Browsing Category

ରାଜ୍ୟ

ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡକ

ବୌଦ୍ଧ : ଜିଲ୍ଲାରେ ଜୁଲାଇ ମାସର ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୁଳ ବର୍ତ୍ତମାନ ଚିନ୍ତାରେ । ବର୍ଷାର ଅଭାବ ଯୋଗୁଁ ବୁଣା ଯାଇଥିବା ଓ ରୁଆ ଯାଇଥିବା ଧାନ ବିଲ ଗୁଡିକର ମାଟି ଫାଟି ଆଁ କଲାଣି । ଆଉ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ଧାନ ଗଛ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସୁନିଶ୍ଚିତ ।
Read More...

କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

ବୌଦ୍ଧ : ସରକାର କୃଷି କୃଷକର ଉନ୍ନତ୍ତି ପାଇଁ ୨୦୧୯ ମସିହାର ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଥିଲେ । କ୍ଷୁଦ୍ର ଓ ମଧ୍ୟମ ଚାଷୀ ମାନଙ୍କୁ ବାର୍ଷିକ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଉକ୍ତ ଯୋଜନାରେ ବ୍ୟବସ୍ଥା ଥିଲା । ଅନେକ
Read More...

ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୯ ।୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ୨୪ ଘଣ୍ଟା ମଧ୍ୟରେ ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୧୭୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ
Read More...

ଖୁଚୁରା କ୍ଷୁଦ୍ର ବ୍ୟବସାୟୀଙ୍କୁ ଲକଡାଉନ ଛାଟ

ବାଲିଗୁଡ଼ା : କନ୍ଧମାଳରେ ଜାରୀ ରହିଛି ଲକଡାଉନ ସଟଡାଉନ ପର୍ବ । ଜିଲ୍ଲାରେ ଫୁଲବାଣୀ,ଏ.ଉଦୟଗିରି, ଟିକାବାଲି, ରାଇକିଆ, ବାଲିଗୁଡା ଆଦି ଅଂଚଳ ରେ ଦ୍ରୁତ ଗତିରେ ଲୋକାଲ କରୋନା କେସ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସଟଡାଉନ ମଧ୍ୟ ଘୋଷଣା
Read More...

ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବେରବେରା ଗାଁର ଦେବରାଜ ପଧାନଙ୍କ ଗାଈ ଗୁହାଳରେ ଜଣେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ବେଲପଡା ପୁଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କିଏ ଏପରି କାଣ୍ଡ ଭିଆଇଛି, ନା ଏହା ପଛରେ
Read More...

ସୁବର୍ଣ୍ଣପୁର : ସହରରେ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ

ସୋନପୁର :ଗତ କିଛିଦିନ ତଳେ ସହରର ୱ ।ର୍ଡ଼ ନଂ ୧୦ ଅନ୍ତର୍ଗତ ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳରେ ପ୍ରଥମ କରୋନା ସଂକ୍ରମିତ ଜଣାପଡିବାପରେ ଆଜି ପୁଣି ଉକ୍ତ ୱ ।ର୍ଡ଼ ର ପଟାଭାଡି ସନ୍ନିକଟସ୍ଥ ଠାକୁରାଣୀ ପଡାଠାରେ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ମଙ୍ଗଳବାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜଣେ
Read More...

ଡ୍ୟୁଟି ସମୟରେ ମୃତ୍ୟୁବରଣ କଲେ କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୨୮/୭ –ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି
Read More...

ଶ୍ରମିକ ବଦଳରେ ମେସିନ କଲା କାମ !

ବୌଦ୍ଧ/ଜହ୍ନାପଙ୍କ,୨୮/୭- ବୌଦ୍ଧବ୍ଲକ ଅନ୍ତର୍ଗତ ବଢିଗାଁ ପଂଚାୟତର ଯୋଗୀଭୋଗରା ଓ ଓଲଣ୍ଡା ଗାଁରେ ମନରେଗା ଯୋଜନାରେ ହୋଇଥିବା ମୋ ପୋଖରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଛି । ଶ୍ରମିକ ବଦଳରେ ଜେସିବି ମେସିନରେ କାମ ହୋଇ ବିଲ ଉଠାହୋଇଛି । ଏଥିସହିତ ବିନା ସୂଚନା ଫଳକରେ କାମ ସମ୍ପନ୍ନ
Read More...

ପ୍ଲାଜମା ଦାନ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ମନ୍ତ୍ରୀ

ବୌଦ୍ଧ,୨୮/୭ - ଆଜି ବୌଦ୍ଧ ସର୍କିଟ ହାଉସ୍‌ସ୍ଥିତ ସମ୍ମିଳନୀ କକ୍ଷରେ ଯୋଜନା ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ପ୍ଲାଜମର ଦାନ କ୍ଷେତ୍ରରେ ସୁସ୍ଥ ରୋଗୀଙ୍କୁ ପ୍ରେରଣା ଯୋଗାଇବା ସମ୍ପର୍କୀତ ଏକ ବୈଠକରେ ସମୀକ୍ଷା କରିଥିଲେ । ଗୁରୁତର କରୋନା ରୋଗୀଙ୍କ
Read More...

ଯୁବ କଂଗ୍ରେସ ପକ୍ଷରୁ ଡାକ୍ତର ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସୋନପୁର : କେବିକେ ପ୍ରତି ସବୁବେଳେ ବୈମାତୃକ ମନୋଭାବ ପ୍ରଦର୍ଶନ କରିଯାଉଛି। ବିଗତ କଂଗ୍ରେସ ସରକାର ସମୟରେ ଚିର ଅବହେଳିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟର ୮ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗୀର ଓ ସୋନପୁର କୁ ନେଇ କେବିକେ
Read More...