Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୪ଘଣ୍ଟା ବିଦ୍ୟୁତ ଯୋଗାଇବାରେ ବିଫଳ ସାଉଥକୋ ସଟଡାଉନ ଦିନରେ ବିଦ୍ୟୁତ କାଟକୁ ନେଇ ଉପଭୋକ୍ତାଙ୍କ ତୀବ୍ର ନିନ୍ଦା
ଦାରିଙ୍ଗବାଡ଼ି ୪/୭: କନ୍ଧମାଳ ଜିଲ୍ଲାରେ ଉପଭୋକ୍ତାଙ୍କୁ ୨୪ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇବାରେ ବିଫଳ ରହିଛି ସାଉଥକୋ । ଜିଲ୍ଲାରେ ଦିନତମାମ ବିଦ୍ୟୁତ ସେବା ଯୋଗାଇବା ବଦଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । ଯାହା ଫଳରେ ସାଧାରଣ ଉପଭୋକ୍ତା ଟିଏ ବିଦ୍ୟୁତ ସେବା ରୁ ବଂଚିତ ରହି!-->…
Read More...
Read More...
ଅନ୍ ଲକ୍ -୨:ମାର୍ଗଦର୍ଶିକା ଜାରିକଲେ ବୌଦ୍ଧଜିଲ୍ଲାପାଳ
ବୌଦ୍ଧ,୪/୭- ଜୁଲାଇ ୧ ତାରିଖରୁ ଦେଶରେ ଜାରି ହୋଇଥିବା ଅନ୍ ଲକ୍-୨ପରିପ୍ରେକ୍ଷୀରେ ବୌଦ୍ଧଜିଲ୍ଲା ପାଇଁ ଏକ ମାର୍ଗଦର୍ଶିକା ଆଜି ଜାରି କରିଛନ୍ତି ବୌଦ୍ଧଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ପୂର୍ବଭଳି ସନ୍ଧ୍ୟା ୭ଘଣ୍ଟା ଠାରୁ ସକାଳ ୭ଘଣ୍ଟା ପର୍ଯ୍ୟନ୍ତ ଦୋକାନ, ବଜାର ତଥା ସମସ୍ତ ବ୍ୟବସାୟୀକ!-->…
Read More...
Read More...
ବିବାହ ବାର୍ଷିକୀରେ ରକ୍ତ ଦାନକରି ଉଦାହରଣ ପାଲଟିଲେ ଦମ୍ପତି
ସୋନପୁର, ୪/୭- ନିଜର ୧୨ ତମ ବିବାହ ବାର୍ଷିକୀରେ ରକ୍ତଦାତା ହୋଇ ଜଣେ ନିରୀହ ଗର୍ଭବତୀ ମାଆର ଜୀବନ ରକ୍ଷା କରିଛନ୍ତି । ଭରତ ସାହୁ ଘୋଡାଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ନିଜେ ୨୩ ଥର ରକ୍ତଦାନ କରିଥିବା ବେଳେ ତାଙ୍କର ଧର୍ମପତ୍ନୀ ପ୍ରଥମ ଥର!-->…
Read More...
Read More...
ବର୍ଷା ହେଲେ ପୁଣି ପୋତି ହେବ ସାଲୁଙ୍କି କେନାଲ !
ବୌଦ୍ଧ,୪/୭- ମୌସୁମୀ ଆସିଯାଇଥିବାରୁ ସାଲୁଙ୍କି କେନାଲର ପୁନଃରୁଦ୍ଧାର କାର୍ଯ୍ୟ ବିଭିନ୍ନ ଅଞ୍ଚଳରେ ଚାଲିଛି । କେନାଲ ମଧ୍ୟରେ ଥିବା ମାଟି ବାଲି ଆଦିକୁ ବାହାରକରି ପାଣି ଯିବାପାଇଁ ବୌଦ୍ଧ ଜଳସେଚନ ବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ତ୍ତ କରାଯାଇଥାଏ । ପ୍ରତିବର୍ଷ ଏହିକାମ!-->…
Read More...
Read More...
ମହେନ୍ଦ୍ର ଗିରି ବନାଞ୍ଚଳ ତରଫରୁ ୭୧ ତମ ବନ ମହୋତ୍ସବ ପାଳନ
ଗଜପତି,୪/୭- ଗଜପତି ଜିଲ୍ଲା ମହେନ୍ଦ୍ର ଗିରି ବନାଞ୍ଚଳ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ରାୟଗଡ ବ୍ଳକର ରାୟଗଡ ଡେକୁସାହି ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନା ପରିଛାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ!-->…
Read More...
Read More...
ଗଜପତିରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ଗଜପତିରେ ପୁଣି ୬ ଟି ନୂଆ କରୋନା ପଜିଟିଭ ଚିହ୍ନଟହୋଇଥିବାରଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି। ଗୋଶାଣୀ ବ୍ଳକରୁ ଜଣେ,ମୋହନା ବ୍ଳକରୁ ଦୁଇ ଜଣ,କୋଭିଡ଼ ଯୋଦ୍ଧା ୨ ଜଣ ପାରଳା ପୌରପରିଷଦରୁ ଜଣେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ!-->…
Read More...
Read More...
ଡ୍ରେନରେ ନିଷ୍କାସନ ନହୋଇ ଜମିରହୁଛି ଅସନା ପାଣି
ବୌଦ୍ଧ,୪/୭ - ବୌଦ୍ଧ ସହରରେ ଥିବା ଡ୍ରେନ ଗୁଡିକରେ ମଇଳା ଜମି ଅସନା ପାଣି ନିଷ୍କାସନ ହୋଇପାରୁନଥିବା ଏକ ସାଧାରଣ ଘଟଣା । ଏ ସମ୍ପର୍କରେ ସହର ବାସିନ୍ଦା ଏନଏସି କର୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଉଛି । ବୁଟୁପାଲି!-->…
Read More...
Read More...
ରାଜ୍ୟରେ ଆଉ ୪୯୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ!-->…
Read More...
Read More...
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ୭୦ ବର୍ଷୀୟ ବୃଦ୍ଧ ଗିରଫ
ଦାରିଙ୍ଗବାଡି,୪/୭: ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଆଜି ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ବୃଦ୍ଧ ଜଣକ ହେଲେ ଦାରିଙ୍ଗବାଡି ଥାନା!-->…
Read More...
Read More...
ଦାରିଙ୍ଗବାଡ଼ିରେ ସଟଡାଉନ୍ ପ୍ରଭାବ: ରାସ୍ତାଘାଟ ଶୂନଶାନ ପୁଲିସ ପେଟ୍ରୋଲିଂ କଡ଼ାକଡ଼ି
ଦାରିଙ୍ଗବାଡି,୪/୭: କନ୍ଧମାଳ ଜିଲ୍ଲାରେ ସମସ୍ତ ୧୭୮ଜଣ କରୋନା ସଂକ୍ରମିତ ବ୍ୟକ୍ତିମାନେ ସୁସ୍ଥହୋଇ ଘରକୁ ଫେରିଛନ୍ତି । ତେବେ ପଡୋଶୀ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଛି । ଗଞ୍ଜାମ ଜିଲ୍ଲା ଉପରେ କନ୍ଧମାଳ ଜିଲ୍ଲା ଅତ୍ୟାବଶ୍ୟକ ପନିପରିବା ଠାରୁ ଆରମ୍ଭକରି!-->…
Read More...
Read More...