Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭି,ଏସ୍,ଏସ୍ ନଗରରେ ବନମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଆଜି ଅପରାହ୍ନରେ ଭି,ଏସ୍,ଏସ ନଗର ତାରିଣୀ ମନ୍ଦିର ନିକଟ ଓଭର ବ୍ରିଜ୍ ନିକଟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। ଏହି!-->…
Read More...
Read More...
ରାଜ୍ୟରେ ପୁଣି ୬ ମୁଣ୍ଡ ନେଲା କରୋନା, ୫୨୭ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ସାଂଘାତିକ ଆଡକୁ ଗତି କରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ତାହା କରୋନା ସ୍ଥିତିକୁ ନିୟନ୍ତ୍ରଣ କରିପାରୁନାହିଁ । ରାଜ୍ୟର କେତେକ ଜିଲ୍ଲାରେ ସଟଡାଉନ ବଳବତ୍ତର ଥିବା ବେଳେ ଆଉ କେତେକ ଜିଲ୍ଲାରେ!-->…
Read More...
Read More...
ସୁବର୍ଣ୍ଣପୁର : ଗୋଟିଏ ଦିନରେ ୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୫ବର୍ଷର ଶିଶୁକନ୍ୟା
ସୋନପୁର: ରାଜ୍ୟର ଅଞ୍ଚଳରେ କରୋନା ଯେଭଳି କାୟା ବିସ୍ତାର କରିଛି ସେଥିରେ କେବେ ସଂପୂର୍ଣ୍ଣ ମୁକ୍ତି ମିଳିବ,ତାହା କହିବା ମୁସ୍କିଲ ଜଣାପଡୁଛି। ରାଜ୍ୟରେ ସଂକ୍ରମିତ ଙ୍କ ହାର ରେ ସୁବର୍ଣ୍ଣପୁର ଜିଲ୍ଲା ଯଦିଓ କମ୍ ସ୍ତରରେ ଅଛି ତଥାପି ଗତକାଲି ଏକା ଥରକେ ୬ଜଣ ସଂକ୍ରମିତ ହେବାଘଟଣାରେ!-->…
Read More...
Read More...
ଜିଏମୟୁର ୫ମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ପ୍ରଶାସନିକ ଭବନର ଭିତ୍ତିପ୍ରସ୍ତର
ସମ୍ୱଲପୁର,୮/୭- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ର ପଞ୍ଚମ ପ୍ରତିଷ୍ଠା ଦିବସ ଓ ପ୍ରାକ୍ତନ ଜିଏମ କଲେଜର ୭୭ତମ ପ୍ରତିଷ୍ଠା ଦିବସ ଅବସରରେ ଗତକାଲି ଏହାର ନୂତନ ପ୍ରଶାସନିକ ଭବନ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ତିନିତଳ ବିଶିଷ୍ଟ ଏହି ଭବନର ବ୍ୟୟ ଅଟକଳ ୮କୋଟି ଟଙ୍କା ରଖାଯାଇଛି,!-->…
Read More...
Read More...
ଆଇଆରବି ବାଟାଲିୟନ ନିକଟରେ ବିପଦପୂର୍ଣ୍ଣ ପିଲର୍ !
ବୌଦ୍ଧ,୮/୭ – ବୌଦ୍ଧଜିଲ୍ଲାର ବଲାସିଙ୍ଗା ଗ୍ରାମ ନିକଟରେ ଥିବା ଇଣ୍ଡିଆନ ରିଜର୍ଭ ବାଟାଲିୟନ-୫ର ଦକ୍ଷିଣ ପାଶ୍ୱର୍ରେ ଥିବା ଗେଟ ନିକଟରେ ବିପଦସଙ୍କୁଳ ଅବସ୍ଥାରେ ଏକ ପିଲର ରହିଛି । ଏ ଅଞ୍ଚଳରେ ଆଇଆରବି ଯବାନ ମାନଙ୍କ ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ଯାତାୟାତ କରୁଥିବାରୁ ସେମାନଙ୍କ ମନରେ ଭୟ!-->…
Read More...
Read More...
ସାପ କାମୁଡାରେ ଯୁବକ ମୃତ
ବୌଦ୍ଧ,୭/୭ - ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ବାଣିଭୁଷଣପୁର ଗ୍ରାମ ପଂଚାୟତର ଝାଡ୍ରାଜିଙ୍ଗ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ପରିବାର ସହ ମିଶି ଖାଇ ପିଈ ସମସ୍ତେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଗୋଟିଏ ବିଷଧର ସାପ!-->…
Read More...
Read More...
ଅଶ୍ୱିନୀ କୁମାର ମେହେର ହେଲେ ବୌଦ୍ଧର ନୂତନ ଉପ ଜିଲ୍ଲାପାଳ
ବୌଦ୍ଧ,୭/୭ - ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର ବୌଦ୍ଧ ଉପଖଣ୍ଡର ଉପ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କୀତ ଏକ ଆଦେଶ ଜାରି ହୋଇଥିବା ଜଣାପଡିଛି । ଶ୍ରୀ ମେହେର ରାଜ୍ୟ ସରକାରଙ୍କ କ୍ରୀଡା ଓ!-->…
Read More...
Read More...
ଫୁଲବାଣୀ ସହରର ଜବରଦଖଲ ଜମିପଟ୍ଟା ପ୍ରଦାନ ପାଇଁ ଜାଗ୍ରତ କନ୍ଧମାଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ଫୁଲବାଣୀ, ୭/୭- ଫୁଲବାଣୀ ଜାଗ୍ରତ କନ୍ଧମାଳ ପକ୍ଷରୁ ଫୁଲବାଣୀ ସହରର ଜବରଦଖଲ ସରକାରୀ ଜମିପଟ୍ଟା ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁଙ୍କୁ ଏକ ସ୍ମାକରପତ୍ର ପ୍ରଦାନ କରାଯାଇଅଛି । ଜାଗ୍ରତ କନ୍ଧମାଳ, ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି, ସଂଗଠନ ସଂପାଦକ!-->…
Read More...
Read More...
ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ
ବାଲିଗୁଡ଼ା,୭/୭- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଗୁଡ଼ା ଉପଖଣ୍ଡକୁ ସବୁଜ ସୁନ୍ଦର କରିବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଜାରିରହିଛି । ୭୧ତମ ବନ ମହୋତ୍ସବ ଅବସରରେ ବନ ବିଭାଗ ପକ୍ଷରୁ ବାଲିଗୁଡ଼ା!-->…
Read More...
Read More...
ବିଦ୍ୟୁତ୍ ଆଘାତରେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ
ବୌଦ୍ଧ,୭/୭ - ବୌଦ୍ଧଥାନା ଅନ୍ତର୍ଗତ ଗମ୍ଭାରୀ ପଦର ଗ୍ରାମରେ ବୌଦ୍ଧ ସହରର ଜଣେ ବ୍ୟବସାୟୀଙ୍କ ଗୋଦାମ ନିକଟରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ କିଛି ଦିନ ହେଲା ଶ୍ରମିକ ଭାବରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଆଜି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା!-->…
Read More...
Read More...