମନ୍ଦିର ପରିସରରେ ମାଙ୍କଡ ମାନଙ୍କୁ ଖାଦ୍ୟ ପ୍ରଦାନ
ଖପ୍ରାଖୋଲ – ପୃଥିବୀର ପ୍ରସିଦ୍ଧ ଧର୍ମପୀଠ, ପବିତ୍ର ତୀର୍ଥକ୍ଷେତ୍ର, ଗନ୍ଧମାର୍ଦ୍ଦନ ହରିଶଙ୍କର ତୀର୍ଥସ୍ଥଳୀଟି କରୋନା ମହାମାରୀ ଜନିତ ଲକଡାଉନ ଯୋଗୁଁ ଖାଁ ଖାଁ ଲାଗୁଛି । ଭକ୍ତ, ଶ୍ରଦ୍ଧାଳୁ କିମ୍ବା ତୀର୍ଥ ଯାତ୍ରୀ ଆସୁନାହାନ୍ତି । ମନ୍ଦିରରେ ଅର୍ଣ୍ଣଭୋଗ ହେଉନାହିଁ କି ତୀର୍ଥ ଯାତ୍ରୀ!-->…
Read More...
Read More...
ଗୁହାଳ ପାଲଟିଛି ଅସମ୍ପୂର୍ଣ୍ଣ ସ୍କୁଲ୍ ଗୃହ
ବୌଦ୍ଧ,୧୧/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ହରେକୃଷ୍ଣପୁର ଗ୍ରାମରେ ଥିବା ଆଦିବାସୀ ଉନ୍ନୟନ ବିଭାଗର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଏକ ଅସମ୍ପୂର୍ଣ୍ଣ ଶ୍ରେଣୀ ଗୃହ ଗୋରୁ ଗୁହାଳରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ବହୁ ବର୍ଷ ତଳେ ହରଭଙ୍ଗା ପଂଚାୟତ ସମିତି ତରଫରୁ ନୂତନ!-->…
Read More...
Read More...
ପାଞ୍ଚ ବର୍ଷ ହେଲା ଅନ୍ଧାରରେ ଫୁରୁଡା ଗ୍ରାମବାସୀ
ବୌଦ୍ଧ,୧୧/୭ - ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ପାଞ୍ଚ ବର୍ଷ ଧରି ଅନ୍ଧାରରେ ଅଛନ୍ତି ବଉଦ ବ୍ଲକ୍ ଟିକରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଫୁରୁଡା ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଆଜକୁ ପାଞ୍ଚ ବର୍ଷ ତଳେ ଗ୍ରାମରେ ଥିବା ବିଦ୍ୟୁତ୍ ସବ୍ ଷ୍ଟେସନ ଟ୍ରାନ୍ସଫରମର କୌଣସି କାରଣରୁ!-->…
Read More...
Read More...