Browsing Category

ରାଜ୍ୟ

ଆଜି ୬ଟି ନୂଆ ପଜିଟିଭ ଚିହ୍ନଟ ସହ ସମ୍ବଲପୁରରେ ମୋଟ ସଂଖ୍ୟା ହେଲା ୧୦୪ ଭିସୁଟରେ ଗୋଷ୍ଠୀ ସଂକ୍ରମଣ ବଢିବାରୁ ଛନକା

ସମ୍ବଲପୁର,୭/୭- ଆଜି ୬ଜଣ ନୂଆ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ଶତକ ପାର୍ କରିବା ସହିତ ୧୦୪ରେ ପହଞ୍ଚିଛି । ଗତ ତିନି ଦିନ ହେଲା ଏହି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟାରେ ନିରନ୍ତର ବୃଦ୍ଧି ସହିତ ଗୋଷ୍ଠୀ ସଂକ୍ରମଣ ମାମଲା ମଧ୍ୟ ଦେଖାଦେଇଛି, ଯାହାକି ପୂର୍ବରୁ
Read More...

ଶିକ୍ଷାନଗରୀ ବୁର୍ଲାରେ କରୋନାସ୍ଥିତି ଉଦବେଗଜନକ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସପ୍ତାହେ ପର୍ଯ୍ୟନ୍ତ ସଟଡାଉନ ଘୋଷଣା

ସମ୍ବଲପୁର,୭/୭- ସ୍ଥାନୀୟ ଉପନଗରୀ ବୁର୍ଲାରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚାରୋଟି ଅନୁଷ୍ଠାନ ରହିଥିବାରୁ ଏହାକୁ ଶିକ୍ଷାନଗରୀ କୁହାଯାଏ । ସେଠାକାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରୋ. ଦୀପକ କୁମାର ବେହେରା ଆଗାମୀ ୧୩ଜୁଲାଇ ପର୍ଯ୍ୟନ୍ତ ଏକସପ୍ତାହ ପାଇଁ ସଟଡାଉନରେ ରଖିବାପାଇଁ ଘୋଷଣା
Read More...

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ର ଲୋଗୋ ଉନ୍ମୋଚିତ

ସରକାର ଙ୍କର କୋଭିଡ କଟକଣା କୁ ମାନି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଆଜି ସେବା ଫାଉଣ୍ଡେସନ ର ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।ଏହି ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୁଲା ଗାଈଗୋରୁ ମାନଙ୍କୁ ପ୍ରତ୍ୟେକ ସପ୍ତାହ ର ଗୋଟିଏ ଦିନ ନିରନ୍ତର
Read More...

ବୌଦ୍ଧ : ଜିଲ୍ଲାସ୍ତରୀୟ ୭୧ ତମ ବନ ମହୋତ୍ସବ ପାଳିତ

ବୌଦ୍ଧ,୭/୭ – ବୌଦ୍ଧ ବନଖଣ୍ଡ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବୌଦ୍ଧସହର ଏନଏସି ଛକ ଠାରେ ଆଜି ୭୧ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉତ୍ସବରରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ
Read More...

କନ୍ଧମାଳ ପୋଲିସକୁ ବଡ଼ ସଫଳତା, ୩ଦିନ ଭିତରେ ୫ ମାଓବାଦୀ ଏନକାଉଁଣ୍ଟର

ବାଲିଗୁଡ଼ା,୭/୭ - କନ୍ଧମାଳ ପୋଲିସକୁ ପୁଣି ମିଳିଛି ସଫଳତା । ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ପୁଣି ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ । ଏନକାଉଁଟରରେ ପୁଣି ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଦୁଇ ଦିନ ଭିତରେ ପାଞ୍ଚ ଜଣ ମାଓବାଦୀଙ୍କୁ ନିପାତ କରିଛି ପୋଲିସ୍ । ଗତ
Read More...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବଳଦଙ୍କ ମୃତ୍ୟୁ, ଚାଷୀ ପାଳନ କରୁଛନ୍ତି କଠୋର ନିୟମ

ବୌଦ୍ଧ,୭/୭ - ପୂର୍ବ ରାତିରେ ବିଲ ମଧ୍ୟରେ ଛିଣ୍ଡି ପଡିଥିବା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୌଦ୍ଧ ବ୍ଲକ୍ ସରଣ୍ଡା ଗ୍ରାମର କ୍ଷୁଦ୍ର ତଥା ଭାଗ ଚାଷୀ ଚଂପେଶ୍ୱର ପ୍ରଧାନଙ୍କ ୨ ଗୋଟି ବଳଦ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୋର ପ୍ରାୟ ୫
Read More...

