Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର :ସହରକୁ ଛୁଇଁଲା ସଂକ୍ରମଣ, ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍
ସୋନପୁର : ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତକାଲି ସୋନପୁର ସହରକୁ କରୋନା ଛୁଇଁଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସହରରେ ଅଧିକ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ!-->…
Read More...
Read More...
ସଟଡାଉନ ପୂର୍ବସଂଧ୍ୟାରେ ବଜାର ଲୋକାରଣ୍ୟ: ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ ଫୁ..
ସମ୍ବଲପୁର : ଗତ କିଛି ଦିନ ଭିତରେ ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଜୁଲାଇ ୨୨ରୁ ୩୧ ଯାଏଁ ଦୁଇଟି ପର୍ଯ୍ୟାୟରେ ସଟଡାଉନ ଘୋଷଣାକୁ ଏଠାରେ ସର୍ବତ୍ର ସ୍ୱାଗତ କରାଯାଉଛି । ଏଥିପାଇଁ କିନ୍ତୁ କିଛି ପ୍ରସ୍ତୁତି କରା ନ ଯାଇ ହଠାତ!-->…
Read More...
Read More...
ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ୧୦ଦିନିଆ ସଟଡାଉନ : ସହରସାରା ଶୂନଶାନ, ଚାଲିଛି ନିର୍ମାଣ କାମ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନାଙ୍କ ନିଷ୍ପତ୍ତି ଅନୁସାରେ ସମଗ୍ର ଜିଲ୍ଲାରେ ଆଜିଠାରୁ ୩୧ଜୁଲାଇ ପର୍ଯ୍ୟନ୍ତ ୧୦ଦିନିଆ ସଟଡାଉନ ଆରମ୍ଭ ହୋଇଯାଇଛି ଓ ଜନସାଧାରଣଙ୍କ ପକ୍ଷରୁ ଏଥିପାଇଁ ବିପୁଳ ସମର୍ଥନ ଦେଖା ଦେଇଛି । ଆଜି ସକାଳୁ କିଛି କିଛି ସ୍ଥାନରେ ପ୍ୟାକେଟ କ୍ଷୀର ବିକ୍ରୀ!-->…
Read More...
Read More...
ଢେଙ୍କାନାଳ କଲେଜ୍ ସ୍ୱୟଂ ଶାସିତ ମାନ୍ୟତା ୨୦୨୩ ପର୍ଯ୍ୟନ୍ତ ରହିଲା
ଢେଙ୍କାନାଳ: ଢେଙ୍କାନାଳ କଲେଜ୍ର ସ୍ୱୟଂ ଶାସିତ ମାନ୍ୟତା ୨୦୨୩ ପର୍ଯ୍ୟନ୍ତ ରହିଥିବାର ଏକ ଚିଠି ୟୁଜିସି ତରଫରୁ ଢେଙ୍କାନାଳ କଲେଜ୍କୁ ଆସିଥିବାରୁ ଢେଙ୍କାନାଳ ଜନସାଧାରଣ ଓ ଢେଙ୍କାନାଳ କଲେଜ ଛାତ୍ରଛାତ୍ରୀଙ୍କ ଭିତରେ ଆନନ୍ଦର ଲହରି ଖେଳିଯାଇଛି । ଏହି କିଛିଦିନ ତଳେ କଲେଜ୍ର ସ୍ୱୟଂ ଶାସିତ!-->…
Read More...
Read More...
ବୌଦ୍ଧ : ଦୁଇ ଦିନର ବିରାମ ପରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୨/୭ - ଗତ କିଛି ଦିନ ହେଲା ପ୍ରତିଦିନ ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ବାହାରୁଥିବା ବେଳେ ଦୁଇ ଦିନ ଏଥିରେ ଟିକିଏ ବିରାମ ଲାଗିଥିଲା । ଆଜି ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୮୦ ରେ ପହଞ୍ଚିଲା । ବୌଦ୍ଧ ସହର ଓ ପାଖାପାଖି ଅଂଚଳରେ!-->…
Read More...
Read More...
ରେକର୍ଡ : ୨୪ ଘଣ୍ଟାରେ ୧୦୭୮ ପଜିଟିଭ ଚିହ୍ନଟ, ପୁଣି ୫ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଦିନକୁ କରୋନା ବେକାବୁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୩୫ରେ ପହଞ୍ଚିଛି । ସେହିପରି ଏହି ବିଶ୍ୱମହାମାରୀ କରୋନାରେ ଏହି ସମୟ ମଧ୍ୟରେ!-->…
Read More...
Read More...
ବେଆଇନ ନିଶା କାରବାରର ପର୍ଦ୍ଦାଫାଶ ୨୩ଶହ ବୋତଲ କଫସିରପ ସହିତ ୩ଜଣ ଗିରଫ
ସମ୍ବଲପୁର, ୨୨/୭ -ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏକ ଅପହରଣ ମାମଲାର ତଦନ୍ତ ସମୟରେ ଏକ ବିଶାଳ ନିଶା କାରବାରର ପର୍ଦ୍ଦାଫାଶ କରିବାରେ ପୁଲିସ ସଫଳ ହୋଇଛି । ବାସ୍ତବରେ କରୋନା କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଇବାକୁ ପୁଲିସ ଏଠାରେ ଏତେ ବ୍ୟସ୍ତ ଯେ ଅପରାଧ ନିୟନ୍ତ୍ରଣ ପାଇଁ!-->…
Read More...
Read More...
ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କକୁ ଆସନ୍ତା ୭ ଦିନ ପାଇଁ ବନ୍ଦ ଘୋଷଣା
ଫୁଲବାଣୀ,୨୨/୭ - କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଅମାନିଆ ଯୋଗୁଁ ବିଭିନ୍ନ ହଟସ୍ପଟ ଯାଇ ଫେରିବା ପରେ ତାଙ୍କଠାରେ କରୋନା ପଜିଟିଭ୍ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଅନ୍ୟ କେହି ସଂକ୍ରମିତ ହୋଇଥାଇ ପାରନ୍ତି କିମ୍ବା ହେବାର ସମ୍ଭାବନା ସଂକ୍ରମଣ ବୃଦ୍ଧିକୁ!-->…
Read More...
Read More...
ଫୁଲବାଣୀ: ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଅଚ୍ୟୁତ ସାମନ୍ତ
ଫୁଲବାଣୀ,୨୨/୭- ଗତ ୧୪ ତାରିଖରେ ବାଙ୍ଗାଲୋରଠାରେ ଗ୍ୟାସ ସିଲିଣ୍ଡର ଫାଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ!-->…
Read More...
Read More...
ଲକ୍ ଡାଉନ୍ ପ୍ରଭାବିତ ହରିଶଙ୍କର ମନ୍ଦିର ପୂଝାରୀ ପରିବାର
ପାଟଣାଗଡ଼ :ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ପୀଠ ତାଲା ଯୋଗୁଁ ମନ୍ଦିର ପୂଝାରୀ ପରିବାର ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।। ଆର୍ଥିକ ସଂକଟ ଯୋଗୁଁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଉଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ନାନ୍ଦୁପଲା ଗାଁ ର ପୂଝାରୀ!-->…
Read More...
Read More...