Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜଧାନୀର ବିଚ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର ୨୧ ।୭: ରାଜଧାନୀ ଭୁବନେଶ୍ୱର ସମେତ ଏବେ ୪ଟି ଜିଲ୍ଲାରେ ୧୪ଦିନିଆ କଡାକଡି ଲକଡାଉନ ପାଳନ ହେଉଛି । କିନ୍ତୁ ଏଭଳି ସମୟରେ ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଓଭରବ୍ରିଜର ରାଜରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଛନ୍ତି । ଖବରପାଇ ପୁଲିସ!-->…
Read More...
Read More...
ବୟସ ୯୫; କରୋନାକୁ କଲେ ପରାସ୍ତ
ଭୁବନେଶ୍ୱର ୨୧ ।୭: ବୟସ ୯୫ ସରିକି, ଚର୍ମ ଧୁଡଧୁଡ ତଥାପି ଏହି ବୟସର ଜଣେ କରୋନା ଆକ୍ରାନ୍ତ ଉଦୟ ନାଥ ବିଶୋୟୀ କରୋନାରୁ ସୁସ୍ଥ ହୋଇ କରୋନାକୁ ଜିତିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ସରକାର ସବୁ କଳବଳ ଲଗାଇ!-->…
Read More...
Read More...
ଭୁବନେଶ୍ୱରରୁ ଆଉ ୨୧କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ନୂଆ ୨୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫ଜଣ ଲୋକାଲ କଣ୍ଟାକ୍ଟ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ଗୁଡିକ ମଧ୍ୟରୁ!-->…
Read More...
Read More...
ବିଜୟଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ବିଦାୟ
ଭୁବନେଶ୍ୱର ୨୧ ।୭: ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ବିଜୟ ମହାନ୍ତିଙ୍କୁ ଆଜି ସତ୍ୟନଗର ଶ୍ମସାନ ଘାଟରେ ଭାବପୂର୍ଣ୍ଣ ଅଶ୍ରୁଳ ବିଦାୟ ଦିଆଯାଇଛି । କୋଭିଡ-୧୯ କରୋନା ମହାମାରୀ ପାଇଁ କଠୋର କଟକଣା ଥିଲେ ମଧ୍ୟ ସାଧାରଣ ଲୋକଙ୍କର ତାଙ୍କ ପ୍ରତି କେତେ ଭଲ ପାଇବା ଥିଲା ତାହା!-->…
Read More...
Read More...
କୁଲିଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା
ରାଉରକେଲା : ଦିନ ରାତି ଯାତ୍ରୀଙ୍କ ଭିଡ ଓ କୋଳାହଳରେ ଫାଟି ପଡୁଥିବା ଷ୍ଟେସନର ପ୍ଲାଟଫର୍ମ ଏବେ ଖାଁ ଖାଁ । କେବଳ ହାତଗଣତି କେଇଜଣ ରେଳ ସୁରକ୍ଷା କର୍ମୀ ଡ୍ୟୁଟି କରୁଛନ୍ତି । ଏସବୁ ଭିତରେ ଷ୍ଟେସନରେ ରାତି ଦିନ ଝାଳବୁହା ପରିଶ୍ରମ କରୁଥିବା କୁଲିଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା ।!-->…
Read More...
Read More...
ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଥାନ ନାହିଁ, କାର୍ଯ୍ୟାଳୟ ପରିସରରେ ହେଉଛି ଟେଷ୍ଟିଂ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହିଥିବାର ଦେଖିବାକୁ ମିଳିଛି । ଏଠାରେ ଦୀର୍ଘ ଦିନ ହେଲା ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ନାହାଁନ୍ତି । ତେଣୁ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପ!-->…
Read More...
Read More...
ବାଙ୍ଗାଲୋର ଗ୍ୟାସ୍ ସିଲିଣ୍ଡର୍ ଫାଟିବା ଘଟଣା: ପ୍ରଶାସନ ସହଯୋଗରେ ଗାଁରେ ପହଞ୍ଚିଲା ତିନି ଜଣଙ୍କ ମର ଶରୀର
ଦାରିଙ୍ଗବାଡି: ବାଙ୍ଗାଲୋର ଠାରେ ଗତ ୧୪ ତାରିଖ ମଙ୍ଗଳବାର ରାତିରେ ଏକ ଘରେ ଥିବା ରନ୍ଧନ ଗ୍ୟାସ ସିଲିଣ୍ଡର ହଠାତ୍ ବିସ୍ଫୋରଣ ଘଟଣାରେ ୪ଜଣଙ୍କର ମୃତ୍ୟ ଘଟିଥିଲା । ଚାରିଜଣଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ଦୁଇ ଜଣ ଯୁବତୀ ଥିବାବେଳେ କୋଟଗଡ ବ୍ଲକର ଜଣେ!-->…
Read More...
Read More...
ଗଜପତିରେ ପୁଣି ୧୫ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୫ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌରପରିଷଦରୁ ୧୩ଜଣ ଓ ଗୁମ୍ମାବ୍ଳକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ ଚିହ୍ନଟ ହେବାରୁ ସେମାନଙ୍କୁ!-->…
Read More...
Read More...
ପୁଣି ୧୦ଜଣ ପଜିଟିଭ ଚିହ୍ନଟ: ସମ୍ବଲପୁର ଜିଲ୍ଲାରେ ଦୁଇ ପର୍ଯ୍ୟାୟରେ ସଟଡାଉନ ଘୋଷିତ
ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୧୦ଜଣ ପଜିଟିଭ ଚିହ୍ନଟ ହେବାର ଘୋଷଣା କରାଯାଇଛି । ଏହା ସହିତ ସମଗ୍ର ଜିଲ୍ଲାରେ କୋରନା ପଜିଟିଭଙ୍କ ସଂଖ୍ୟା ୧୯୪ରେ ପହଞ୍ଚିଛି । ବିଗତ ଚାରି ଦିନ ହେଲା କରୋନା ପଜିଟିଭଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ଯୋଗୁଁ ସମସ୍ତ ସତର୍କତା ଅବଲମ୍ବନ ସହିତ!-->…
Read More...
Read More...