ଧୋକା ଦେଲା କଳାଚମ୍ପା, ଚାଷୀ ଚିନ୍ତାରେ

ବୌଦ୍ଧ,୭/୭ - ଜାତୀୟ ବିହନ ନିଗମ ବୌଦ୍ଧ ଜିଲ୍ଲାର ଚାଷୀ ମାନଙ୍କୁ ରାଜ୍ୟ ବିହନ ନିଗମ ଓ ଡିଲର୍ ମାନଙ୍କ ଜରିଆରେ ଯୋଗାଇଥିବା ପ୍ରାମାଣିକ ଧାନ ବିହନ କଳାଚମ୍ପା ଗଜା ହେଉ ନଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଚାଷୀ ମାନଙ୍କର ଅର୍ଥ, ପରିଶ୍ରମ ଓ ସମୟ ଅପଚୟ ହେବା ଯୋଗୁଁ କଳାଚମ୍ପା ବିହନ କିଣି
Read More...

କୋଟଗଡ ବନାଞ୍ଚଳ ପକ୍ଷରୁ 71ତମ ବନମହୋତ୍ସବ ପାଳିତ, ବିଭିନ୍ନ ସ୍ଥାନରେ ଚାରା ରୋପଣ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବିଭିନ୍ନ ବ୍ଲକ ରେ ବନମହୋତ୍ସବ ପାଳିତ ହୋଇଛି |ସେହିପରି ଆଜି କୋଟଗଡ ବନାଞ୍ଚଳ ପକ୍ଷରୁ ଭୁତାଡ଼ି ସଂରକ୍ଷିତ ଜଙ୍ଗଲ ରେ ଏହି ମହୋତ୍ସବ କୁ 'ଚାରା ରୋପଣ "କରି ପାଳନ କରାଯାଇଛି |ଏହି କାର୍ଯ୍ୟକ୍ରମ କୁ ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଜାନୀ ଙ୍କ ନେତୃତ୍ୱ ରେ ବନପାଳ
Read More...

ସଟଡାଉନ ପରେ ଦାରିଙ୍ଗବାଡ଼ି ବଜାରରେ ଅସମ୍ଭାଳ ଭିଡ଼

ଦାରିଙ୍ଗ ବାଡ଼ି ୬/୭: କନ୍ଧମାଳ ଜିଲ୍ଲାରେ ଚଳିତ ମାସ ଠାରୁ ଲାଗୁ ହୋଇଥିବା ସପ୍ତାହନ୍ତ ସଟଡାଉନ ର ପ୍ରଥମ ପର୍ଯ୍ୟାୟ ସଫଳ ହୋଇଛି l ତେବେ ଗ୍ରାମାଞ୍ଚଳ ଗୁଡ଼ିକରେ ଏହାର ପ୍ରଭାବ ଏତେ ମାତ୍ରାରେ ଦେଖିବାକୁ ମିଳିନଥିଲା l ଅନ୍ୟ ପକ୍ଷରେ ସଟଡାଉନ ପରେ ସୋମବାର ଦିନ ଦାରିଙ୍ଗ ବାଡ଼ି ବଜାରରେ ଲୋକେ
Read More...

୭୧ ତମ ବନମହୋତ୍ସବ ସପ୍ତାହ ପାଳନ

କଣ୍ଟାବାଞ୍ଜି, ୬/୭- ବନ ବିଭାଗ ପକ୍ଷରୁ ଆଜି ତୁରିକେଲା ବ୍ଲକ ଅନ୍ତର୍ଗତ ଢୋଲମାଦଳ ଠାରେ ୭୧ ତମ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁରେକେଲା ଥାନାଧିକାରୀ ଶ୍ରୀଯୁକ୍ତ ଜେନା, ସରପଂଚ,
Read More...