Browsing Category

ରାଜ୍ୟ

ଲୁପ୍ତପ୍ରାୟ ଗହ୍ମା ଡିଆଁ ପରମ୍ପରା !

ବୌଦ୍ଧ : ଶ୍ରାବଣ ପୂର୍ଣ୍ଣିମାରେ ବୌଦ୍ଧ ଜିଲ୍ଲାର କଣେ ଅନୁକୋଣେ ପାଳିତ ହୋଇଥାଏ ଗହ୍ମା ପର୍ବ । ମାଟିରେ ଗାଆଁ ଦାଣ୍ଡରେ ଗହ୍ମା ତିଆରି କରି ଗାଆଁର ପିଲାମାନେ ଶ୍ରାବଣ ପୂର୍ଣ୍ଣିମାରେ ତା ଉପରେ ଡେଇଁ ଖେଳି ଥାଆନ୍ତି । ଗହ୍ମା ପର୍ବକୁ ଆହୁରି ଆମୋଦଦାୟକ ଓ ଆକର୍ଷଣୀୟ କରିବା ପାଇଁ ଶେଷ ମୁଣ୍ଡର
Read More...

ରାଜ୍ୟରେ ପୁଣି ୧୩୮୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା ସ୍ଥିତି । ଆଜି ପୁଣି ୨୬ଟି ଜିଲ୍ଲାରୁ ୧୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୭୩ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫୧୧ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ମହାନଦୀରେ ଭାସି ଯାଉଥିବା ଯୁବକ ଉଦ୍ଧାର

ବୌଦ୍ଧ - ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣେ ଯୁବକଙ୍କୁ ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମ ପଂଚାୟତର ଅତଳସରା ନିକଟରୁ ଆଜି ଅପରାନ୍ହ ପ୍ରାୟ 4 ଘଣ୍ଟା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ
Read More...

ବୃକ୍ଷପ୍ରେମୀ କାମାକ୍ଷାପ୍ରସାଦଙ୍କ ବୃକ୍ଷରୋପଣ ଅଭିଯାନ

ଭୁବନେଶ୍ୱର : ସହୀଦନଗର ଅଂଚଳର ଉଚ୍ଚଶିକ୍ଷତ ଯୁବ ସମାଜସେବୀ କାମାକ୍ଷାପ୍ରସାଦ କର ବିଦେଶରୁ ଉଚ୍ଚ ଚାକିରୀ ପରିତ୍ୟାଗ କରି ଗତ ୧୦ ବର୍ଷ ଧରି ସମାଜସେବାରେ ମନୋନିବେଶ କରିଛନ୍ତି । ଏହି କ୍ରମରେ ଶ୍ରୀ କର ବର୍ଷ ତମାମ ସବୁଜିମା ପରିବେଶ ସୃଷ୍ଟି ପାଇଁ ବୃକ୍ଷରୋପଣ କାର୍ଯ୍ୟ ଜାରି ରଖିଛନ୍ତି ।
Read More...

ଅନଲାଇନ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ନେବେ ତାଲିମ୍‌

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ସମଗ୍ର ରାଜ୍ୟରେ ଗତ ମାର୍ଚ୍ଚ ମାସ ୧୫ ତାରିଖ ପରଠାରୁ ସ୍କୁଲ, କଲେଜ ବନ୍ଦ ରହିଛି । ରଜ ପରେ ସ୍କୁଲ ସ୍ୱାଭାବିକ ଭାବରେ ଆରମ୍ଭ ହେଉଥିଲେ ମଧ୍ୟ ମହାମାରୀ କରୋନା ସଂକଟ ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲକଲେଜକୁ ବନ୍ଦ ରଖାଯାଇଛି ।
Read More...

୪ରୁ ଲଘୁଚାପ, ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଶ୍ରାବଣରେ ମୁଣ୍ଡଫଟା ଖରାରେ ଚାଷ ଜମି ଫାଟି ଆଁ କରିଛି । ଏହାକୁ ନେଇ ଚାଷକୂଳ ଅସ୍ତବ୍ୟସ୍ତ ହେଉଥିବା ବେଳେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଯାହା ଆଶ୍ୱସନା ଆଣିଛି । ଲଘୁଚାପର ପ୍ରଭାବରେ ଆସନ୍ତା ୪ ତାରିଖରୁ ଦୁଇଦିନ ଆଭ୍ୟନ୍ତରୀଣ ଓ ଅପୂକଳ ଓଡିଶାରେ ବର୍ଷା ହେବାର
Read More...

ଗଜପତିରେ ପୁଣି ୯୧କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯୧ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୪ ଜଣ,ଗୁମ୍ମା ବ୍ଳକରୁ ୧୯ଜଣ,ରାୟଗଡ଼ ବ୍ଳକରୁ ୧୦ଜଣ,ପାରଳା ପୌର ପରିଷଦରୁ ୩୬ ଜଣ, ମୋହନା ବ୍ଳକରୁ ୧୧ଜଣ କାଶୀନଗର ବ୍ଳକରୁ ୭ ଜଣ, ନୂଆଗଡ ବ୍ଳକରୁ ୪ଜଣ
Read More...

ସହରର ସଂକ୍ରମିତ ଅଞ୍ଚଳକୁ ସାନିଟାଇଜ ଠିକ ରୂପେ ହେଉନଥିବା ଅଭିଯୋଗ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ହେଲେ ସଂକ୍ରମିତ ଅଞ୍ଚଳ ଗୁଡ଼ିକରେ ସାନିଟାଇଜର ବ୍ୟବସ୍ଥା ଠିକ ରୂପେ କରାଯାଉ ନଥିବାର ଅଭିଯୋଗ ହେଉ ଅଛି । କରୋନା ସଂକ୍ରମିତ ଅଞ୍ଚଳ ଗୁଡିକ ଠିକ ଭାବେ ବିଶୋଧନ
Read More...

ସମ୍ବଲପୁରରେ ୫୧ ନୂଆ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜି ସମଗ୍ର ରାଜ୍ୟରେ ପଜିଟିଭ ଚିହ୍ନଟ ରୂପେ ଘୋଷିତ ୧୪୩୪ ଜଣଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାର ଅବଦାନ ୫୧ ରହିଛି । ଏହା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ମୋଟ ସଂଖ୍ୟା ୪୯୮ରେ ପହଞ୍ଚିଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗୁଡୁଛି, ଯାହାକି
Read More...

ଆଜି ବୌଦ୍ଧରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ : ଗତକାଲି ୯ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ବାହାରିଥିବା ପଜିଟିଭଙ୍କ ମଧ୍ୟରୁ ରଇଠାଣି, ପୁରୁଣାକଟକ, ମାଉଲିସିଙ୍ଗା, ବଉଦ ସହର ନୂଆ
Read More...