Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘର ନଥିବାରୁ ଏ ଘରେ ସେ ଘରେ ରହୁଛନ୍ତି ନିତ୍ୟାନନ୍ଦ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦୀର୍ଘ ୭ବର୍ଷ ହେଲା ଘୁ.ଉଦୟଗିରି ବ୍ଲକ ରାଇକଲା ଗ୍ରାମପଞ୍ଚାୟତର ଖାରିଆପଡ଼ା(ଦେରିନାଜୁ)ରେ ବାସ କରୁଥିବା ନିତ୍ୟାନନ୍ଦ ପ୍ରଧାନ(ନିତେଇ)(୬୮)ଙ୍କ ଘର କିମ୍ବା ଜମିବାଡ଼ି ନଥିବା ହେତୁ ଏ ଘରେ ସେ ଘରେ ରହୁଛନ୍ତି । ପଞ୍ଚାୟତରେ ହେଉ ବା ବ୍ଲକରେ ହେଉ କେତେଥର ଆବେଦନ!-->…
Read More...
Read More...
ଗଜପତିରେ ପୁଣି ୯୭କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୧୦ ଜଣ,ଗୁମ୍ମା ବ୍ଳକରୁ ୩ଜଣ,ରାୟଗଡ଼ ବ୍ଳକରୁ ୫ଜଣ,ପାରଳା ପୌର ପରିଷଦରୁ ୫୮ ଜଣ, ଆର.ଉଦୟଗିରି ବ୍ଳକରୁ ୮ଜଣ କାଶୀନଗର ବ୍ଳକରୁ ୮ ଜଣ ଚିହ୍ନଟ ହୋଇଥିବା!-->…
Read More...
Read More...
ସମ୍ଵଲପୁର ଜିଲ୍ଲାରେ ଆଜି ୫୬ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟାା ୩୯୮ହେଲା
ସମ୍ବଲପୁର,ସମ୍ବଲପୁର ଜିଲ୍ଲାରେ ଆଜି ୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୯୮ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୨୧୫ ସକ୍ରିୟ ପଜିଟିଭ ଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି ଓ ଜଣଙ୍କ ର ମୃତ୍ୟୁ ହୋଇଛି ।!-->…
Read More...
Read More...
ସମ୍ବଲପୁରରେ କରୋନା ମୃତ୍ୟୁ ଆରମ୍ଭ ହେଲା
ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶତକ ଅତିକ୍ରମ କଲାପରେ ଏଠାରେ କରୋନା ମୃତ୍ୟୁ ଆରମ୍ଭ ହୋଇଛି । ମୃତକଙ୍କ ଚିହ୍ନଟ ଜଣେ ୬୭ ବର୍ଷୀୟ ପୁରୁଷ ରୂପେ କରାଯାଇଛି ଓ ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରଶାସନିକ!-->…
Read More...
Read More...
ରାଜ୍ୟରେ ପୁଣି ୧୪୯୯ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ରାଜ୍ୟରେ ୧୪୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୮୫ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ରାଜ୍ୟ ସୂଚନା ଓ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକମୁହାଁ : ଆଜି ପୁଣି ଗୋଟିଏ ପରିବାରର ୩ ସହ ୭ ସଂକ୍ରମିତ
ସୋନପୁର: ଦିନକୁ ଦିନ ଜିଲ୍ଲାର ବିଭିନ୍ନ ବ୍ଳକ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ଯେଉଁ ହାରରେ ବଢ଼ିବଢ଼ି ଚାଲିଛି ତାହା ପ୍ରଶାସନ ଓ ଜନସାଧାରଣ ଙ୍କ ନିଦ ହଜାଇଦେଇଛି।ବିଶେଷ କରି ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଞ୍ଚାୟତ ର ସାନପହଣ୍ଡି ଅଞ୍ଚଳରେ ଦିନକୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବାରେ!-->…
Read More...
Read More...
ଆଶା ଦିଦିଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଥାନାକୁ ଗଲା ମାମଲା
ବୌଦ୍ଧ -ବୌଦ୍ଧ ସହର ଉପକଣ୍ଠ ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଂଚାୟତ ରଇଠାଣି ଗ୍ରାମର ଆଶା ଦିଦିଙ୍କୁ ଦୁର୍ବ୍ୟବହାର କରାଯାଇଥବା ବୌଦ୍ଧ ଆଦର୍ଶ ଥାନାରେ ଗତକାଲି ଅଭିଯୋଗ ହୋଇଛି | ଚଳିତ ସପ୍ତାହରେ ଉକ୍ତ ଗ୍ରାମରୁ ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରସରା ସରପଞ୍ଚ ଗ୍ରାମକୁ!-->…
Read More...
Read More...
ବୌଦ୍ଧ ଜିଲ୍ଲାକୁ ଆସିଲେ ୫ ପିଜି ଡାକ୍ତର
ବୌଦ୍ଧ - ରାଜ୍ୟରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ ଓ ସଟ ଡାଉନ୍ କୌଣସି କାମକୁ ଆସୁନଥିବା ଦେଖା ଯାଉଛି l ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ସେଥିପାଇଁ ସରକାର କୋଭିଡ ପରିଚାଳନାରେ!-->!-->!-->…
Read More...
Read More...
ସାପ କାମୁଡାରେ ଯୁବକ ମୃତ
ବୌଦ୍ଧ -ଗତ ବିଳମ୍ବିତ ରାତିରେ ବlଉଁଶୁଣି ଥାନା ବାଦିକଟା ଗ୍ରାମର ଜଣେ ଯୁବକଙ୍କ ବିଷଧର ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବାଦିକଟା ଗ୍ରାମର ରାଜେଶ ବାଦୀ (26 ବର୍ଷ ) ନାମକ ଜଣେ ଯୁବକ ରାତିରେ ନିଜ ଘରେ ଶୋଇଥିଲେ l ବିଳମ୍ବିତ ରାତିରେ ଗୋଟିଏ!-->!-->!-->…
Read More...
Read More...
ଅଜଣା ଯୁବକର ମୃତ ଦେହ ନାଳରୁ ଉଦ୍ଧାର
ଫୁଲବାଣୀ: କନ୍ଧମାଳ ଜିଲ୍ଳାର ଖଜୁରିପଡା ଥାନା ଅଧିନସ୍ଥ ଦୁତିମେଣ୍ଢି ଗ୍ରାମପଂଚାୟତ ସମ୍ବରଡେଗା ନାଳରେ ଆଜି ଜଣେ ଅଜଣା ଯୁବକ ମରି ପଡିଥିବା ଦେଖି କିଛି ଲୋକ ପୋଲିସକୁ ସୂଚନା ଦେଇଥିଲେ । ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର, ଏସଆଇ ବିକାଶ କୁମାର ମଲ୍ଳିକ, ଉଦ୍ଧବ କୁମାର ଯାନୀ!-->…
Read More...
Read More...