Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଗଷ୍ଟର ସ୍ଥିତିକୁ ନେଇ ସ୍କୁଲ ଖୋଲିବା ନିଷ୍ପତ୍ତି
ଭୁବନେଶ୍ୱର : ଶିକ୍ଷା ବର୍ଷ ଜାରି ରହିଲେ ସିବିଏସ୍ଇ ଯାହା ନିଷ୍ପତ୍ତି ନେଇଛି ତା ଉପରେ ବିଚାର କରିବେ । ଅଗଷ୍ଟ ମାସର ସ୍ଥିତିକୁ ଦେଖି ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ହେବ ଏବଂ ସ୍କୁଲ୍ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ପିଲାଙ୍କ!-->…
Read More...
Read More...
ଶଗଡିଆ କ୍ଷୁଦ୍ର ଜଳସେଚନ ଡ୍ୟାମରୁ ଖରିଫ ଚାଷ ପାଇଁ ଜଳଯୋଗାଣ
ହରଭଙ୍ଗା,୯/୭: ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ହରଭଙ୍ଗା ବ୍ଲକରେ ଥିବା ଶଗଡିଆ ଡ୍ୟାମରୁ ଚଳିତବର୍ଷ ଖରିଫ ଚାଷପାଇଁ ଆଜି ଡ୍ୟାମରୁ ଗେଟ୍ ଖୋଲାଯାଇ କେନାଲ ଯୋଗେ ହରଭଙ୍ଗା, କୁଡାଶିଙ୍ଗା, ବୁକେଶିଙ୍ଗା, ଡିଆଁଘାଟ, ସୁରୁଣ୍ଡି ଆଦି ୫ଗୋଟି ଗ୍ରାମର ୫ଶହ ଏକର ଚାଷଜମିକୁ ଖରିଫ ଚାଷପାଇଁ ପାଣି!-->…
Read More...
Read More...
ମ୍ୟାକ୍ସ ପିକ୍ଅପ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବୌଦ୍ଧ,୯/୭: ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ କଣ୍ଟାମାଳ ଥାନା ମଲିକୁଦ୍ - ନାରାୟଣ ପ୍ରସାଦ ରାସ୍ତାର ସେମେଲଜୋରା ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ଓଡି୩୧ଜି୧୨୮୩ ନମ୍ବର ବିଶିଷ୍ଟ ଏକ ମେକ୍ସ ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ରାସ୍ତାରେ ଗାଡିଟି ଦ୍ରୁତ!-->…
Read More...
Read More...
ବୌଦ୍ଧ : କରୋନା ପଜିଟିଭ ସଂଖ୍ୟା ୫୦ରେ ପହଞ୍ଚିଲା
ବୌଦ୍ଧ,୯/୭: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫ ଜଣ ପ୍ରବାସୀଙ୍କ ନିକଟରେ ପଜିଟିଭ ବାହାରିଥିବା ନେଇ ଗତକାଲି ଅପରାହ୍ନ ସମୟରେ ଆରମ୍ଭ ହୋଇଥିବା ଚର୍ଚ୍ଚା ସତ୍ୟ ପ୍ରମାଣିତ ହୋଇଛି । ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁଷ୍ଠାନିକ ଭାବେ ଘୋଷଣା!-->…
Read More...
Read More...
ପୁଲିସ ଗୁଳିରେ ୫ ମାଓ ନିହତ ପରେ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଦାରିଙ୍ଗବାଡ଼ି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି କମ୍ବିଂ…
ଦାରିଙ୍ଗବାଡ଼ି ୯/୭: କନ୍ଧମାଳ ଜିଲ୍ଲା ପୁଲିସ ଗୁଳିରେ ଗତ ୩ଦିନ ମଧ୍ୟରେ ଦୁଇ ଦୁଇ ଥର ଗୁଳିବିନିମୟରେ ୫ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ । ଏଥିସହିତ ପୁଲିସ ଗୁଳିରେ ଅନେକ ମାଓବାଦୀ ଆହତ ଅବସ୍ଥାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ପଳାଇ ଯାଇଥିବା ନେଇ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ!-->…
Read More...
Read More...
ବୌଦ୍ଧ: ଶଯ୍ୟା ଅଭାବରୁ ବାରଣ୍ଡାରେ ଗଡୁଛନ୍ତି ରୋଗୀ
ବୌଦ୍ଧ,୯/୭: କରୋନା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବ୍ୟସ୍ତ ରହିଥିବାବେଳେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟାରେ ଶଯ୍ୟା ଓ ଭିତ୍ତିଭୂମିର ଅଭାବ!-->…
Read More...
Read More...
ପ୍ରବଳ ବର୍ଷାରେ ଧୋଇ ନେଲା ବୁଣିଥିବା ଧାନ, ବିହନ ଚିନ୍ତାରେ ଚାଷୀ
ବୌଦ୍ଧ,୯/୭ : କିଛି ଦିନର ମୌସୁମୀ ବର୍ଷା ପରେ ପାଗ ଠିକ୍ ହେବା ପରେ ଗତ ଦୁଇ /ତିନି ଦିନ ମଧ୍ୟରେ ଚାଷୀମାନେ ତଳି ପକାଇବା ସହ ଧାନ ବୁଣାବୁଣି କରିଥିଲେ । ଗତକାଲି ସନ୍ଧ୍ୟାରେ ହଠାତ୍ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବାରୁ ବୁଣିଥିବା ଧାନବିହନ ଧୋଇ ନେଇଛି । ଫଳରେ ଏ ସମୟ ମଧ୍ୟରେ!-->…
Read More...
Read More...
କୋଭିଡ କଟକଣା ଅନୁସାରେ ବୁର୍ଲାରେ ଦୁଇଦିନିଆ ସଟଡାଉନ
ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ କରୋନା ତାହାର ରୌଦ୍ରରୂପ ଦେଖାଇବା ଆରମ୍ଭ କରିଦେଇଛି ଓ ସ୍ଥାନୀୟ ଉପନଗରୀ ବୁର୍ଲାରେ ଏହାର ପରାକ୍ରମ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଓ୍ବାର୍ଡ ୩ରୁ ୭ ପର୍ଯ୍ୟନ୍ତ ଅଞ୍ଚଳରେ ଆଗାମୀ କାଲି ଓ ପରଦିନ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି ଆଉ!-->…
Read More...
Read More...
୭୧ତମ ବନ ମହୋତ୍ସବ ପାଳିତ
ପାରଳାଖେମୁଣ୍ଡି,୮/୭- ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ୭୧ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ର ବନାଞ୍ଚଳଅଧିକାରୀ କବିନା ପରିଛାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ଆଜି ଲାବଣ୍ୟଗଡ଼ ସଂରକ୍ଷିତ ଜଙ୍ଗଲଠାରେ ବୃକ୍ଷରୋପଣ କରାଯାଇଥିଲା। ଏହି!-->…
Read More...
Read More...
ଗଜପତି ପକ୍ଷରୁ ତୈଳ ଦର ବୃଦ୍ଧି କୁ ବିରୋଧ
ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ଆପ ଗଜପତି ପକ୍ଷରୁ କେନ୍ଦ୍ର ସରକାରଙ୍କଦ୍ଵାରା ତୈଳଦର ବୃଦ୍ଧିକୁ ବିରୋଧ କରାଯାଇ ଭୀକ୍ଷୋଭ ପଦର୍ଶନ କରା ଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଂଜ ସାମନ୍ତଙ୍କ!-->…
Read More...
Read More...