Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ଯୋଦ୍ଧାଙ୍କୁ ରକ୍ଷା ବନ୍ଧନ
ବୌଦ୍ଧ : ଆଜି ଫ୍ରେଣ୍ଡସିଫ୍ କ୍ଲବ ପରିବାରର ଭଉଣୀମାନେ ରାକ୍ଷୀପୂର୍ଣିମା ଅବସରରେ ଯେଉଁ କରୋନା ଯୋଦ୍ଧାମାନେ ଆମକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କୁ ରାକ୍ଷୀବନ୍ଧନ କରି ଭଉଣୀମାନଙ୍କ ସୁରକ୍ଷା କରିବାକୁ ଏବଂ ମାସ୍କ ଦେଇ ନିଜର ସୁରକ୍ଷା କରିବାକୁ ଯୋଦ୍ଧା ଭାଇମାନଙ୍କ ପାଖରେ ଅଳି କରିଥିଲେ!-->…
Read More...
Read More...
ରାକ୍ଷୀ ବଦଳରେ ମାସ୍କ ପିନ୍ଧିଲେ ଚଣାପଦର ଯୁବକ ସଂଘର ସଦସ୍ୟ
କ.ନୂଆଗାଁ-କରୋନା କଟକଣା ଯୋଗୁଁ ରାକ୍ଷୀ ପୂର୍ଣ୍ଣିମା ଫିକା ପଡିଥିବା ବେଳେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଚଣାପଦର ସାହିର ଯୁବକ ସଂଘ ତରଫରୁ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବଦଳରେ ମାସ୍କ ପିନ୍ଧି ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା!-->…
Read More...
Read More...
ମାଆ ହତ୍ୟାକାରୀ ପୁଅ ଗିରଫ
ଫୁଲବାଣୀ:ସଦର ଥାନା ପୁଲିସ ମାଆକୁ ଛୁରୀ ମାରି ହତ୍ୟା କରିଥିବା ପୁଅ ଭାଗୀରଥି ବେହେରାକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଗତ ୨୬ ତାରିଖରେ ନିଜ ଭଣଜା ମୋଟର ସାଇକେଲ ଭାଙ୍ଗିଦେଇଥିବା ଘଟଣାକୁ ନେଇ ଅତ୍ୟଧିକ ମଦ୍ୟପାନ କରି ଭଉଣୀକୁ ଟଙ୍କା ମାଗିଥିଲେ,ନଦେବାରୁ ଭଣଜାକୁ!-->…
Read More...
Read More...
କରୋନାରୁ ଅମିତ ଶାହଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା
ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ସହରରେ ଓ ଜିଲ୍ଲାର ୧୦ ଗୋଟି ମଣ୍ଡଳର ବିଭିନ୍ନ ମନ୍ଦିରରେ ପୂଜା କରିବା ସହ ସମୂହ ଦୀପଦାନ କରାଯାଇ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନାରୁ ଶୀଘ୍ର ଆରୋଗ୍ୟ କାମନା କରିବା ସହ ସମୂହ ଦୀପଦାନ କରାଯାଇ ଥିଲା । ଏହି!-->…
Read More...
Read More...
ବାଘନଦୀ ଶାଖା କେନାଲ ପୋଲ ଭୁଶୁଡିଲା
ବୌଦ୍ଧ : ବାଘ ମଧ୍ୟମ ଜଳ ସେଚନ ପ୍ରକଳ୍ପର ହାତୀମୁଣ୍ଡା ନିକଟରେ ଆଜି ଗୋଟିଏ କେନାଲ ପୋଲ ଭାଙ୍ଗି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଘ ପ୍ରକଳ୍ପର ହାତୀ ମୁଣ୍ଡା ନିକଟରେ ଲୋକଙ୍କ ଯାତାୟତର ସୁବିଧା ପାଇଁ ଶାଖା କେନାଲ ଉପରେ ଥିବା କଂକ୍ରିଟ ପୋଲଟି ଭୁଶୁଡି ପଡିଛି । ଫଳରେ ଏ!-->…
Read More...
Read More...
ବୌଦ୍ଧ ପଞ୍ଚାୟତ କଲେଜରେ ବୃକ୍ଷକୁ ବନ୍ଧା ଗଲା ରାକ୍ଷୀ
ବୌଦ୍ଧ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମୀ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଅଧ୍ୟାପକ ତଥା ପରିବେଶବିତ ପ୍ରବୀର କୁମାର ଦାସ କଲେଜ ପରିସରରେ ଥିବା ବିଭିନ୍ନ ବୃକ୍ଷକୁ ରାକ୍ଷୀ ବାନ୍ଧିଥିଲେ ।!-->…
Read More...
Read More...
କରୋନା କଟକଣା ମଧ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ
ସମ୍ବଲପୁର : ଏହି ମାଟିର ଗର୍ବ ଓ ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଜି ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରାଯାଇଛି । ଅବଶ୍ୟ କରୋନା କଟକଣା ପାଇଁ ଅଧିକାଂଶ ଲୋକ ନିଜ ଘରେ ଏହା ପାଳନ କରିଛନ୍ତି । ଆଜି ଏଠାରେ ୯୩ ଜଣ ପଜିଟିଭ ଚିହ୍ନଟ ହେଲାପରେ କଟକଣାକୁ କଡାକଡି ଭାବେ ପାଳନ!-->…
Read More...
Read More...
ଗଜପତିରେ ପୁଣି ୬୧କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୬୧ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୬ ଜଣ,ଗୁମ୍ମା ବ୍ଳକରୁ ୧୦ଜଣ,ରାୟଗଡ଼ ବ୍ଳକରୁ ୯ଜଣ,ପାରଳା ପୌର ପରିଷଦରୁ ୧୭ ଜଣ, ମୋହନା ବ୍ଳକରୁ ୧୦ଜଣ କାଶୀନଗର ବ୍ଳକରୁ ୫ ଜଣ,!-->…
Read More...
Read More...
କ୍ୟାବିନେଟ ମିଟିଂରେ ସାମିଲ ହୋଇଥିଲେ ଶାହ, ମନ୍ତ୍ରୀଙ୍କୁ ନିଜ କରୋନା ଟେଷ୍ଟ କରାଇବାକୁ ନିବେଦନ କଲେ
ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏ ସଂପର୍କରେ ରବିବାର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଡକ୍ଟରଙ୍କ ଉପଦେଶ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରଥମ ସଦସ୍ୟ ଭାବେ ଶାହ କରୋନା ରୋଗରେ ଆକ୍ରାନ୍ତ!-->…
Read More...
Read More...
ନୂଆ ୯୩ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରବାସୀଙ୍କ ଚିନ୍ତା ବଢିଲା
ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନୂଆ ୯୩ ଜଣ ପଜିଟିଭ ଚିହ୍ନଟ ଘୋଷଣା ପରେ ସମ୍ବଲପୁରବାସୀଙ୍କ ମନରେ ଛନକା ପଶିବା ସହିତ ଚିନ୍ତା ବଢି ଯାଇଛି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା୫୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣଂକର ମତ୍ୟୁ!-->…
Read More...
Read More...